ବୈଜୟନ୍ତଙ୍କୁ ଅଣ୍ଡା ମାଡ

-ପଦାରେ ପଡିଲା ଗୋଷ୍ଠୀ କନ୍ଦଳ ମାହାଙ୍ଗା: ଦୀର୍ଘ ଦିନ ଧରି ବିଜେଡିରେ ଚାଲୁଥିବା ଗୋଷ୍ଠୀ କନ୍ଦଳ ଏବେ ପଦାରେ ପଡିଛି । ପାଣି ଟାଙ୍କି ଉଦଘାଟନ କରି ଫେରୁଥିବା ବେଳେ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ବିଜେଡି ପକ୍ଷରୁ ଅଣ୍ଡା ଓ ଚପଲ ମାଡ କରାଯିବା ଘଟଣା ଦଳର ଅର୍ନ୍ତଦ୍ୱନ୍ଦ୍ୱକୁ...

ନବୀନଙ୍କ ଇଶାରା

ମୁହଁ ଖୋଲିଲେ  ବିଜେପି ବିଧାୟକ । ମୋହର ମାରିଲେ ମଖ୍ୟମନ୍ତ୍ରୀ । ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁକୁ ନିର୍ମାଣକୁ ନେଇ ଏମିତି ଏବେ ଚର୍ଚ୍ଚା । ପୋଲ ନିର୍ମାଣକୁ ନେଇ ନିଜ ଦଳର ପ୍ରଧାନମନ୍ତ୍ରୀଙ୍କୁ ବାର ବାର ସମାଲୋଚନା କରୁଛନ୍ତି ରାଉରକେଲା ବିଧାୟକ ଦିଲ୍ଲୀପ ରାୟ...

ପିଲାଙ୍କ ଠାରେ ଡାଇବେଟିସ୍

ଡାଇବେଟିସ୍୍ ଏକ ଜଟିଳ ଶାରୀରିକ ଅବ୍ୟବସ୍ଥା । ଏହା ଇନସୁଲିନ ହରମୋନ ଅଭାବରୁ ବା ଇନସୁଲିନର କାର୍ଯ୍ୟକାରୀ କ୍ଷମତା କମିବା ହେତୁ ହୋଇଥାଏ । ଏହି ରୋଗରେ ଗ୍ଲୁକୋଜ ଓ ଅନ୍ୟ ଶକ୍ତିଦାୟୀ ଜୈବ ଜାଳେଣିର ଉପଯୋଗ ଠିକ୍୍ ଭାବେ ହୋଇପାରେ ନାହିଁ । ଏଥିରେ ଅନେକ...

ପୁଣି ବଦଳିବ ରଣଜୀ ଟ୍ରଫି ଫର୍ମାଟ୍!

ବିସିସିଆଇର ସର୍ବବୃହତ୍ ଘରୋଇ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ରଣଜୀ ଟ୍ରଫିର ଢାଞ୍ଚା ବଦଳିବ । ଗୋଟିଏ ବର୍ଷର ନିରପେକ୍ଷ ଭେନୁ୍ୟ ଫର୍ମାଟ ପ୍ରୟୋଗ କରାଯାଇଥିଲା । ହେଲେ ଏହାର ସଫଳ ରୂପାୟନ ହୋଇପାରି ନାହିଁ । ପୂର୍ବ ଘରୋଇ ଓ ପ୍ରତିପକ୍ଷ ଦଳର ଘରୋଇ ଭେନୁ୍ୟ ଫର୍ମାଟ୍କୁ ଫେରିଯିବା...

ଜାହିର୍ଙ୍କ ନୂଆ ଇନିଂସ୍

କ୍ରିକେଟରୁ ଅବସର ନେଇ ସାରିଥିବା ଭାରତୀୟ କି୍ରକେଟ୍ ଦଳର ପୂର୍ବତନ ଦ୍ରୁତ ବୋଲର୍ ଜାହିର୍ ଖାନ୍ ଖୁବ ଶୀଘ୍ର ଜୀବନର ଦ୍ୱିତୀୟ ଇନିଂସ୍ ଆରମ୍ଭ କରିବାକୁ ଯାଉଛନ୍ତି  । ଜୀବନସାଥୀ ଭାବେ ଅଭିନେତ୍ରୀ ସାଗରିକା ଘାଟ୍ଗେଙ୍କୁ ଚୟନ କରିଛନ୍ତି ଜାହିର । ଇତିମଧ୍ୟରେ ଉଭୟଙ୍କ ନିର୍ବନ୍ଧ ସମ୍ପନ୍ନ...

ବିଦା ହେବେ କୁମ୍ବଲେ

ଭୁବନେଶ୍ୱର: ବିଦା ହେବେ ଟିମ୍ ଇଣ୍ଡିଆର ସଫଳ କୋଚ୍ ଅନୀଲ କୁମ୍ବଲେ । ଖେଳାଳିଙ୍କ ବାର୍ଷିକ ଅନୁଦାନ ଓ ନିଜ ପ୍ରାପ୍ୟ ପାଇଁ ଆକ୍ରାମକ ଆଭିମୁଖ୍ୟ କୁମ୍ବଲେଙ୍କ ପାଇଁ ବୁମେରାଂ ସାବ୍ୟସ୍ଥ ହୋଇଛି । ମେନ୍ ଇନ୍ ବ୍ଲୁ କୁ ବର୍ଷକ ମଧ୍ୟରେ ଯଥାସାଧ୍ୟ ସଫଳତା ଦେଇଥିଲେ...

ନିସ୍ତେଜ ତ୍ୱଚାକୁ କରନ୍ତୁ ସତେଜ

ଆମ ତ୍ୱଚାରେ ନିରନ୍ତର ନୂଆ କୋଷିକା ଉତ୍ପନ୍ନ ହୁଏ ଓ ପୁରୁଣା କୋଷିକା ବାହାରିଯାଏ । ପୁରୁଣା କୋଷିକା ପରିଷ୍କାର ହେଲେ ସେହି ସ୍ଥାନରେ ନୂଆ କୋଷିକା ସୃଷ୍ଟି ହୁଏ । ଯଦି ଏହି ପୁରୁଣା କୋଷିକା ଯାହାକୁ ଆମେ ଡେଡ୍୍ ସେଲ୍ସ ବୋଲି କହିଥାଉ, ଠିକ...

ବାପା ଯେବେ ପିଲା ଥିଲେ

ବାପା ଡାକ୍ତରଙ୍କୁ କାମୁଡ଼ି ଦେଲେ ୟବାପା ଯେତେବେଳେ ଛୋଟ ଥିଲେ ତାଙ୍କୁ ପ୍ରାୟ ସବୁବେଳେ ଥଣ୍ଡା ଧରୁଥିଲା । ସେ କାଶୁଥିଲେ, ଛିଙ୍କୁଥିଲେ । କେବେ ଗଳା ଦଋକ୍ସ ହୋଇଯାଉଥିଲା ତ କେବେ କାନ ବିନ୍ଧୁଥିଲା । ଦିନେ ତାଙ୍କୁ ତାଙ୍କ ବାପା ମାଆ ଡାକ୍ତରଙ୍କ ପାଖକୁ ନେଇଗଲେ...

ଦି ଗେଷ୍ଟ ହାଉସ୍୍

ଖୁବଶୀଘ୍ର ବଡ ପରଦାକୁ ଆସିବ ଓଡିଆ ଫିଲ୍ମ ଦି ଗେଷ୍ଟ ହାଉସ୍୍ । ଆଉ ଏହି ଫିଲ୍ମରେ ଓଲିଉଡର ବରିଷ୍ଠ ଅଭିନେତା ଅସୀତ ପତିଙ୍କୁ ଭିନ୍ନ ଭିନ୍ନ ଗେଟଅପରେ ଦେଖିବାକୁ ମିଳିବ । ଖାସକରି ଜଣେ ଗେଷ୍ଟ୍ ହାଉସର କେୟାର ଟେକର୍୍ ଚରିତ୍ର ରଘୁକୁ ନେଇ ବେଶ...

ବୃଦ୍ଧା ଭୂମିକାରେ କଙ୍ଗନା

ବଲିଉଡର କ୍ୱିନ  କଙ୍ଗନା ରଣାବତ । ରୋମାଣ୍ଟିକ୍, ସିରିୟସ, କମେଡି ସବୁ ରୋଲରେ ନିଜକୁ ଫିଟ କରି ଦିଅନ୍ତି । ଫିଲ୍ମ କ୍ୱିନରେ ତାଙ୍କର ଦମଦାର ଆକ୍ଟି ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା । ତେବେ କଙ୍ଗନା ଏବେ ଆଉ ଏକ ଅବତାରରେ ନଜର ଆସିବେ ।...