କୁସ୍ତିରେ ସ୍ୱର୍ଣ୍ଣ ଜିତିଲେ ରାହୁଲ: ୭୪ କେଜି କୁସ୍ତି ଫାଇନାଲରେ ସୁଶିଲ କୁମାର

1

ଗୋଲଡ଼କୋଷ୍ଟ: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଆଗି ୮ମ ଦିବସରେ ଭାରତ କୁସ୍ତିରେ ଏକ ସ୍ୱର୍ଣ୍ଣ ପଦକ ହାସଲ କରିପାରିଛି । ୫୭ କେଜି କୁସ୍ତି ଫ୍ରିଷ୍ଟାଇଲ୍ ବର୍ଗରେ ଭାରତୀୟ କୁସ୍ତିଯୋଦ୍ଧା ରାହୁଲ ଆୱାରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।
ଫାଇନାଲ ମ୍ୟାଚ୍ରେ ରାହୁଲ କାନାଡ଼ାର କୁସ୍ତିଯୋଦ୍ଧା ଷ୍ଟିଭେନ ତାକାହାସିଙ୍କୁ ୩-୧ ରେ ପରାସ୍ତ କରିଛନ୍ତି । ତେବେ ଭାରତୀୟ ରେସଲିଂ ଆଇକନ ସୁଶିଲ କୁମାର ୭୪ ବର୍ଗରେ ଫାଇନାଲକୁ ଉନ୍ନିତ ହୋଇଛନ୍ତି, ତେଣୁ ଭାରତ ଆଉ ଏକ ସ୍ୱର୍ଣ୍ଣ ପଦକର ଆଶା ରଖିଛି ସୁଶିଲ କୁମାରଙ୍କ ଠାରୁ ।

LEAVE A REPLY

Please enter your comment!
Please enter your name here