ଜାଣନ୍ତୁ ଆଜିର ରାଶିଫଳ

https://www.facebook.com/nnsodia/videos/267154983995629/?t=5

ମେଷ: ସେୟାର ବଜାରରେ ଅର୍ଥ ନିବେଶ କରନ୍ତୁ ବହୁତ ଭଲ ରହିବ । ଦିର୍ଘ ଦିନରୁ ଲାଗି ରହିଥିବା ସମସ୍ୟାର ଅନ୍ତ ଘଟିବ । ଛାତ୍ରଛତ୍ରୀଙ୍କ ପାଇଁ ନିଜର ପରିଯୋଜନାରେ ଅଧିକ ପରିଶ୍ରମ କରିବେ । ଆଜି ଧଳା ରଙ୍ଗଟି ଆପଣଙ୍କ ପାଇଁ ଶୁଭ ରହିବ ।
ବୃଷ: ଆଜି ବ୍ୟବସାୟରେ ସଫଳତା ପାଇବା ସହ ନିଜର କାମ ଠିକ୍ ଭବେ ନିର୍ବାହ କରିବେ । ଯେଉଁମାନେ ରାଜନିତି କ୍ଷେତ୍ରରେ ଅଛନ୍ତି ସେମାନଙ୍କୁ ପ୍ରାଧାନ୍ୟ ମିଳିବ । ଆଜି ପଭୁ ଶ୍ରୀ ଜଗନ୍ନାଥଙ୍କୁ ଆରାଧନା କରନ୍ତୁ ଦିନଟି ମଙ୍ଗଳମୟ ରହିବ ।
ମିଥୁନ: ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ ହେବାର ଅଛି । ଉନ୍ନତି ପାଇଁ ବିଭିନ୍ନ ରାସ୍ତା ଖୋଲିଯିବ । ପାରିବାରିକ ଜୀବନ ସୁଖମୟ ରହିବ । ଲାଲ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ଏବଂ ସକାଳୁ ଚନ୍ଦନେଶ୍ୱର କରନ୍ତୁ ଦିନଟି ଶୁଭ ରହିବ ।
କର୍କଟ: ଅଫିସ ତରଫରୁ ବାହାରକୁ ଯିବାକୁ ସୁଯୋଗ ମିଳିବ । ବ୍ୟବସାୟରେ ନୂଆ ପ୍ରସ୍ତାବ ପାଇବେ । ପରିବାର ଅଶାନ୍ତି ଦୁର ହୋଇଯିବ । ସେଥିରେ କୌଣସି କାମରୁ ଆପଣଙ୍କୁ ବଡ ଲାଭ ମିଳିପାରେ । ଆପଣଙ୍କ ପାଇଁ ଶୁଭରଙ୍ଗ ଗୋଲାପି ।
ସିଂହ: ଆପଣଙ୍କ ଆଖପାଖ ପରିବେଶ ବହୁତ ଆନନ୍ଦ ଉଲ୍ଲାସ ରହିବ । ନିଜ କଥା ବାର୍ତ୍ତା ଉପରେ ଟିକେ ସନ୍ତୁଳନ ରଖିବେ । ବ୍ୟବସାୟ କ୍ଷେତ୍ରରେ ସଫଳତା ମିଳିପାରେ । ଅପଣଙ୍କ ଶୁଭରଙ୍ଗ ଧଳା ଅଟେ । ଆଜି ଆପଣ ମା ଅମ୍ବିକାକୁ ଆରାଧନା କରନ୍ତୁ ।
କନ୍ୟା: ଆଜି ଆପଣଙ୍କ ଦିନଟି ଶୁଭ ରହିବା । ପ୍ରତିଷ୍ଠିତ ଲୋକଙ୍କ ସହ ମିଶିବାର ଅବସର ପାଇବେ । ନେତାମାନଙ୍କ ପାଇଁ ଆଜି ଦିନଟି ଶୁଭ ଅଟେ । ଛତ୍ର ଙ୍କୁ ଆଜି କିଛି ନୂଆ ଶିଖିବାକୁ ମିଳିବ । ଲକ୍ଷ୍ମୀ ନାରାୟଣଙ୍କୁ ଏବଂ ଧଳା ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ଆରାଧନା କରନ୍ତୁ ।
ତୁଳା:ଦିନଟି ଆପଣଙ୍କଲାଗି ସବୁ ଦୃଷ୍ଟିରୁ ଭଲ ରହିବ । ନୂଆ କାମ ହାତକୁ ନେଇ ପାରନ୍ତି । କିଛି ଉଧାର ଦେଇଥିବା ପଇସା ଫେରସ୍ତ ପାଇପାରନ୍ତି । ପ୍ରେମ ପ୍ରସଙ୍ଗରେ ପ୍ରଗାଡ଼ତା ଆସିପାରେ । ଆଜି ମାଜେଣ୍ଡା ରଙ୍ଗର ବସ୍ତ୍ର କରିଧାନ କରନ୍ତୁ ସୂର୍ଯ୍ୟଦେବଙ୍କୁ ଙ୍କୁ ଆରାଧନା କରନ୍ତୁ ।
ବିଛା:ଦିନଟି ଆପଣଙ୍କ ପାଇଁ ସହଜ ହେବ । ନିଜର କ୍ୟାରିୟର ଆଗକୁ ବଢିବା ଲାଗି କିଛି ନୂଆ ପରିବର୍ତ୍ତନ କରିବେ । ଅଫିସରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ । ଧୂସର ରଙ୍ଗଟି ଆପଣଙ୍କ ପାଇଁ ଶୁଭ ରହିବ । ମାଁ ପାଟଣେଶ୍ୱଙ୍କୁ ପୂଜା କରନ୍ତୁ ସମୟ ଆପଣଙ୍କୁ ସଫଳତା ଓ ପ୍ରଗତି ଆଣିଦେବ ।
ଧନୁ:ଆଜି ଆପଣ ସଫଳତାର ସହ କିଛି ଖଟା ମିଠା ଭଳି ରହିପାରେ ସେଥିପ୍ରତି ସତର୍କ ରୁହନ୍ତୁ । ନିଜର କେହି ଅଧିକ ପ୍ରିୟ ବ୍ୟକ୍ତିଙ୍କ ସହିତ ସାକ୍ଷାତ କରିବାର ଆଶା ରହିଛି । ।କøଣସି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରକୁ ନେଇ କାମ ଅଧାରେ ଟକିବାର ସମ୍ଭାବନା ରହିଛି ।
ମକର: ଆଜି ଆପଣଙ୍କୁ ମାନଶିକ ଶାନ୍ତି ମିଳିପାରେ । ମିଷ୍ଟ ବ୍ୟବହାରରେ ସବୁ କାମ । ଚାକିରି ତଲାସରେ ଥିବା ବ୍ୟକ୍ତିଙ୍କୁ ଶୁଭ ଖବର ମିଳିପାରେ । ମହିଳାମାନେ ପରିଧାନ ପ୍ରତି ବିଶେଷ ଧ୍ୟାନ ଦେବେ । ସକାଳୁ ଶ୍ରୀ ଗଣେଷ ଙ୍କୁ ପୁଜା କରନ୍ତୁ ଦିନଟି ମଙ୍ଗଳମୟ ରହିବ ।
କୁମ୍ଭ:ନିଜର ମନୋଭାବକୁ ନିୟନ୍ତ୍ରଣ ରଖନ୍ତୁ । ଆଜି କିଛି ନୂଆ ଶିକ୍ଷା ଲାଭ କରିବେ । ଧନୀ ବ୍ୟକ୍ତିଙ୍କ ସାହାଯ୍ୟ ପାଇବେ । କିଛି ନୂଆ ବ୍ୟବସାୟ ପାଇବେ । ଆଜି ସବୁଜ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ମାଁ ବିରଜାଙ୍କୁ ଆରାଧନା କରନ୍ତୁ ଦେଖିବେ ଦିନଟି ମଙ୍ଗଳ ମୟ ହେବ ।
ମୀନ: ଆଜି ଆପଣଙ୍କୁ ଅନ୍ୟ ମାନଙ୍କ ସାହାଯ୍ୟ ସହଯୋଗ ପାଇବେ । ଆଜି ଅପଣଙ୍କର ଓଲୋରଟାପାଲଟା ଚିନ୍ତାଧାରା ସମାପ୍ତ ହୋଇଯିବ । ଗୋଲାପି ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ଶ୍ରୀ ଜଗନ୍ନାଥଙ୍କୁ ଆରାଧନା କରନ୍ତୁ ଦେଖବେ ଦିନଟି ଶୁଭ ହେବ ।

ମତାମତ ଦିଅନ୍ତୁ

Please enter your comment!
Please enter your name here