ଷଷ୍ଠ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ କରି ଟ୍ୟୁସନ ସାର ଫେରାର୍

Share on FacebookShare on TwitterShare on Linkedin ଜଳେଶ୍ୱର: ପୁଣି ରାଜ୍ୟରେ ଘଟିଛି ଏକ ଲଜ୍ଜ୍ୟଜନକ ଘଟଣା | ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀଙ୍କୁ ତାଙ୍କ ଟ୍ୟୁସନ୍‌ ସାର୍‌ ଦୁଷ୍କର୍ମ କରିବା ଭଳି ସାଂଘାତିକ ଅଭିଯୋଗ ଆସିଛି । ଘରେ କେହି ନଥିବାର ସୁଯୋଗ ନେଇ ଛାତ୍ରୀ ଜଣଙ୍କୁ ଉକ୍ତ ସାର୍‌ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏପରି ଲଜ୍ଜ୍ୟଜନକ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅଞ୍ଚଳରେ । ସୂଚନାନୁଯାୟୀ, ପୀଡିତା … Continue reading ଷଷ୍ଠ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ କରି ଟ୍ୟୁସନ ସାର ଫେରାର୍