+୩ ନାମ ଲେଖା: ଗୁରୁବାର ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ

ଭୁବନେଶ୍ୱର: ରାଜ୍ୟର ସମସ୍ତ +୩ ଡିଗ୍ରୀ କଲେଜରେ ନାମ ଲେଖାଇବା ପାଇଁ ଗୁରୁବାର ପ୍ରକାଶ ପାଇବ ପ୍ରଥମ ପର୍ଯ୍ୟାୟ କଟଅଫ୍ ମାର୍କ ତାଲିକା । ପୂର୍ବରୁ ଏହା ୨୮ରେ ପ୍ରକାଶ ପାଇବ ବୋଲି ଘୋଷଣା ହୋଇଥିଲା । ମାତ୍ର ଏହାକୁ ଆଉ ଗୋଟିଏ ଦିନ ଘୁଞ୍ଚାଇ ଦିଆଯାଇଛି...

ରାଷ୍ଟ୍ରପତି ନିର୍ବାଚନ: ପ୍ରାର୍ଥୀପତ୍ର ଦାଖଲ କଲେ ମୀରା କୁମାର

ନୂଆଦିଲ୍ଲୀ: ବୁଧବାର କଂଗ୍ରେସର ରାଷ୍ଟ୍ରପତି ପ୍ରାର୍ଥ ମୀରା କୁମାର ନାମାଙ୍କନପତ୍ର ଦାଖଲ କରିଛନ୍ତି । ପୂର୍ବାହ୍ନ ସାଢ଼େ ୧୧ଟାରେ ସେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଲୋକସଭା ସଚିବାଳୟର ସେକ୍ରେଟାରୀ ଜେନେରାଲ ତଥା ରିଟର୍ଣ୍ଣି ଅଫିସର ଅନୁପ ମିଶ୍ରଙ୍କ ସଂସଦ ଭବନରେ ଥିବା ୧୮ ନମ୍ବର ପ୍ରକୋଷ୍ଠରେ...

ରାଜ୍ୟସଭା ପ୍ରାର୍ଥୀ: ଶପଥ ନେଲେ ପ୍ରତାପ

ଭୁବନେଶ୍ୱର: ଓଡ଼ିଶାରେ ଖାଲିଥିବା ଗୋଟିଏ ରାଜ୍ୟସଭା ଆସନ ଲାଗି ବିଜେଡି ପ୍ରାର୍ଥୀ ପ୍ରତାପ ଦେବ ବୁଧବାର ଶପଥ ନେଇଛନ୍ତି । ପ୍ରତାପ ଦେବ ଶପଥ ନେବା  ବେଳେ ଉପ ରାଷ୍ଟ୍ରପତି ହମିଦ୍ ଅନସାରୀଙ୍କ ସହ ଅରୁଣ ଜେଟଲୀଙ୍କ ଓ ଅନ୍ୟ ମନ୍ତ୍ରୀମାନେ ଉପସ୍ଥିତ ଥିଲେ  । ପ୍ରତାପ...

ଖୋଲିଲା କଲମା ବ୍ୟାରେଜର ୭ ଗୋଟ୍

ଭୁବନେଶ୍ୱର: ବର୍ଷା ଜଳ ନିଷ୍କାସନ ପାଇଁ ମଙ୍ଗଳବାର ଛତିଶଗଡ ସରକାର ମହାନଦୀ ଉପର ମୁଣ୍ଡରେ କରିଥିବା କଲମା ବ୍ୟାରେଜର ୭ଟି ଖୋଲିଛନ୍ତି  । ଫଳରେ ଜଳଭଣ୍ଡାରରୁ ପ୍ରତି ସେକେଣ୍ଡରେ ୧୪୦୦ କୁ୍ୟସେକ୍ ଜଳ ନିଷ୍କାସିତ ହେଉଛି । ଛତିଶଗଡ ଜଳ ଛାଡିବା ନେଇ ସୂଚନା ଦେଇଛନ୍ତି ସିଡବ୍ଲୁ୍ୟସିର...

ଗର୍ଭଗୃହ ସୁରକ୍ଷିତ

ପୁରୀ: ଶ୍ରୀମନ୍ଦିରର ଗର୍ଭଗୃହ ଅନୁଧ୍ୟାନ କରିଛି ବୈଷୟିକ କମିଟି । କମିଟି ଅନୁଧ୍ୟାନ କରିବା ପରେ ଗର୍ଭଗୃହ ସୁରକ୍ଷିତ ଥିବା ସୂଚନା ଦେଇଛି । କେବଳ ବାୟୁ ନିଷ୍କାସନରେ ସମସ୍ୟା ରହିଛି । ଯାହାକୁ କି ଆମ ସ୍ୱତନ୍ତ୍ର କମିଟି ଅନୁଧ୍ୟାନ  କରିବ  । ଜଗମୋହନ ମରାମତି...

ନିଆଳିରେ ଅଜଣା ଜନ୍ତୁ ଅତଙ୍କ: ଜଗିବ ସିସିଟିଭି, ଲାଗିଲା ଜନ୍ତା

କଟକ: ନିଆଳିରେ ମେଣ୍ଢା ମୃତୁ୍ୟ ଘଟଣାରେ ଆତଙ୍କ ସୃଷ୍ଟି କରିଥିବା ଜନ୍ତୁକୁ ଧରିବା ପାଇଁ ବନବିଭାଗ ଜୋରଦାର ପ୍ରସ୍ତୁତି କରିଛି । ଜନ୍ତୁକୁ ଠାବ କରିବା ପାଇଁ  ÷ ଆସନ୍ତା ଦୁଇ ଦିନ ମଧ୍ୟରେ ୫ଟି ସିସିଟିଭି ଲଗାଯିବା । ମେଣ୍ଢା ରହୁଥିବା ଜାଗାରେ ଲାଇଟ୍ ଜଳାଇ...

ସଭାପତିଙ୍କ ନିଷ୍ପତ୍ତିକୁ ସବୁ ମାନିବେ: ଭର୍ତ୍ତୁହରି

ଭୁବନେଶ୍ୱର: ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ରାମନାଥ କୋଭିନ୍ଦ ଓ ୟୁପିଏ ପ୍ରାର୍ଥୀ ମୀରା କୁମାରଙ୍କ ମଧ୍ୟରେ ରାଇସିନା ହିଲ ଦଖଲ ପାଇଁ ମୁକାବିଲା ହେବ । କିନ୍ତୁ ସଂଖ୍ୟା ଦୃଷ୍ଟିରୁ ରାମନାଥ କୋବିନ୍ଦ ମୀରା କୁମାରଙ୍କଠୁ ଯଥେଷ୍ଟ ଆଗରେ ଅଛନ୍ତି  । ଏନଡିଏ ରାମନାଥଙ୍କୁ ପ୍ରାର୍ଥୀ...

ଦିଲ୍ଲୀରେ ଓଡ଼ିଶାର ୬ କଂଗ୍ରେସ ବିଧାୟକ

ଭୁବନେଶ୍ୱର: ରାଜ୍ୟରେ କଂଗ୍ରେସର ସ୍ଥିତି ବେଳକୁ ବେଳ ଦୁର୍ବଳ ହେବାରେ  ଲାଗିଛି । ଏପରି ସ୍ଥିତିରେ ଏହାକୁ ସଜାଡିବା ପାଇଁ ଦିଲ୍ଲୀରୁ ଡାକରା ଆସିଛି ରାଜ୍ୟ କଂଗ୍ରେସକୁ । ହାଇକମାଣ୍ଡଙ୍କ ଡାକରା ପାଇ ଆଜି ରାଜ୍ୟ କଂଗ୍ରେସର ୬ଜଣ ବିଧାୟକ ଦିଲ୍ଲୀ ଗସ୍ତ କରିଛନ୍ତି । ବିଧାୟକ...

ମେଣ୍ଢାଙ୍କୁ ମାରୁଛି ହେଟା: ଦାମ ରାଉତ

ଭୁବନେଶ୍ୱର: କଟକ ନିଆଳି ଅଞ୍ଚଳରେ ବହୁରୂପୀ ଜୀବ ମେଣ୍ଢା ମାରୁଥିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଦାମୋଦର ରାଉତ  ।  ମେଣ୍ଢା ମଡକ ଘଟଣାରେ ଦାମ କହିଛନ୍ତି, ସୋସିଆଲ ମିଡିଆରେ ଯେଉଁ ବହୁରୂପୀ ଜୀବର ଫଟୋ ଭାଇରାଲ ହୋଇଛି ତାହା କେବଳ...

ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ୩ ରଥ

♦ ଅନୁଧ୍ୟାନ ହେବ ଗର୍ଭଗୃହ, ନାଟମଣ୍ଡପ ପୁରୀ: ଗୁଣ୍ଡିଚାମନ୍ଦିର ସମ୍ମୁଖରେ ପହଞ୍ଚିଲା ତିନି ରଥ । ବର୍ଷା ସତ୍ତ୍ୱେ ହଜାର ହଜାର ଶ୍ରଦ୍ଧାଳୁ ତିନି ରଥକୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଟାଣି ଟାଣି ଆଣିଛନ୍ତି । ପ୍ରଥମେ ବଡଭାଇ ବଳଭଦ୍ରଙ୍କ ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଥିଲା ।...