ମହାନଦୀ ପାଣି ଲଢ଼େଇ- କୋର୍ଟ ଯିବ ଓଡ଼ିଶା, ସଂଗ୍ରହ ହେବ ଦସ୍ତଖତ

ଭୁବନେଶ୍ବର: ମହାନଦୀରେ ଛତିଶଗଡ଼ ବ୍ୟାରେଜ ନିର୍ମାଣ ପ୍ରସଙ୍ଗରେ ବିଜେଡିର ଏବେ କଡ଼ା ଆଭିମୁଖ୍ୟ ଗ୍ରହଣ କରିବାକୁ ଯାଉଛି । ଦଳ ପକ୍ଷରୁ ଦ୍ବିତୀୟ ପର୍ୟ୍ୟାୟରେ ମହାନଦୀ ପାଇଁ ମହାସଂଗ୍ରାମ ଲାଗି ଦଳ ଦେଇଛି ଆହ୍ବାନ । ଏଥିପାଇଁ ଓଡିଶାବାସୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲାଗି ନଭେମ୍ବର...

ପିଲାଙ୍କ ମନରେ ସଙ୍କୋଚ

ଛୋଟ ପିଲାଙ୍କ ମନରେ ସଙ୍କୋଚ ଓ ଲାଜ ଅନେକ କାରଣରୁ ଆସିଥାଏ । ଅନେକ ସମୟରେ ଦେଖାଯାଏ, ଦୁଇଜଣ ଭାଇଙ୍କ ମଧ୍ୟରେ ଜଣେ ବହୁତ ଚଞ୍ଚଳ ହୋଇଥିବା ବେଳେ ଅନ୍ୟ ଜଣେ ଲାଜକୁଳା ସ୍ୱଭାବର ହୋଇଥାଏ । ଛୋଟ ପିଲାଙ୍କୁ ଘରେ ଯେପରି ବ୍ୟବହାର କରାଯାଏ, ତାର...

ଗର୍ଭାଶୟରେ ଟୁ୍ୟମର ଓ ନିରାକରଣ

ମହିଳାମାନଙ୍କ ଗର୍ଭାଶୟରେ ଟ୍ୁ୍ୟମର ହେବା ଏକ ସାଧାରଣ କଥା । ଆମ ଭିତରୁ ଅନେକ ମହିଳା ଅଛନ୍ତି ଯେଉଁମାନେ ଏହି ରୋଗର ଶିକାର ହୋଇଥାଆନ୍ତି । ଗର୍ଭାଶୟ ଭିତରେ ଏବଂ ବାହାରେ ମାଂସ ପିଣ୍ଡୁଳା ଭଳି ଏକ ଅଂଶ ବଢିବାକୁ ଟୁ୍ୟମର କୁହାଯାଏ । ଏହା ଶରୀରକୁ...

ପର୍ୟ୍ୟଟକଙ୍କ ନିମନ୍ତେ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

ବାରିପଦା : ପର୍ୟ୍ୟଟକଙ୍କ ନିମନ୍ତେ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ ।  ଶିମିଳିପାଳ ବ୍ୟାଘ୍ର ସରଂକ୍ଷଣ ପ୍ରକଳ୍ପର ଉପ-କ୍ଷେତ୍ର ନିର୍ଦ୍ଦେଶକ ଅଜିତ କୁମାର ଶତପଥୀ ସୂଚନା ଦେଇଛନ୍ତି। ଦୀର୍ଘଦିନର ଅପେକ୍ଷା ପରେ ଚଳିତ ମାସ ୧ ତାରିଖରୁ ପର୍ୟ୍ୟଟକଙ୍କ ପାଇଁ ଖୋଲିଥିବା ଶିମିଳିପାଳ ଜାତୀୟ ଉଦ୍ୟାନ ପ୍ରବଳ ବର୍ଷା...

ବରିଷ୍ଠ କଂଗ୍ରେସ ନେତା ଲୁଲୁ ମହାପାତ୍ରଙ୍କ ଦେହାନ୍ତ

ଭୁବନେଶ୍ୱର:ବରିଷ୍ଠ କଂଗ୍ରେସ ନେତା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର (ଲୁଲୁ ମହାପାତ୍ର)ଙ୍କ ଦେହାନ୍ତ ହୋଇଛି  । ଗୁରୁଗାଓଁ ସ୍ଥିତ ମେଦାନ୍ତ ହସ୍ପିଟାଲରେ ପରଲୋକ ହୋଇଯାଇଛି। ରାତି ୧୦ଟା ୨୫ମିନିଟ ସମୟରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ହୋଇଥିଲା। ସେ ଦୀର୍ଘଦିନ...

ବରିଷ୍ଠ କଂଗ୍ରେସ ନେତା ଲୁଲୁ ମହାପାତ୍ରଙ୍କ ଦେହାନ୍ତ

ଭୁବନେଶ୍ୱର:ବରିଷ୍ଠ କଂଗ୍ରେସ ନେତା ଲଲାଟେନ୍ଦୁ ମହାପାତ୍ର (ଲୁଲୁ ମହାପାତ୍ର)ଙ୍କ ଦେହାନ୍ତ ହୋଇଛି  । ଦିଲ୍ଲୀର ଗୁରୁଗ୍ରାମ ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି  । ବ୍ରହ୍ମଗିରିର ପୂର୍ବତନ ବିଧାୟକ ଥିଲେ ଲୁଲୁ ମହାପାତ୍ର  ।

ସୁନ୍ଦରଗଡ଼:ଭିଜିଲାନ୍ସ ଜାଲରେ କୋଟିପତି ଜେଲର୍

ସୁନ୍ଦରଗଡ଼: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ସୁନ୍ଦରଗଡ଼ ଜେଲର୍‌ ସୟଦ ସାହିରୁଦ୍ଦିନ ଅହମ୍ମଦଙ୍କ ଘର ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ସୁନ୍ଦରଗଡ଼ ଜେଲ୍‌ର ଏକ ଗେଷ୍ଟ୍ ହାଉସ୍‌ ସହିତ ଭୁବନେଶ୍ୱରର ସାମନ୍ତ ବିହାର ସ୍ଥିତ ପ୍ଲଟ୍‌ ନମ୍ବର ଏମ୍/୧୪ ଓ...

ମୋଦିଙ୍କ ପାଇଁ ନବୀନଙ୍କ ଓକିଲାତି : ପ୍ରଧାନମନ୍ତ୍ରୀଙ୍କୁ ଅଧିକ ସମୟ ଦିଅ

ଭୁବନେଶ୍ୱର:  ‘ଦି ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ’ର ଲିଟେରାରୀ ଫେଷ୍ଟିଭାଲ ଓଡିଶା ରାଜନୀତିରେ ଚହଳ ସୃଷ୍ଟି କରିଛି  । ରାଜନୈତିକ ମତବାଦକୁ ଭୁଲି ବ୍ୟକ୍ତିଗତ ସ୍ତରରେ ନେତା ନିଜର ଘୋର ବିରୋଧୀଙ୍କୁ ପ୍ରଶଂସା କରିବାରେ ହେଳା କରିନାହାନ୍ତି  । କାର୍ଯ୍ୟକ୍ରମର ପ୍ରଥମ ଦିନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ...

ମାଲକାନଗିରି ଜିଲ୍ଲାରେ ଏନ୍‌ସେଫାଲାଇଟିସ୍‌ ମୃତ୍ୟୁ ସଂଖ୍ୟା ୯୦କୁ ବୃଦ୍ଧି,ଖୋଜୁଛି ୧୨ ଜଣିଆ କେନ୍ଦ୍ରୀୟ ଟିମ୍‌

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ଥମିବାର ନାଁ ଧରୁନି। ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୩ ଶିଶୁଙ୍କ ମୃତ୍ୟୁ ଘଟିଛି। ମୃତ ଶିଶୁମାନେ ହେଲେ କୋରକୋଣ୍ଡା ବ୍ଲକ ଚିତାପାରି ଗାଁର ଦେବୀକା ପୂଜାରୀ, କୁଡୁମୁଲୁଗୁମ୍ମା ବ୍ଲକ କଣ୍ଡେଲର ଗାଁର ଶାଲିନୀ ଖରା ଓ ପଡ଼ିଆ ବ୍ଲକର...

ରାଜ୍ୟର ୪ଟି ସହରରେ ଏସ୍‌ଟିପିଆଇ କେନ୍ଦ୍ର ଖୋଲିବାକୁ ଏମଓୟୁ ସ୍ୱାକ୍ଷର

ଭୁବନେଶ୍ୱର: ଓଡ଼ିଶାରେ ଅନୁଗୋଳ, ଯାଜପୁର, ଜୟପୁର ଓ ସମ୍ୱଲପୁର ୪ଟି ସହରରେ ଖୋଲାଯିବ ସପ୍ଟୱେୟାର ଟେକ୍ନୋଲୋଜି ପାର୍କ ଅଫ୍‌ ଇଣ୍ଡିଆ(ଏସ୍‌ଟିପିଆଇ) କେନ୍ଦ୍ର । ଏଥିପାଇଁ ରାଜ୍ୟ ସରକାର ଏସ୍‌ଟିପିଆଇ ସହିତ ଏମ୍‌ଓୟୁ ସ୍ୱାକ୍ଷର କରିଛନ୍ତି। ରାଜ୍ୟ ସରକାର ଏହି କେନ୍ଦ୍ର ଲାଗି ୨୦ ହଜାର ସ୍କୋୟାର ଫୁଟ ଲେଖାଏ...