ମାଧବନ୍-ଐଶଙ୍କ ରୋମାନ୍ସ

କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ପରଦାକୁ ଫେରୁଛନ୍ତି ବଲିଉଡ ସୁନ୍ଦରୀ ତଥା ବଚ୍ଚନ ପରିବାର ବୋହୂ ଐଶର୍ଯ୍ୟା ରାୟ ବଚ୍ଚନ । ନିଦେ୍ର୍ଦଶକ ରାକେଶ ଓମପ୍ରକାଶ ମେହେରାଙ୍କ ଆଗାମୀ ଫିଲ୍ମ ଫାନେ ଖାନରେ ଐଶଙ୍କୁ ଲିଡ୍୍ ରୋଲରେ ଦେଖିବାକୁ ମିଳିବ । ଆଉ ଏଥିରେ...

ପ୍ୟାଡମ୍ୟାନରେ ଅକ୍ଷୟ

ଖିଲାଡି ଷ୍ଟାର ଅକ୍ଷୟ କୁମାର । ନିକଟରେ ତାଙ୍କ ଅଭିନୀତ ଫିଲ୍ମ ଟଏଲେଟ-ଏକ ପ୍ରେମ କଥା ହିଟ୍୍ ସାବ୍ୟସ୍ତ ହୋଇଛି । ଏହା ଏକ ସାମାଜିକ କୈନ୍ଦ୍ରିକ ଫିଲ୍ମ । ତେବେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କାହାଣୀକୁ ଓ ଚରିତ୍ରକୁ ନେଇ ଫିଲ୍ମ କରୁଥିବା ଅକ୍ଷୟ...

ଗର୍ଭାବସ୍ଥାରେ ଡାଇବେଟିସ

ଗର୍ଭାବସ୍ଥାରେ ମହିଳାମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ଟିକେ ଅଧିକ ସଚେତନ ରହିବା କଥା । କାରଣ ଏହି ସମୟରେ ବିଭିନ୍ନ ପ୍ରକାର ରୋଗ ହେବାର ଆଶଙ୍କା ଥାଏ । କିଛି ଦିନ ତଳେ ଆମେ ଆପଣଙ୍କୁ ଗର୍ଭାବସ୍ଥା ସମୟରେ ରକ୍ତହୀନତା ଏବଂ ଏଡସ୍୍ ସମ୍ପର୍କରେ କହିଥିଲୁ ।...

ବିଶ୍ୱକପ ଖେଳିବେ ତେନ୍ଦୁଲକର!

ଉପସ୍ଥାପନା: ସମ୍ବ୍ରିତା ମହାନ୍ତି କିମ୍ବଦନ୍ତୀ କ୍ରିକେଟ ଖେଳାଳଲ ସଚିିନ ତେନ୍ଦୁଲକର ଖେଳରୁ ସନ୍ୟାସ ନେବାର ପାଖାପାଖି ୪ବର୍ଷ ବିତିଲାଣି । ହେଲେ ଏବେ ବି ସଚିନ ସଚିନ ଧ୍ୱନୀର ସ୍ୱର ଥମିନି । ବର୍ତ୍ତମାନ ଭାରତୀୟ କ୍ରିକେଟ ଯେଉଁ ଆଡକୁ ଗତି କରୁଛି, କୁହାଯାଇଛି ଭେଟେରାନ୍ ଖେଳାଳିଙ୍କ ଆବଶ୍ୟକତା...

ଦେଶ ଛାଡ଼ିବେ ଶ୍ରୀସନ୍ଥ

ଉପସ୍ଥାପନା: ସମ୍ବ୍ରିତା ମହାନ୍ତି ୨୦୧୩ ମସିହା ଇଣ୍ଡିଆନ ପ୍ରିମିୟର ଲିଗ୍ ସଂସ୍କରଣରେ ରାଜସ୍ଥାନ ରୟାଲସ୍ ପାଇଁ ଖେଳୁଥିବା ଅର୍ନ୍ତଜାତୀୟ କ୍ରିକେଟ ଖେଳାଳି ସନ୍ଥକୁମାରନ ଶ୍ରୀସନ୍ଥଙ୍କ ସମେତ ୩ଜଣ ଖେଳାଳିଙ୍କ ବିରୋଧରେ ଉଠିଲା ସ୍ପଷ୍ଟ ଫିକସିଂ ଅଭିଯୋଗ । ଯେଉଁଥି ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଶୀସନ୍ଥଙ୍କୁ କ୍ରିକେଟରୁ...

କଳା ଝିଅଙ୍କ ପାଇଁ ବିୟୁଟି ଟିପ୍ସ

ଋଙ୍ଗ କମ୍ ଅର୍ଥାତ କଳା ରଙ୍ଗର ଝିଅ ମାନେ ବେଳେ ବେଳେ ନିଜର ରଙ୍ଗକୁ ନେଇ ମନ ଉଣା କରିଥାନ୍ତି । ସେମାନେ ଅନ୍ୟମାନଙ୍କ ତୁଳନାରେ କମ ସୁନ୍ଦର ବୋଲି ଭାବିଥାନ୍ତି । ତେବେ ଏଥିରେ ମନ ଉଣା କରିବାରେ କିଛି ନାହିଁ । ନିଜର ତ୍ୱଚାର...

ରାୟଗଡ଼ାରେ ପଦ୍ମ ଚେର

ବିଜେଡିରେ ଫାଟ, ଛିଡୁଛି କଂଗ୍ରେସ ରାୟଗଡ଼ା,(ପ୍ରଶାନ୍ତ ପ୍ରଧାନ): ରାୟଗଡାରେ ପଦ୍ମ ଫୁଟାଇବା ଯୋଜନାରେ ବିଜେପି । ଏଥିପାଇଁ  କେନ୍ଦ୍ରୀୟ ନେତାଙ୍କ ସୁଅ ଛୁଟୁଛି ରାୟଗଡାକୁ । ଜୁନ୍ ପହିଲାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗସ୍ତ ପରେ ୩୦ଅଗଷ୍ଟରେ ଆସୁଛନ୍ତି ଜୁଏଲ ଓରାମ । କଂଗ୍ରେସ ଓ ବିଜେଡିର ଅଭେଦ୍ୟ...

ଝୁଟ ବୋଲ କୱା କଟେ

ଭୁବନେଶ୍ୱର,(ସମ୍ବ୍ରିତା ମହାନ୍ତି): ହିନ୍ଦୀରେ ଏକ ବହୁ ପ୍ରଚଳିତ ଲୋକକଥା ଅଛି, “ଝୁଟ୍ ବୋଲେ କୱା କାଟେ ।” ଅର୍ଥାତ୍ ଯିଏ ମିଛ କହିବ, ତାକୁ କାଉ ଖୁମ୍ପିବ । ଏପରି ଅବସ୍ଥା ଦେଇ ବିଜେଡିରେ ଏବେ ଗତି କରୁଛନ୍ତି ପୂର୍ବତନ ମନ୍ତ୍ରୀ ତଥା ଏବେକାର ମୁଖପାତ୍ର ରବି...

ଶିଳ୍ପାୟନକୁ ଧକ୍କା: ବିକ୍ରି ହେବ ଇଣ୍ଡ୍-ବାରାଥ୍

ଝାରସୁଗୁଡା : ତାପଜ ବିଦୁ୍ୟତ କେନ୍ଦ୍ର ଇଣ୍ଡ-ବାରାଥ୍ର ମାଲିକାନାରେ ହେବ ପରିବର୍ତ୍ତନ । ମାଲିକାନା ପରିବର୍ତ୍ତନ ନେଇ କୌଣସି ପ୍ରକ୍ରିୟା ଆରମ୍ଭ ହୋଇ ନଥିଲେ ମଧ୍ୟ ବିକ୍ରି ପଦକ୍ଷେପ ଭୁଲ ନୁହେଁ ବୋଲି କମ୍ପାନୀର କାର୍ଯ୍ୟ ନିର୍ବାହୀ ନିଦେ୍ର୍ଦଶକ (ଆର୍ଥିକ)ଭି. କ୍ରିଷ୍ନା ସୂଚନା ଦେଇଛନ୍ତି । ବିଶ୍ୱସ୍ତ...

ବିଜେପୁର ଦି’ ଏସିଡ୍ ଟେଷ୍ଟ

⇔ବିଜେପୁର ଦେଖିବ ଦ୍ୱିତୀୟ ଉପନିର୍ବାଚନ ⇔ ଫୋକସ୍ରେ ସୁବଳଙ୍କ ସ୍ତ୍ରୀ ରୀତା ⇔ ରୀତାଙ୍କୁ ବିଜେଡି ପ୍ରାର୍ଥୀ କରିବ! ⇔ପଦ୍ମାଶନରେ ଅଶୋକ ପାଣିଗ୍ରାହୀ ⇔ କଂଗ୍ରେସ ଫେସ୍ ରିପୁନାଥ ବରଗଡ଼, (ଶାନ୍ତନୁ ବିଶ୍ୱାଳ): ବିଧାୟକ ସୁବଳ ସାହୁଙ୍କ ଅକାଳ ବିୟୋଗ ପରେ ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଦେଖିବ ଉପନିର୍ବାଚନ ।...