ଏଥର ଭାଜପା ପ୍ରାର୍ଥୀ ହେବେ ବଲିଉଡର ଦୁଇ ଅକ୍ଷୟ

Share on FacebookShare on TwitterShare on Linkedin ନୂଆଦିଲ୍ଲୀ : ବଲିଉଡର ଲୋକପ୍ରିୟ ଅଭିନେତା ଅକ୍ଷୟ କୁମାର ୨୦୧୯ ଲୋକସଭା ନିର୍ବାଚନ ଲଢିପାରନ୍ତି ବୋଲି ଏବେ ଖୁବ ଚର୍ଚ୍ଚା ହେଉଛି । ଏଥିରେ ମିଳିଥିବା ସୂଚନାନୁଯାୟୀ ଅକ୍ଷୟ କୁମାର ଏଥର ନୂଆଦିଲ୍ଲୀର ଚାନ୍ଦିନଚୌକ ଲୋକସଭା ଆସନରୁ ଭାରତୀୟ ଜନତା ପାର୍ଟି ଟିକେଟରେ ନିର୍ବାଚନ ଲଢିପାରନ୍ତି । ଏନେଇ ଭାଜପାର ଶୀର୍ଷ ନେତାମାନେ ଅକ୍ଷୟ କୁମାରଙ୍କ ସହ କଥାମାର୍ତ୍ତା ଚଳାଇଥିବା କୁହାଯାଉଛି । ଏହି ଆସନଟି ବେଶ … Continue reading ଏଥର ଭାଜପା ପ୍ରାର୍ଥୀ ହେବେ ବଲିଉଡର ଦୁଇ ଅକ୍ଷୟ