ଦୁଇ ମନ୍ତ୍ରୀ ଓ ଦୁଇ ଆଗଧାଡିର ବିଧାୟକ ଜିତିବା ନେଇ ସନ୍ଦେହରେ ବିଜେଡି

ଭୁବନେଶ୍ୱର: ନିର୍ବାଚନକୁ ନେଇ ବିଜେଡି ପକ୍ଷରୁ ଭୋଟ ସରିଲା ପରେ ଏକ ସର୍ଭେ କରାଯାଇଥିଲା । ଏହି ସର୍ଭେର ରିପୋର୍ଟ ଏବେ ଗଣମାଧ୍ୟମକୁ ଆସି ଚର୍ଚ୍ଚା ହୋଇଛି । ଏଥିରେ କେତେକ ଜଣ ହେଭି ଓ୍ବଟେ ଜିତିବେ ବୋଲି ଦଳ ନିଶ୍ଚିତ ନୁହେଁ । ଦଳ ୧୦୫ଟି...

ରାଜନୈତିକ ଦଳମାନଙ୍କ ପୂର୍ବୁନୁମାନ: କିଏ କେଉଁ ଆସନ ପାଇବେ

ଭୁବନେଶ୍ୱର: ପୂର୍ବାନୁମାନ ରିପୋର୍ଟ ଗୁଡିକୁ ନେଇ ରାଜ୍ୟା ରାଜନୀତି ସରଗରମ ରହିଛି । ବିଭିନ୍ନ ଗଣମାଧ୍ୟମ ଓ ସଂସ୍ତା ପ କ୍ଷରୁ ହୋଇଥିବା ସର୍ଭେକୁ ରାଜନୀତିକ ଦଳ ଗୁଡିକ ଗ୍ରହଣ କରିବା ସ୍ଥିତିରେ ନାହାନ୍ତି । ହେଲେ ରାଜନୀତିକ ଦଳଗୁଡିକ ନିଜେ ମଧ୍ୟ କିଛି ସର୍ଭେ କରିଥିଲେ...

ଜୁନରେ ମାଟ୍ରକି ସପ୍ଲିମେଣ୍ଟାରୀ ପରୀକ୍ଷା

କଟକ : ଆଜି ମାଟ୍ରିକ ପରୀକ୍ଷା ପ୍ରକାଶ ପାଇଛି | ଚଳିତ ବର୍ଷ ମୋଟ ୭୦.୭୮ ପ୍ରତିଶତ ଛାତ୍ରଛାତ୍ରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । କଟକ ବୋର୍ଡ କାର୍ଯ୍ୟାଳୟରେ ବିଦ୍ଧିବଦ୍ଧ ଭାବରେ ବିଭାଗୀୟ ସଚିବ ଫଳ ପ୍ରକାଶ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ, ଚଳିତ ମାଟ୍ରିକ...

ଖୋଲିଲା ନନ୍ଦନକାନନ, ଖୁସି ହେଲେ ପର୍ଯ୍ୟଟକ

ଭୁବନେଶ୍ୱର: ବାତ୍ୟା ଫନିକୁ ଆଜି ୧୯ ଦିନ ପୂରି ଯାଇଥିଲା ବେ‌ଳେ ଆଜି ଖୋଲିଛି ନନ୍ଦନକାନନ । କେବଳ ନନ୍ଦନକାନନ ବଟାନିକାଲ ଗାର୍ଡେନ ମଧ୍ୟ ଆଜିଠାରୁ ଖୋଲା ହୋଇଥିବାର ସୂଚନା ମିଳିଛି । ବାତ୍ୟା ଫୋନି ପରେ ସବୁ କିଛି ଏକପ୍ରକାରର ଅସ୍ତବ୍ୟସ୍ତ ହୋଇ ପଡିଥିଲା ।...

ପୁଅଙ୍କୁ ମାତ୍ ଦେଲେ ଝିଅ, ସେପଟେ ୮୨ଟି ବିଦ୍ୟାଳୟରେ ରେଜଲ୍ଟ ଶୂନ

କଟକ: ଆଜି ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ । ଚଳିତ ବର୍ଷ ପାସ୍ ହାର ରହିଛି ୭୦.୭୮% । ଗ୍ରେଡ A1ରେ ୧୧୮୧, A2ରେ ୯୯୩୮ ଓ B1ରେ୨୪୯୯୧ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିପରି ଗ୍ରେଡ B2 ରେ ୪୬,୩୧୯, Cରେ ୭୬,୧୩୯ ଛାତ୍ରଛାତ୍ରୀ...

କିପରି କରିବେ ଅଂଶୁଘାତର ସାମ୍ନା, ଦେଖନ୍ତୁ ଏହି ଖବରରୁ…

ଭୁବନେଶ୍ୱର: ରାଜ୍ୟରେ ଏବେ ଗ୍ରୀଷ୍ମର ପ୍ରବାହ ଜୋରରେ ଦେଖିବାକୁ ମିଳୁଛି | କେବଳ ଖରା ନୁହେଁ କରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ମଧ୍ୟ ଅନୁଭୂତ ହେଉଛି | ତତଲା ପବନରେ ଅତିଷ୍ଠ ହେଉଛି ଜୀବନ । ଏପରି ପ୍ରଚଣ୍ଡ ରୌଦ୍ର ତାପକୁ ସମ୍ଭାଳିବା କଷ୍ଟକର ହୋଇପଡୁଛି ।...

ଅମିତାଭଙ୍କ ଫଟୋ ହେଲା ଭାଇରାଲ, ରଖିଲେ ନିଜର ମତ

ମୁମ୍ବାଇ: ନିଜ ଫିଲ୍ମରେ ବ୍ୟସ୍ତ ରହିବା ସହ ବିଗ୍‌ ବି ଅମିତାଭ୍‌ ବଚ୍ଚନ ସୋଶାଲ୍‌ ମିଡିଆରେ ମଧ୍ୟ ସବୁବେଳେ ଆକ୍ଟିଭ୍‌ ରହୁଥିବାର ଦେଖିବାକୁ ମିଳେ | ସବୁବେଳେ ସେ ସୋଶାଲ ମିଡିଆରେ କିଛି ନା କିଛି ଫଟୋ ଶେଆର୍‌ କରି ଚର୍ଚ୍ଚାକୁ ଆସିଥାନ୍ତି । ତେବେ କିଛି...

ହିଂସ୍ରର ସୀମାପାର କଲା ଦୃର୍ବୁତ୍ତ, ଯୁବକକୁ କାଟି ମୁଣ୍ଡ ଗଣ୍ଡି କଲା ଅଲଗା

ନୟାଗଡ଼: ରାଜ୍ୟରେ ଗୋଟେ ପରେ ଗୋଟେ ଅପରାଧର ସଂଖ୍ୟା ବୃଦ୍ଧି ପାଉଥିବାର ଦେଖିବାକୁ ମିଳୁଛି | ଏହି କ୍ରମରେ ଆଜି ପୁଣି ଏକ ଅଚିହ୍ନା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରାଯାଇଛି | ଏପିର ଅଭାବନୀୟ ଘଟଣା ନୟାଗଡ଼ ଜିଲ୍ଲା ଖୋର୍ଦ୍ଧା–ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥର...

ପାଣି ପାଇଁ ରାସ୍ତାକୁ ଓହ୍ଲାଇଲେ ମହିଳା, ଚେଇଁ ଶୋଇଛି ପ୍ରଶାସନ

ଧର୍ମଗଡ଼: ବାତ୍ୟା ଫନି ପରେ ରାଜ୍ୟରେ ଗ୍ରୀଷ୍ମର ପ୍ରବାହ ଜୋରରେ ହେଉଥିବା ଦେଖିବାକୁ ମିଳୁଛି | ତେବେ ଲୋକେ ଖରାରେ ଭାଜି ହେଉଥିବା ବେଳେ ପାଣି ପାଇଁ ମଧ୍ୟ ହନ୍ତସନ୍ତ ହେଉଥିବାର ଦେଖିବାକୁ ମିଳୁଛନ୍ତି | ପାଣି ପାଇଁ ରାସ୍ତାକୁ ଓହ୍ଲାଇ ଅନେକ ସମଯରେ ରାସ୍ତାରୋକ ମଧ୍ୟ...

ରେଜଲ୍ଟ ଜାଣିବା ପୂର୍ବରୁ ମୃତ୍ୟୁକୁ ଆପଣାଇଲା ଦଶମ ଶ୍ରେଣୀର ଛାତ୍ର

କେନ୍ଦ୍ରାପଡ଼ା: ରାଜ୍ୟରେ ପୁଣି ଏକ ଦୁଃଖଦ ଘଟମା ଘଟିଥିବାର ସୂଚିନା ମିଳିଛି | ଜଣେ ଦଶମ ଶ୍ରେଣୀର ଛାତ୍ର ନିଜର ରେଜଲ୍ଟ ଜାଣିବା ପୂର୍ବରୁ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବାର ସୂଚନା ମିଳିଛି | ଏଭଳି ମର୍ମନ୍ତୁଦ ଦୁର୍ଘଟଣା କଟକ- ଚାନ୍ଦବାଲି ରାସ୍ତାର ବାରୋ ଛକ ନିକଟରେ...