୧୨ ରେ ପାରାଦ୍ୱୀପରେ ଉଦ୍‌ଘାଟିତ ହେବ ବିଜୁ ମୈଦାନ

ଭୁବନେଶ୍ୱର: ଆସନ୍ତା ମାର୍ଚ ୫ ତାରିଖ ଠାରୁ ୧୨ ତାରିଖ ପର୍ୟ୍ୟନ୍ତ ପାରାଦୀପ ଠାରେ  ବିଜୁ ପଟ୍ଟନାୟକ ଜନ୍ମ ଶତବାର୍ଷିକ ଉଦଯାପନ ସମାରୋହ ପାଳନ କରାଯିବ । ଏହି ଅବସରରେ ବତୀଘର ନିକଟରେ ୨୫ ଏକର ପରିମିତ ଜମିରେ ବିଜୁ ମୈଦାନକୁ ଉଦଘାଟନ କରାଯିବ । ମୁଖ୍ୟମନ୍ତ୍ରୀ...

ନରସିଂହ ମିଶ୍ରଙ୍କ ବିରୋଧରେ ଜାତୀୟ ପତାକା ଅବମାନନା ଅଭିଯୋଗ

ଭୁବନେଶ୍ୱର: ବିଧାନସଭାରେ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ନାମରେ  ଜାତୀୟ ପତାକା ଅବମାନନା ଅଭିଯୋଗ ଆଣିଛନ୍ତି ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓ  । ଏ ନେଇ ସିଂହଦେଓ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।   ଆଇନ୍ ଅନୁଯାୟୀ ଜାତୀୟ ପତାକା ଗାଡିର ମଝିରେ...

ଅପହୃତ ଡାକ୍ତର ମୁକୁଳିଲେ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଆଜି ଅପହୃତ ହୋଇଥିବା ଜଣେ ଡାକ୍ତରଙ୍କୁ ଅପହରଣକାରୀ ବାଟମଙ୍ଗଳା ଛକରେ ଛାଡି ଦେଇଥିଲେ । ପୋଲିସ ତାଙ୍କୁ ସେଠାରୁ ଉଦ୍ଧାର କରିଛି । ତାଙ୍କ ନାଁ ପ୍ରଦୀପ କୁମାର ଦାସ । ସେ ଜଣେ ଶିଶୁ ରୋଗ ବିଶେଷଜ୍ଞ ।...

ବିଜେପି ବିଧାୟକଙ୍କ ହଟ୍ଟଗୋଳ,ଗୃହ ମୁଲତବୀ

ବିଜେପି ବିଧାୟକଙ୍କ ହଟ୍ଟଗୋଳ,ଗୃହ ମୁଲତବୀ ଭୁବନେଶ୍ୱର: ବିଜେଡି ବିଧାୟକ ମହେଶ ସାହୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ରୀ ମୋଦିଙ୍କୁ ଆକ୍ଷେପ କରିବା ଘଟଣାକୁ ନେଇ ଗୃହରେ ପ୍ରବଳ ହଟ୍ଟଗୋଳ ହୋଇଛି । ବିଧାୟକଙ୍କ ଅଶାଳୀନ ମନ୍ତବ୍ୟକୁ ନେଇ ବିଜେପି ବିଧାୟକମାନେ ବିରୋଧ କରିଛନ୍ତି । ଫଳରେ ଶୂନ୍ୟକାଳ କାର୍ଯ୍ୟକ୍ରମ ପୂରା ହୋଇ...

ବିଜେପି ବିଧାୟକଙ୍କ ହଟ୍ଟଗୋଳ,ଗୃହ ମୁଲତବୀ

ଭୁବନେଶ୍ୱର: ବିଜେଡି ବିଧାୟକ ମହେଶ ସାହୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ରୀ ମୋଦିଙ୍କୁ ଆକ୍ଷେପ କରିବା ଘଟଣାକୁ ନେଇ ଗୃହରେ ପ୍ରବଳ ହଟ୍ଟଗୋଳ ହୋଇଛି । ବିଧାୟକଙ୍କ ଅଶାଳୀନ ମନ୍ତବ୍ୟକୁ ନେଇ ବିଜେପି ବିଧାୟକମାନେ ବିରୋଧ କରିଛନ୍ତି । ଫଳରେ ଶୂନ୍ୟକାଳ କାର୍ଯ୍ୟକ୍ରମ ପୂରା ହୋଇ ପାରି ନଥିଲା କି...

ରାୟଗଡା ଜିଲ୍ଲା ପରିଷଦ ରାମ୍ ଭରୋସେ

ରାୟଗଡ଼ା: ଓଡିଶାର ୪ଟି ଜିଲ୍ଲା ପରିଷଦର ଅଧ୍ୟକ୍ଷ ପଦକୁ ନେଇ ଭାରି ଗୋଳମାଳ । କୌଣସି ନିର୍ଦ୍ଧିଷ୍ଟ ଦଳକୁ ବହୁମତ ମିଳିନି ୪ଟି ଉପାନ୍ତ ଜିଲ୍ଲା କନ୍ଧମାଳ, ରାୟଗଡା, ନବରଙ୍ଗପୁର ଓ ସୁନ୍ଦରଗଡରେ । ତେବେ ରାୟଗଡା ଜିଲ୍ଲାର ସ୍ଥିତି ଭାରି ରୋଚକ । ୨୨ଟି ଜିଲ୍ଲା...

ପରିପକ୍ୱ ନୁହନ୍ତି ଯୁବରାଜ

କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧି । ରାଜନୀତିର ଅ...ଆ ଭଲ ଭାବରେ ପଢି ନାହାନ୍ତି । ବାଚଳାମୀ ଯାଇନି । ରାଜନୀତିରେ ଏଯାଏଁ ପରିପକ୍ୱ ହୋଇ ନାହାନ୍ତି । ବହୁ ସମୟରେ ତାଙ୍କର ବୟାନ ଓ ଭାଷଣବାଜିକୁ ନେଇ ବିରୋଧୀ ଏମିତି ଢଙ୍ଗରେ ତାତ୍ସଲ୍ୟ କରି କାଉଣ୍ଟର...

ଗଡ ବଞ୍ଚାଇପାରିଲେନି

ଘଟଗାଁ: ଦୀର୍ଘ ଦିନର ହଟଚମଟ ପରେ ସାରା ରାଜ୍ୟରେ ସରିଲା ପଂଚାୟତ ନିର୍ବାଚନ  । ବେସରକାରୀ ଫଳାଫଳ ଅନୁସାରେ ବିଜେଡି ଏକ ନମ୍ବର ସ୍ଥାନ ଅକ୍ତିଆର କରିଥିବା ବେଳେ ତିନି ନମ୍ବରରୁ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛି ବିଜେପି । କଂଗ୍ରେସ ଏକ ପ୍ରକାର ତଳିତଳାନ୍ତ ହୋଇଯାଇଛି...

ଅନ୍ତିମ ସଂସ୍କାର

ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର । ଭାରତ ସମ୍ବିଧାନ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ସମାନ ଅଧିକାର ପ୍ରଦାନ କରିଛି । ପ୍ରାଚୀନ ଯୁଗରେ ରାଜାନୁଗତ ଧର୍ମ ପ୍ରଚଳିତ ଥିଲା । କିନ୍ତୁ ସ୍ୱାଧୀନତା ପରେ ଦେଶରେ ଗଣତନ୍ତ୍ର ଶାସନ ·ଲିଛି । ଭୋଟ ମାଧ୍ୟମରେ...

କାହିଁକି ବାହା ବାହା

 ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି । ସରକାରୀ ଗଣତି ସରି ଫଳାଫଳ ପଦାକୁ ଆସିଛି । ଏଥରର ନିର୍ବାଚନ ମୋଟାମୋଟି ଶାନ୍ତିପୂର୍ଣ୍ଣଭାବେ ସରିଥିବା କହୁଛନ୍ତି କମିଶନ । ହେଲେ ବାସ୍ତବ ସ୍ଥିତି କଣ ତାହା ଅନେକଙ୍କୁ ଭଲ ଭାବରେ ଜଣା । ଏଥର ନିର୍ବାଚନ ଏତେ...