ନବୀନ-ମାନେକା ଭେଟଘଟ : ଅଙ୍ଗନୱାଡି କର୍ମୀଙ୍କ ଭତ୍ତା ବଢ଼ାଅ

ନୂଆଦିଲ୍ଲୀ: ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଓଡ଼ିଶା ଭବନରେ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ମାନେକା ଗାନ୍ଧିଙ୍କୁ ଭେଟିଛନ୍ତି । ଉଭୟଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା ।  ବିଶେଷ କରି ରାଜ୍ୟରେ ଅପପୃଷ୍ଟି ନିରାକରଣ ଏବଂ ମହିଳା...

ବ୍ରାହ୍ମରୀ ସେତୁ ଶିଳାନ୍ୟାସ: ସରିବ ୨ବର୍ଷରେ କାମ

♦ ପାରାଦୀପ ହେବ ସ୍ମାର୍ଟ ବନ୍ଦର ଓ ସିଟି ରାଉରକେଲା: ରାଉରକେଲାରେ ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁ କାମ ୨ବର୍ଷରେ ଶେଷ ହେବ । ସେତୁ କାମ ବିଳମ୍ବ ପାଇଁ ୟୁପିଏ ସରକାର ଦାୟୀ । ଆଜି ପ୍ରସ୍ତାବିତ ଦ୍ୱିତୀୟ ସେତୁର ଶିଳାନ୍ୟାସ କରିବା ଅବସରରେ ଏହା...

୨୪ରୁ ପୁଣି ବର୍ଷା

ଭୁବନେଶ୍ୱର: ସପ୍ତାହେ ଧରି ରାଜ୍ୟରେ ଲଗାଣ ବର୍ଷା ଲାଗି ରହିଥିଲା । ଲଘୁଚାପ ପ୍ରଭାବ କମିବା ସହ ବର୍ଷାର ପରିମାଣ ମଧ୍ୟ କମିଛି । କିନ୍ତୁ ୨୪ରୁ ପୁଣି ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ପଞ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ୨୪ରୁ ଏକ...

ଅଭିନନ୍ଦନ ଜଣାଇଲେ ନବୀନ

ଭୁବନେଶ୍ୱର: ନବ ନିର୍ବାଚିତ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି। ଦେଶର ୧୪ତମ ରାଷ୍ଟ୍ରପତି ନିର୍ବାଚନରେ ରାମନାଥ କୋବିନ୍ଦ ୭,୦୨,୦୪୪ ଖଣ୍ଡ (୬୬ପ୍ରତିଶତ) ଭୋଟ ପାଇ ନିର୍ବାଚିତ  ହେବା ପରେ ନବୀନ ପଟ୍ଟନାୟକ ଟୁଇଟର ଜରିଆରେ ଅଭିନନ୍ଦନ ଜଣାଇଛନ୍ତି। ସୂଚନାଯୋଗ୍ୟ, ରାମନାଥଙ୍କୁ ଏନ୍‌ଡିଏ ତରଫରୁ...

ଜିତିଲେ ରାମନାଥ

ନୂଆଦିଳ୍ଲୀ: ଭାରତର ୧୪ତମ ରାଷ୍ଟ୍ରପତି ହୋଇଛନ୍ତି ରାମନାଥ କୋବିନ୍ଦ। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱି ମୀରା କୁମାରଙ୍କୁ ୩ ଲକ୍ଷ ୩୪ ହଜାର ୭୩୦ ଖଣ୍ଡ ଭୋଟ୍‌ ବ୍ୟବଧାନରେ ପରାସ୍ତ କରିଛନ୍ତି। ରାମନାଥଙ୍କୁ ୭ ଲକ୍ଷ ୨ ହଜାର ୪୪ ଖଣ୍ଡ ଭୋଟ୍‌ ମିଳିଥିବା ବେଳେ ମୀରା...

୬ ମାସରେ ୫ଥର ଦଳିତ ଘରେ ଭୋଜନ କଲେଣି ଶାହା

ନୂଆଦିଲ୍ଲୀ: ଆଗାମୀ ନିର୍ବାଚନ ପାଇଁ ଅଣ୍ଟା ଭିଡି ପ୍ରସ୍ତୁତି ଆରମ୍ଭ କରି ସାରିଲାଣି ବିଜେପି । ଅଧ୍ୟକ୍ଷ ଅମିତ ଶାହା ତିନି ଦିନିଆ ଜୟପୁର ଗସ୍ତରେ ଯାଉଛନ୍ତି । ଶ୍ରୀ ଶାହାଙ୍କ ସ୍ୱାଗତ ପାଇଁ ବସୁନ୍ଧରା ସରକାର ଜୋରଦାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଏଠାରେ...

କୋବିନ୍ଦ ୧୪ତମ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଦେଶର ୧୪ତମ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ଏନଡିଏ’ ପ୍ରାର୍ଥୀ ରାମନାଥ କୋବିନ୍ଦ । ଆଉ ସେ ଖୁବଶୀଘ୍ର ପ୍ରବେଶ କରିବେ ରାମସିନା ହିଲ ଭବନରେ । ରାଷ୍ଟ୍ରପତି ନିର୍ବାଚନ ପାଇଁ ଗତ ୧୭ ତାରିଖ ଭୋଟ୍ ହୋଇଥିଲା । ବାଲାଟ ବକ୍ସରେ ବନ୍ଦ ଥିବା ମତଦାନର...

ଭିଲାରେଙ୍କ ପରଲୋକ

ପୁନେ: ଏକ ହତ୍ୟା ଉଦ୍ୟମରୁ ମହାତ୍ମା ଗାନ୍ଧିଙ୍କୁ ରକ୍ଷା କରିଥିବା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଭିକୁ ଦାଜି ଭିଲାରେଙ୍କ ବୁଧବାର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ହୋଇଥିଲା। ଭିଲାରେଙ୍କ ମୃତ ଦେହକୁ ନିଜ ପୈତୃକ ଗ୍ରାମ ଭିଲାରରେ ଶେଷ କୃତ୍ୟ କରାଯାଇଛି। ଭିଲାରେ...

ଲାଞ୍ଚୁଆ ସାବଧାନ: ଜାରି ହେଲା ସ୍ୱତନ୍ତ୍ର ନମ୍ବର

ଭୁବନେଶ୍ୱର: ଏଣିକି ଲାଞ୍ଚୁଆଙ୍କୁ ଧରିବ ଭିଜିଲାନ୍ସ । କୌଣସି କାମ ପାଇଁ କେହି ବ୍ୟକ୍ତି ଲାଞ୍ଚ ମାଗିଲେ ସିଧାସଳଖ ଭିଜିଲାନ୍ସ ମୁଖ୍ୟାଳୟକୁ ଜଣାଇ ପାରିବେ । ଏନେଇ ଭିଜିଲାନ୍ସ ମୁଖ୍ୟାଳୟ ଏବଂ ୬ଟି ଡିଜିଜନରେ ସ୍ୱତନ୍ତ୍ର ଫୋନ୍ ନମ୍ବର ଜାରି କରାଯାଇଥିବା ଭିଜିଲାନ୍ସ ନିର୍ଦେଶକ ଆର ପି...

ଆହୁରି ୨୪ ଘଣ୍ଟା ବର୍ଷା

ଭୁବନେଶ୍ୱର: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମେ ଅବପାତର ରୂପ ନେଇଛି । ଲଘୁଚାପ ପ୍ରଭାବରେ ରାଜ୍ୟ ତମାମ ଆହୁରି ୨୪ ଘଣ୍ଟା ବର୍ଷା ଲାଗିରହିବ ବୋଲି ପାଣିପାଗ ବିଭାଗ ସ୍ପଷ୍ଟ କରିଛି । ଏହାସହ ରାଜ୍ୟର ଅନ୍ୟ ସ୍ଥାନ ମାନଙ୍କରେ ଆସନ୍ତା ୨୫ ତାରିଖ...