You are here
Home > ଗସିପ ଖବର > ରିଏଲିଟି ଶୋ’ ବିଜେତାଙ୍କ ସେକ୍ସ ଭିଡ଼ିଓ ଭାଇରାଲ: ମୋବାଇଲରେ ଘୁରିବୁଲୁଛି ଅନ୍ତରଙ୍ଗ ଦୃଶ୍ୟ

ରିଏଲିଟି ଶୋ’ ବିଜେତାଙ୍କ ସେକ୍ସ ଭିଡ଼ିଓ ଭାଇରାଲ: ମୋବାଇଲରେ ଘୁରିବୁଲୁଛି ଅନ୍ତରଙ୍ଗ ଦୃଶ୍ୟ

ଭୁବନେଶ୍ୱର: ମୋବାଇଲରୁ ମୋବାଇଲ ଏବେ ଘୁରିବୁଲୁଛି ଏକ ଯୁବତୀଙ୍କ ସେକ୍ସ ଭିଡ଼ିଓ । ସୋସିଆଲ ମିଡ଼ିଆରେ ଏହି ସେକ୍ସ ଭିଡ଼ିଓଟି ଭାଇରାଲ ହେବାପରେ ପୋଲିସ ଲାଗି ଚିନ୍ତାର ବିଷୟ ପାଲଟିଛି । ତେବେ ଏହି ସେକ୍ସ ଭିଡ଼ିଓଟିରେ ରହିଥିବା ଯୁବତୀ ଜଣକ ଏକ ଟିଭି ରିଏଲିଟି ଶୋ’ ବିଜେତାଙ୍କର ବୋଲି ଚର୍ଚ୍ଚା ଚାଲିଛି ।

ଏହି ସେକ୍ସ ଭିଡ଼ିଓରେ ଥିବା ଯୁବତୀ ଜଣକଙ୍କ ଘର ଭଦ୍ରକ ଜିଲ୍ଲାରେ ବୋଲି ଜଣାପଡ଼ିଛି । ଏହି ଭାଇରାଲ ଭିଡ଼ିଓରେ ୧.୭ ମିନିଟର ଭିଡ଼ିଓ ଦୃଶ୍ୟ ରହିଛି । ବାହାରୁ ଏହି ଖବର ପାଇବା ପରେ ଭଦ୍ରକ ଜିଲ୍ଲା ପୋଲସର ଚିନ୍ତା ବଢିଯାଇଛି । ଏବେ କିଛିଦିନ ପୂର୍ବରୁ ଚାନ୍ଦବାଲିରେ ଏପରି ଏକ ସେକ୍ସ ଭିଡ଼ିଓ ଭାଇରାଲ ହୋଇଥିଲା । ଏହି ଭିଡ଼ିଓଟି ମଧ୍ୟ କେତେକ ଅଶ୍ଳୀଳ ସାଇଟ୍ରେ ଅପଲୋଡ଼ ହୋଇଥିଲା । ଏହି ଘଟଣା ପରେ ଏବେ ଜିଲ୍ଲାରେ ପୁଣି ଏକ ସେକ୍ସ ଭିଡ଼ିଓ ଭାଇରାଲ ଘଟଣା ପ୍ରଶାସନ ଓ ପୋଲିସର ମୁଣ୍ଡବ୍ୟଥାର କାରଣ ପାଲଟିଛି ।

Loading...
ONA

Leave a Reply

Top