ସନା ଆସିବେ କଂଗ୍ରେସ!

ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲା ଚମ୍ପୁଆର ସ୍ୱାଧୀନ ବିଧାୟକ ସନାତନ ମହାକୁଡ଼ଙ୍କୁ ନେଇ ଏବେ ରାଜନୈତିକ ଚର୍ଚ୍ଚା ଜୋରଦାର ଚାଲିଛି । ବିଶେଷ ଭାବରେ ସେ ଗଢ଼ିଥିବା ନିଜ ଦଳରୁ ଇସ୍ତଫା ଦେବା ପରେ ତାଙ୍କର ଆଗାମୀ କାର୍ଯ୍ୟକ୍ରମକୁ ନେଇ ବିଭିନ୍ନ କଥା କୁହାଯାଉଛି । ଏପରି କି ସେ ମଧ୍ୟ ରାଜନୀତି ଛାଡ଼ିବେ ନାହିଁ ବୋଲି ଏକ ଘରୋଇ ଟିଭି ଚ୍ୟାନେଲକୁ କହିଛନ୍ତି । ଏଥିରୁ ଯାହା ସୂଚନା ମିଳୁଛି ଏବଂ ଯାହା କୁହାଯାଉଛି ସେଥିରେ ସେ … Continue reading ସନା ଆସିବେ କଂଗ୍ରେସ!