ମୂକ – ବଧିର ଛାତ୍ରୀଙ୍କ ସହ ଦୁଷ୍କର୍ମ

https://www.facebook.com/nnsodia/videos/267154983995629/?t=5

ଭୋପାଳ, ପୁଣି ମଧ୍ୟପ୍ରଦେଶରେ ଏକ ଲଜ୍ୟାଜନକ ଘଟଣା ଘଟିଛି । ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ପୁଣି ଥରେ ମୂକବଧିର ଛାତ୍ରଛାତ୍ରୀମାନେ ଅନାଥ ଆଶ୍ରମର ସଞ୍ଚାଳକ ଉପରେ ଅପ୍ରାକୃତିକ କାଯ୍ୟ ସହିତ ଯୌନ ଶୋଷଣର ଅଭିଯୋଗ କରିଛନ୍ତି । ଏହି ଘଟଣା ସାମନାକୁ ଆସିବା ପରେ କଂଗ୍ରେସ ଦଳ ଅଭିଯୁକ୍ତକୁ ଶୀଘ୍ର ଧରିବାକୁ ପୋଲିସ ଥାନାକୁ ଘେରିଥିଲେ । ଏହାପରେ ପୋଲିସ ଅଭିଯୁକ୍ତଙ୍କ ନାଁ ରେ ମାମଲା ରୁଜୁ କରିଛି ।
ସୂଚନାରୁପ୍ରକାଶ, ଭୋପାଳର ବୈରାଗଢ ସ୍ଥିତ ବାକଳାଙ୍ଗ ଅନାଥ ଆଶ୍ରମର ହଷ୍ଟଲ ସଞ୍ଚାଳକ ଉପରେ ଯୌନ ଶୋଷଣର ଅଭିଯୋଗ କରିଛନ୍ତି । ଅଭିଯୁକ୍ତ ହେଉଛନ୍ତି ଏମପି ଅବସ୍ଥୀ । ଅନାଥ ଆଶ୍ରମର ୩ ଛାତ୍ରଓ ୨ ଛାତ୍ରୀ ସାମାଜିକ ନ୍ୟାୟ ବିଭାଗରେ ଅଭିଯୁକ୍ତ ହେଉଛନ୍ତି ଏମପି ଅବସ୍ଥୀଙ୍କ ନାଁରେ ଏହି ଅଭିଯୋଗ କରିଥିଲେ । ପୋଲିସ ଧାରା ୩୭୭, ୩୭୬, ୩୫୪, ୫୦୬, ୩୪ ଅନୁସାରେ ମାମଲା ରୁଜୁ କରିଛନ୍ତି ବୋଲି ସୂଚନା ମିଳିଛି ।

ମତାମତ ଦିଅନ୍ତୁ

Please enter your comment!
Please enter your name here