ଜାପାନୀ ଜରରେ କମ୍ପୁଛି ମାଲକାନାଗିରି, ଶିଶୁ ମୃତ୍ୟୁ ସଂଖ୍ୟା ୭୮

ମାଲକାନଗିରି : ଏନ୍ସେଫାଲାଇଟିସ୍ ଜ୍ୱର କମୁଛି ଓ ପୂରା ନିୟନ୍ତ୍ରଣକୁ ଆସିଯାଇଛି ବୋଲି ଜିଲ୍ଲାସ୍ୱାସ୍ଥ୍ୟ ବିଭାଗ କହୁଥିବାବେଳେ, ଏଥିରେ ଆଜି ମାଲକାନଗିରି ଜିଏଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଉ ୨ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହିତ ଜିଲ୍ଲାରେ ଜାପାନୀ ଜରରେ ମୃତ ଶିଶୁଙ୍କ ସଂଖ୍ୟା ୭୮ରେ ପହଞ୍ଚିଛି...

ଆତ୍ମସମର୍ପଣ କଲା ମହିଳା କ୍ୟାଡର ମାଓବାଦୀ ପାଲୋ’

ରାଉରକେଲା: ଜଣେ ମହିଳା କ୍ୟାଡର ମାଓବାଦୀ ରାଉରକେଲା ପୋଲିସ୍  ନିକଟରେ ଆତ୍ମ ସମର୍ପଣ କରିଛି  । ତାଙ୍କ ନାଁ ପାଲୋ ହୋନହଙ୍ଗା । ରବିବାର ଦିନ ପାଲୋ ସିଆରପିଏଫଙ୍କ ଉପସ୍ଥିତିରେ ସୁନ୍ଦରଗଡ ଜିଲ୍ଲା ପୋଲିସ୍ ମୁଖ୍ୟାଳୟରେ ଏସ୍ପି ଅନିରୁଦ୍ଧ ସିଂହଙ୍କ ନିକଟରେ ଆତ୍ମସମର୍ପଣ କରିଛି । ତାଙ୍କ...

ଏନକାଉଣ୍ଟର: ଭୋପାଳ ସେଣ୍ଟ୍ରାଲ ଜେଲର ଫେରାର ୮ସିମି ଆତଙ୍କବାଦୀ ମୃତ

ରିପୋର୍ଟ ମାରିଲେ କେନ୍ଦ୍ର ଗୃହମନ୍ତ୍ରୀ ଜେଲ ଡିଆଇଜିଙ୍କ ସମେତ ୬ ଅଧିକାରୀ ନିଲମ୍ବିତ କନଷ୍ଟେବଲ୍ ରମାଶଙ୍କର ଯାଦବଙ୍କୁ ହତ୍ୟା ଭୁବେନେଶ୍ବର: ମଧ୍ୟପ୍ରଦେଶ ଭୋପାଳ ସେଣ୍ଟ୍ରାଲ ଜେଲରୁ ଫେରାର ୮ ଆତଙ୍କବାଦୀ ପୋଲିସ ସହ ଲଢ଼େଇରେ ମୃତ୍ୟୁବରଣ କରିଛନ୍ତି । ଭୋପାଳ ସହରର ଉପକଣ୍ଠର ଏନ୍ଥିକେଡିରେ ପୋଲିସ ଗୁଳିରେ...

ସରକାରୀ ବାବୁଙ୍କୁ ସ୍ପା-ସେଣ୍ଟରରୁ ସେକ୍ସ କଲ୍⬌ ତଳିଆ କର୍ମଚାରୀଙ୍କୁ ସାବଧାନ

ଭୁବନେଶ୍ୱର : କ୍ରିଂ! କ୍ରିଂ! କିଛି ଦିନ ତଳେ ରାଜ୍ୟ ଫ୍ୟାକଟ୍ରିଜ୍ ଆଣ୍ଡ ବଏଲର୍ସ ବିଭାଗର ଜଣେ ବଡ ଅଫିସରଙ୍କ ନିକଟକୁ ହଠାତ ଆସିଲା ଏକ ଅଜଣା ଫୋନ୍ କଲ୍ । ବାବୁ ମୋବାଇଲ୍ ଫୋନ୍ ଉଠାଇଲେ । ସେପଟୁ ଶୁଭିଲା ସାର୍, ଆପଣ ଆଜି ସନ୍ଧ୍ୟାରେ...

ଦୀପାବଳି ପାଳନ ବେଳେ ଅଘଟଣ :୧ମୃତ୍ୟ,୩୦ ଗୁରୁତର ୧୦ ବଖରା ଜଳିଗଲା

ଭୁବନେଶ୍ୱର: ଦୀପାବଳି ପାଳନ ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ଅଘଟଣ ଘଟିଥିବା ଖବର ମିଳିଛି । ଏଥିରେ ଅନୁଗୋଳରେ ଜଣଙ୍କର ମୃତ୍ୟୁ ହୋଇଛି । ବିଭିନ୍ନ ସ୍ଥାନରେ ୧୦ ବଖରାରୁ ଅଧିକ ବଖରା ଘର ପୋଡିଯାଇଛି । ଲିଚୁ ଲାଇଟ ଲଗାଇବାବେଳେ ଅନୁଗୋଳରେ ଜଣେ ଯବକଙ୍କ ମୃତ୍ୟୁ...

ଆତ୍ମାରେ ଆସିବେ ଲିପ୍ସା

ଛୋଟ ପରଦାର ଚୁଲବୁଲି ଅଭିନେତ୍ରୀ ଲିପ୍ସା ମିଶ୍ର । ରିୟଲିଟି ସୋ ଜରିଆରେ ଛୋଟ ପରଦାକୁ ପ୍ରବେଶ କରିଥିଲେ । ହେଲେ ନିଜ ଅଭିନୟର ଯାଦୁରେ ଖୁବ କମ ଦିନରେ ଦର୍ଶକଙ୍କ ମନ ଜିଣି ପାରିଥିଲେ । ଆଉ ଏଥିପାଇଁ ସେ ଛୋଟ ପରଦାରୁ ବଡ ପରଦାରେ...

ଏସ୍‌ବିଆଇ ଓ ଆଇସିଆଇସିଆଇ ବ୍ୟାଙ୍କର ଗୃହ ଋଣ ଇଏମ୍‌ଆଇ କମିବ

ମୁମ୍ବାଇ : ଦେଶର ଦୁଇଟି ବୃହତ୍‌ ବ୍ୟାଙ୍କ  ରାଷ୍ଟ୍ରାୟତ୍ତ ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସ୍‌ବିଆଇ) ଏବଂ ଘରୋଇ ଆଇସିଆଇସିଆଇ ବ୍ୟାଙ୍କ ଆଜି ସେମାନଙ୍କ ଋଣ ସୁଧ ହାର ହ୍ରାସ ଘୋଷଣା କରିଛନ୍ତି।  ଆଇସିଆଇସିଆଇ ବ୍ୟାଙ୍କ ଏହାର ଋଣ ସୁଧ ହାରରେ ୦.୧୦ ପ୍ରତିଶତ ହ୍ରାସ ଘୋଷଣା କରିଥିବାବେଳେ ଭାରତୀୟ...

ଚତୁର୍ଥ ଏସିଆନ ହକି ଚମ୍ପିୟନସିପ:ପାକିସ୍ଥାନକୁ ହରାଇ ଭାରତ ଚମ୍ପିୟନ

ଭାରତବାସୀଙ୍କୁ ଭାରତୀୟ ହକି ଟିମ ଦୀପାବଳି ଭେଟି ଦେଇଛନ୍ତି । ଚତୁର୍ଥ ଏସିଆନ ହକି ଚମ୍ପିୟନସିପ ଟ୍ରଫି ୨୦୧୬ରେ ଭାରତ ତାର ପାରମ୍ପରିକ ପ୍ରତିଦ୍ୱନ୍ଦି ପାକିସ୍ଥାନକୁ ହରାଇ ଏହି ସମ୍ମାନଜନକ ବିଜୟ ହାସଲ କରି  ଚମ୍ପିୟନ ହୋଇଛି  ।  ୩-୨ ଗୋଲରେ ପାକିସ୍ଥାନକୁ ହରାଇ ଟାଇଟେଲ ହାତେଇଛି...

ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି ଟୁର୍ଣ୍ଣାମେଣ୍ଟ: ଭାରତ ଚାମ୍ପିୟନ,୩-୨ ଗୋଲରେ ପାକିସ୍ଥାନକୁ ହରାଇଲା ଭାରତ

ଏସିଆନ ଚମ୍ପିୟନସିପ ଟ୍ରଫି ହକି ଟୁର୍ଣ୍ଣାମେଣ୍ଟରେ ଭାରତ ବିଜୟୀ ହୋଇଛି । ୩-୨ ଗୋଲରେ ପାକିସ୍ଥାନକୁ ହରାଇଲା ଭାରତ । ଗତକାଲିି ସାଉଥ କୋରିଆକୁ ପରାସ୍ତ କରି ଭାରତ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରି ଥିଲା। ଶନିବାର ଖେଳାଯାଇଥିବା ମାଲେସିଆର କୁଆଣ୍ଟାନାରେ ଆୟୋଜିତ ସେମି...

ଝାରସୁଗୁଡାର ଦୁଇ ବରିଷ୍ଠ କଂଗ୍ରେସ୍ ନେତା ବିଜେଡିରେ ମିଶିଲେ

ଝାରସୁଗୁଡା : ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ କିଶୋର ମହାନ୍ତିଙ୍କ ନେତୃତ୍ୱରେ ଝାରସୁଗୁଡାର ଦୁଇ ବରିଷ୍ଠ କଂଗ୍ରେସ୍ ନେତା  ବିଜେଡିରେ ଯୋଗ ଦେଇଛନ୍ତି । ଝାରସୁଗୁଡା ପୂର୍ବତନ ବ୍ଳକ ଅଧ୍ୟକ୍ଷ ପ୍ରଶାନ୍ତ ପଟେଲ ଓ ପୂର୍ବତନ ମହିଳା କଂଗ୍ରେସ ସାଧାରଣ ସଂପାଦିକା ଅନ୍ନପୂର୍ଣ୍ଣା ପଟେଲକଣ ଶନିବାର...