କର୍କଟ ରାଶି ବ୍ୟକ୍ତିଙ୍କର ଆଜି ଦିନ ରହିଛି ପୂରା ଖରାପ, ଜାଣି ନିଅନ୍ତୁ ପୂରା ଖବର…..

ଭୁବନେଶ୍ୱର: ଆଜି ହେଉଛି ଶୁକ୍ରବାର | ଏହି ଦିନର କେଉଁ ରାଶିଙ୍କ ପାଇଁ ଅଛି ଶୁଭ ଓ କେଉଁ ରାଶି ପାଇଁ ଅଛି ଅଶୁଭ ଆସନ୍ତୁ ଜାଣିବା |
ମେଷ: ଏହି ରାଶିର ବ୍ୟକ୍ତିଙ୍କର ଆଜି ହସଖୁସିରେ ସମୟ ବିତାଇବେ । ଏଥିସହ ଉପହାର ମଧ୍ୟ ମିଳିବ । ସେପଟେ ଖର୍ଚ୍ଚ ମଧ୍ୟ ବଢ଼ିବାର ସମ୍ବାବନା ରହିଛି ।
ବୃଷ: ଏହି ରାଶିର ବ୍ୟକ୍ତିଙ୍କର ଆଜି ଦିନଟି ବଲ ଅଛି | ଆଜି ଆପଣଙ୍କର ନୂତନ କାର୍ଯ୍ୟରେ ଯୋଗ ଦେଇପାରନ୍ତି । ଉଚ୍ଚଅଧିକାରୀଙ୍କ ସହଯୋଗ ମିଳିବ । ପରିବାରରେ ହସଖୁସିର ପରିବେଶ ରହିବ।
ମିଥୁନ: ଆଜି ଏହି ରାଶିରଙ୍କ ଦିନଟି ବଲ ନାହିଁ | କୌଣିସି ନୂତନ କାର୍ଯ୍ୟରେ ଯୋଗ ଦିଅନ୍ତୁ ନାହିଁ । ଅଧିକ ପରିଶ୍ରମ କରିବେ । ଅଳସୁଆ ଅନୁଭବ କରିବେ ।
କର୍କଟ: ଏହି ରାଶିର ଲୋକଙ୍କର ମଧ୍ୟ ଦିନଟି ଭଲ ନାହିଁ | ଆଜି ପରିବାର ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ । କଥା ଉପରେ ନିୟନ୍ତ୍ରଣ ରଖନ୍ତୁ । ଏଥିସହ ଅନୈତିକ କାର୍ଯ୍ୟଠାରୁ ଦୂରେଇ ରୁହନ୍ତୁ ।
ସିଂହ:ଆଜି ଏହି ରାଶିର ବ୍ୟକ୍ତି ବିବାହ ସ୍ଥିର ହୋଇପାରେ । ବାଦ-ବିବାଦଠାରୁ ଦୂରେଇ ରୁହନ୍ତୁ । କୋର୍ଟ କଚେରୀ କାର୍ଯ୍ୟରେ ସଫଳତା ମିଳିବ ।
କନ୍ୟା: ସମ୍ପୃକ୍ତ ଶରୀର ମହିଳା ଫୂର୍ତ୍ତି ରହିବେ । ଶୁଭ ଖବର ଶୁଣି ପାରନ୍ତି । ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବେ। ତୁଳା: ଏହି ରାଶିର ବ୍ୟକ୍ତି ପିଲାଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ରହିବେ । ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ । ସ୍ୱାଦିଷ୍ଟ ଖାଦ୍ୟ ଖାଇପାରନ୍ତି ।
ବିଚ୍ଛା: ଏହି ରାଶିର ବ୍ୟକ୍ତି ନକାରାତ୍ମକ ଚିନ୍ତାଠାରୁ ଦୂରେଇ ରୁହନ୍ତୁ । ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସଫଳତା ପାଇବେ । ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ ।
ଧନୁ: ଏହି ରାଶିର ବ୍ୟକ୍ତି ଦୂରସ୍ଥାନକୁ ବୁଲିବାକୁ ଯାଇପାରନ୍ତି । ଭାଗ୍ୟ ବୃଦ୍ଧି ହେବ । ମାନ-ସମ୍ମାନ ମିଳିବ ।
ମକର: ଏହି ରାସିର ବ୍ୟକ୍ତି ମନୋରଞ୍ଜନ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି । ଦାମ୍ପତ୍ୟ ଜୀବନ ଖୁସିରେ କଟିବ । ଆଖିରେ ଯନ୍ତ୍ରଣା ଅନୁଭବ କରିବେ ।
କୁମ୍ଭ: ଏହି ରାଶିର ବ୍ୟକ୍ତିଙ୍କର ଦିନଟି ଭଲରେ କଟିବ । ମନ ପ୍ରସନ୍ନ ରହିବ । ଆଧ୍ୟାତ୍ମିକ ସ୍ଥାନକୁ ବୁଲାବୁଲି କରିବାକୁ ଯାଇପାରନ୍ତି ।
ମୀନ: ଏହି ରାଶିର ବ୍ୟକ୍ତିଙ୍କ ଆର୍ଥିକ ସ୍ଥିତି ଭଲ ରହିବ । ମନରେ ଏକାଗ୍ରତା ରହିବ ନାହିଁ । ଧାର୍ମିକ କାର୍ଯ୍ୟରେ ଟଙ୍କା ଖର୍ଚ୍ଚ ହୋଇପାରେ ।