ଜାରି ହେଲା ୨୦୦ ଟଙ୍କିଆ ନୋଟ୍

-ନୂଆ ନୋଟ୍ ନେବାକୁ ଲୋକଙ୍କ ଲମ୍ବା ଲାଇନ୍ ନୂଆଦିଲ୍ଲୀ: ଶୁକ୍ରବାର ରିଜର୍ଭ ବ୍ୟାଙ୍କ ପକ୍ଷରୁ ଦେଶରେ ପ୍ରଥମ ଥର ପାଇଁ ୨୦୦ ଟଙ୍କିଆ ନୋଟ୍ ଜାରି କରାଯାଇଛି । ଏଥିପ୍ରତି ଲୋକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି । ଲୋକେ ୨୦୦ ଟଙ୍କିଆ ଏବଂ ୫୦...

ଶପଥ ନେଲେ ଶାହା, ସ୍ମୃତି

ନୂଆଦିଲ୍ଲୀ: ଶୁକ୍ରବାର ବିଜେପିର ବରିଷ୍ଠ ନେତା ଅମିତ ଶାହା ଓ ସ୍ମୃତି ଇରାନୀ ରାଜ୍ୟସଭା ସାଂସଦ ଭାବେ ଶପଥ ନେଇଛନ୍ତି । ସ୍ମୃତି ସଂସ୍କୃତରେ ଶପଥପାଠ କରିଥିଲେ । ପ୍ରଥମଥର ପାଇଁ ଶାହା ରାଜ୍ୟସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି । ଏହାପୂର୍ବରୁ ୨୦୧୪ରେ ଲୋକସଭା ନିର୍ବାଚନ...

ଥମୁନି ଚାଷୀ ଆତ୍ମହତ୍ୟା: ଆଖିବୁଜିଲେ ଖଗେଶ୍ୱର

ବରଗଡ: ରାତି ପାହିଲେ ନୂଆଖାଇ ପାଳିଥାନ୍ତେ ଖଗେଶ୍ୱର । ହେଲେ ଏତିକ’ବି ତାଙ୍କ ଭାଗ୍ୟରେ ଜୁଟିଲାନି । ପଞ୍ଚିମ ଓଡ଼ିଶାର କୃଷି ଭିତ୍ତିକ ଗଣପର୍ବ ନୂଆଖାଇକୁ ନେଇ ସଜବାଜ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଏଠାକାର ଜଣେ ଚାଷୀ ଜୀବନ ହାରିବା ଭଳି ଦୁଃଖଦ ଘଟଣା ସାମ୍ନାକୁ...

ଶୁକ୍ରବାର ବଜାରକୁ ଆସିବ ୨୦୦ ଟଙ୍କିଆ ନୋଟ୍

ମୁମ୍ବାଇ: ଶୁକ୍ରବାର ପବିତ୍ର ଗଣେଶ ପୁଜା ଅବସରରେ ବଜାରକୁ ଆସିବ ୨୦୦ ଟଙ୍କିଆ ନୋଟ୍ । ଏନେଇ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ଘୋଷଣା କରାଯାଇଛି । ଛୋଟ ନୋଟ୍ ଓ ବଡ ନୋଟ୍ ମଧ୍ୟରେ ଅଧିକ ବ୍ୟବଧାନ ରହି ଯାଉଥିବାରୁ ଉପୁଜୁଥିବା ସମସ୍ୟାର ସମାଧାନ...

ସଡକ ଦୁର୍ଘଟଣାରେ ୭ ମୃତ, ୨ ଗୁରୁତର

ସମ୍ବଲପୁର: ଗୁରୁବାର ସକାଳୁ ଦୁଇଟି ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୭ଜଣଙ୍କ ମୃତୁ୍ୟ ଘଟିଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି । ସମ୍ବଲପୁର ଓ ଖୋର୍ଦ୍ଧରେ ଏହି ଦୁର୍ଘଟଣା ଘଟିଛି । ସମ୍ବଲପୁର ଜିଲ୍ଲା ଧମା ଥାନାଅନ୍ତର୍ଗତ ବତେମୁରା ନିକଟରେ ଗୋଟିଏ କାର ଗଛରେ ପିଟି ହେବାରୁ...

ଜାତୀୟ ପାଇକ ସ୍ମାରକୀ: କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର: ପାଇକ ବିଦ୍ରୋହର ଦୁଇ ଶହ ବର୍ଷ ପୂର୍ତ୍ତୀ ଅବସରରେ ଖୋର୍ଦ୍ଧା ଜିଲ୍ଲା ବରୁଣେଇ ନିକଟରେ ଜାତୀୟ ପାଇକ ସ୍ମାରକୀ ସ୍ଥାପନ ହେବ । ଏଥିନିମନ୍ତେ ସ୍ଥାନ ଚିହ୍ନଟ ପାଇଁ ଏକ ଟିମ୍ ପଠାଇବାକୁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମାଙ୍କୁ  କେନ୍ଦ୍ର ତୈଳ ଓ ପ୍ରାକୃତିକ...

ଗଡକରୀ ହେବେ ରେଳମନ୍ତ୍ରୀ

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ହୋଇପାରେ କେନ୍ଦ୍ର ମନ୍ତ୍ରିମଣ୍ଡଳର ପରିବର୍ତ୍ତନ । ସେପ୍ଟେମ୍ବର ୩ ପୂର୍ବରୁ କ୍ୟାବିନେଟ ମନ୍ତ୍ରିମଣ୍ଡଳରେ ଅଦଳବଦଳ କରିପାରନ୍ତି ପ୍ରଧାନମନ୍ତ୍ରୀ ମୋଦି। ଚୀନର ବ୍ରିସ୍କ ସମ୍ମିଳନୀ ଗସ୍ତ ପୂର୍ବରୁ ମୋଦି ଏହି ପରିବର୍ତ୍ତନ କରିବା  ନେଇ ସଙ୍କେତ ମିଳିଛି। ତେବେ ଏହି ପରିବତ୍ତର୍ନରେ କେନ୍ଦ୍ର ମନ୍ତ୍ରୀ...

‘ଗୋପନୀୟତା’ ମୌଳିକ ଅଧିକାର

ନୂଆଦିଲ୍ଲୀ: ଗୁରୁବାର ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ‘ବ୍ୟକ୍ତିଗତ ଗୋପନୀୟତା’ ମୌଳିକ ଅଧିକାର ବୋଲି ଦର୍ଶାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।   ସମ୍ବିନାଧନର ଅନୁଚ୍ଛେଦ ୨୧ ଅଧୀନରେ ରାଇଟ ଟୁ ପ୍ରାଇଭେସୀ ବା ବ୍ୟକ୍ତିଗତ  ଗୋପନୀୟତା’ ଆସୁଛି । ଏଣୁ ଲୋକଙ୍କ ବ୍ୟକ୍ତିଗତ ଗୋପନୀୟତା ସାର୍ବଜନୀନ  ହୋଇପାରିବ...

୨୨ ଜିଲ୍ଲାରେ ୧୦୮ ଆମ୍ବୁଲାନ୍ସ ଧର୍ମଘଟ

ଭୁବନେଶ୍ୱର : ଠପ୍ ହୋଇଯାଇଛି ରୋଗୀ ପରିବହନ । ୨୨ ଜିଲ୍ଲାରେ ୧୦୮ ଆମ୍ବୁଲାନ୍ସର ଚକା ଜାମ୍ କରାଯାଇଛି । ଖୋର୍ଦ୍ଧା, କଟକ, ପୁରୀ, ଜଗତସିଂହପୁର କେଉଁଠି ବି ଗଡ଼ୁନି ଆମ୍ବୁଲାନ୍ସ । ସାରା ରାଜ୍ୟର ୨୦୦ ଆମ୍ବୁଲାନ୍ସ ଏବେ ଅଚଳ । ରୋଗୀ ଓ ସେମାନଙ୍କର ସଂପର୍କୀୟମାନେ...

ସେପ୍ଟେମ୍ବରରୁ ଉପଲବ୍ଧ ହେବ ୨୦୦ ଟଙ୍କିଆ ନୋଟ୍

ଭୁବନେଶ୍ୱର: ବହୁ ପ୍ରତିକ୍ଷୀତ ୨୦୦ ଟଙ୍କିଆ ନୋଟ୍ ସେପ୍ଟେମ୍ବର ପହିଲାରୁ ଉପଲବ୍ଧ ହେବ । ଏକ ବିଶେଷ ସୂତ୍ରରୁ ଏଭଳି ସୂଚନା ମିଳିଛି । ୨୦୦ ଟଙ୍କିଆ ନୋଟ ଯେପରି ନକଲି ନହୁଏ, ସେଥିପାଇଁ ଆରବିଆଇ ପକ୍ଷରୁ ବିଶେଷ ଡିଜାଇନ୍ କରାଯାଇଛି । ଭାରତୀୟ ମୁଦ୍ରା ଇତିହାସରେ...