ଜଜଙ୍କ ଘରକୁ ସିବିଆଇ ରାତିଅଧରେ ଯିବା ଅପରାଧ: ବିଜୟ ମହାପାତ୍ର

ଭୁବନେଶ୍ଵର: ବିଚାରପତିଙ୍କ ଘରେ ସିବିଆଇ ପଶିବା ଘଟଣା ପ୍ରସଙ୍ଗ ରାଜ୍ୟରେ ହଟଚମଟ ସୃଷ୍ଟି କରିଛି। ବିନା ସଠିକ୍ ସୂଚନାରେ ବିଚାରପତିଙ୍କ ଘରେ ପଶିବା ନେଇ ସିବିଆଇର କାର୍ୟ୍ୟଶୈଳୀ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ପ୍ରସଙ୍ଗରେ ଏବେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ନିଜ ପ୍ରତିକ୍ରିୟାରେ...

ଦ୍ୱିତୀୟ ଦିନରେ ବାର ଆସୋସିଏସନ୍ ଆନେ୍ଦାଳନ

କଟକ: ହାଇକୋର୍ଟ ବିଚାରପତିଙ୍କ ଘରେ ଭୁଲରେ ସିବିଆଇ ପଶିବା ଘଟଣାରେ କଠୋର ଆଭିମୁଖ୍ୟ ଗ୍ରହଣ କରିଥିବା କଟକ ହାଇକୋର୍ଟ ବାର ଆସୋସିଏସନ ଆସନ୍ତାକାଲି ପର୍ୟ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଛି। ବୈଠକରେ ଆସନ୍ତାକାଲି ଦିନ ୧୧ଟାରେ ପରବର୍ତ୍ତୀ କାର୍ୟ୍ୟପନ୍ଥା ନେଇ ମିଟିଂ ହେବ ବୋଲି ନିଷ୍ପତ୍ତି...

ବିଚାରପତି ଜଷ୍ଟିସ ଆଇ.ଏମ୍. କୁଦ୍ଦୁସି ଗିରଫ

ନୂଆଦିଲ୍ଲୀ: ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଆଇ.ଏମ୍. କୁଦ୍ଦୁସିଙ୍କୁ ଆଜି ସିବିଆଇ ଗିରଫ କରିଛି। କୁଦ୍ଦୁସିଙ୍କୁ ଦିଲ୍ଲୀ ଗ୍ରେଟର କୈଳାସ ସ୍ଥିତ ତାଙ୍କ ଏନ୍/୭ ଘରୁ ଗିରଫ ଗିରଫ କରିଛି ସିବିଆଇ।  ଜଷ୍ଟିସ କୁଦ୍ଦୁସିଙ୍କ ସହ ମୋଟ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।  ସେମାନେ...

ହାଇକୋର୍ଟ ବାର୍‌ର କଠୋର ଆଭିମୁଖ୍ୟ, ଆସନ୍ତାକାଲି ଅପରାହ୍ନ ଯାଏଁ କାର୍ଯ୍ୟ ବନ୍ଦ

ଭୁବନେଶ୍ଵର: ସିସୋର ଚିଟ୍ ଫଣ୍ଡ ମାମଲାରେ କଟକ-ଚୌଦ୍ଵାର ବିଜୁ ଜନତା ଦଳର ବିଧାୟକ ପ୍ରଭାତ ବିଶ୍ଵାଳଙ୍କୁ ଗିରଫ କରିବା ପରେ ସିବିଆଇକୁ ଏବେ ରାଜନୈତିକସ୍ତରରୁ ପ୍ରବଳ ବିରୋଧର ସମ୍ମୁଖୀନ ହେବାକୁ ପଡ଼ୁଛି। ପ୍ରଭାତଙ୍କୁ ଗିରଫ କରିବାର ତାତି ନଥମୁଣୁ ଏବେ ସିବିଆଇ ଅନ୍ୟ ଏକ ଅଡ଼ୁଆରେ ଛନ୍ଦି...

ସେବାୟତଙ୍କୁ ସ୍ମାର୍ଟ ଫୋନ୍ ମନା

ପୁରୀ: ଏଣିକି ଶ୍ରୀମନ୍ଦିର ଭିତରକୁ ସେବାୟତ କିମ୍ବା କୌଣସି କର୍ମଚାରୀ ସ୍ମାର୍ଟ ଫୋନ୍‌ ନେଇ ପାରିବେ ନାହିଁ । ଏ ନେଇ ଛତିଶା ନିଯୋଗ ବୈଠକରେ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି । ସେବାୟତ ଓ ଅନ୍ୟ କାର୍ମଚାରୀଙ୍କୁ ସ୍ୱତନ୍ତ୍ର ଲୋଗୋ ଏବଂ ଫିଚର ଥିବା ଫୋନ୍‌...

କାହିଁକି ବନ୍ଧା ହେଲେ ପ୍ରଭାତ?

ଚିଟଫଣ୍ଡ ମାମଲାରେ ଫସିଛନ୍ତି ଏକାଧିକ ରାଜନେତା  । ଆଉ ସିବିଆଇ ତନାଘନା ସେମାନଙ୍କୁ ଅସ୍ତବ୍ୟସ୍ଥ କରିପକାଇଛି । ତେବେ କାହିଁକି ଓ କେଉଁ କାରଣରୁ ବିଧାୟକ ପ୍ରଭାତ ବିଶ୍ୱାଳ ବନ୍ଧା ହେଲେ ସେ ସମ୍ପର୍କରେ ଜାଣିବା  ।   ସିସୋର ଠକେଇ ମାମଲାରେ ୰ ସାଂସଦ ପ୍ୟାରିମୋହନ...

ହରତାଳ ବେଳେ ହିଂସା: ଆଉ ୯ ଗିରଫ

ଭୁବନେଶ୍ୱର: ତୈଳଦର ବୃଦ୍ଧି ପ୍ରତିବାଦରେ ବିଜେଡି ସୋମବାର ସାରା ରାଜ୍ୟରେ ହରତାଳ କରିଥିଲା । ବିଭିନ୍ନ ସ୍ଥାନରେ ବିଜେଡି କର୍ମୀ ଗୁଣ୍ଡାରାଜ କରିବା ସହ ସାଧାରଣ ଲୋକଙ୍କୁ ହଇରାଣ କରିଥିଲେ । ଏହି ହିଂସା ସାମଲାରେ  ଆଉ ୯ଜଣଙ୍କୁ ଗିରଫ କମିଶନରେଟ ପୋଲିସ୍ ଗିରଫ କରିଛି ।...

ପ୍ରଭାତଙ୍କୁ ମାରାଥନ ଜେରା

ଭୁବନେଶ୍ୱର: ସିସୋର ଚିଟଫଣ୍ଡ ଲିଙ୍କରେ ଗିରଫ ହୋଇଥିବା କଟକ ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳକଙ୍କୁ ବିସିଆଇ ମାରାଥନ ଜେରା କରିଛି । ସିବିଆଇ କାର୍ଯ୍ୟାଳୟରେ ଏସଆଇଟିର ଡିଆଇଜି ମନୀଷ କୁମାର ସିଂହ୍ନା ତାଙ୍କୁ ଜେରା କରୁଛନ୍ତି । ପ୍ରଭାତଙ୍କ ଆକାଉଣ୍ଟକୁ ଆସିଥିବା ପ୍ରଚୁର ଟଙ୍କା ସମ୍ପର୍କରେ ତାଙ୍କୁ...

ରାଜନୈତିକ ପ୍ରତିଶୋଧ ଓ କ୍ଷମତା ହାସଲ ବିଜେପିର ଲକ୍ଷ୍ୟ

ଭୁବନେଶ୍ୱର: ସିସୋର ଚିଟ୍ଫଣ୍ଡ ଲିଙ୍କ ନେଇ କଟକ-ଚୌଦ୍ୱାର ବିଧାୟକ  ପ୍ରଭାତ ବିଶ୍ୱାଳଙ୍କୁ ଗିରଫ କରାଯିବା ପରେ ରାଜ୍ୟ ବିଜେଡି କାର୍ଯ୍ୟାଳୟରେ ମଙ୍ଗଳବାର ପ୍ରୋସ ମିଟ୍ ଡକାଯାଇଥିଲା । ଏଥିରେ ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ସୁପ୍ରିମକୋର୍ଟ ଆଦେଶ ଅନୁସାରେ ଓଡ଼ିଶା ସରକାର  ସିବିଆଇକୁ ଆବଶ୍ୟକ ସହଯୋଗ କରିଛି...

ସତ୍ୟର ଜୟ ହେବ: ପ୍ରଭାତ

ଭୁବନେଶ୍ୱର: ସ୍ୱତନ୍ତ୍ର ସିବିଆଇ କୋର୍ଟରେ ପ୍ରଭାତ ବିଶ୍ୱାଳ ହାଜର ହେବା ପରେ କହିଛନ୍ତି, ସତ୍ୟର ଜୟ ହେବ। ସିସୋର ଚିଟ୍‌ ଫଣ୍ଡ ଲିଙ୍କ ନେଇ କଟକ-ଚୌଦାର ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ସୋମବାର ରାତିରେ ଗିରଫ ହେବା ପରେ ମଙ୍ଗଳବାର କୋର୍ଟରେ ହାଜର କରାଯାଇଥିଲା। ଚିଟ୍‌ ଫଣ୍ଡ ଦୁର୍ନୀତି...