ନେହା ହେଲେ ମାଆ, ଘରକୁ ଆସିଲା କନ୍ୟା ରତ୍ନ, ଝିଓ ସହ ପ୍ରଥମ ଭିଡିଓ ଭାଇରାଲ….

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ନେହା ଧୁପିଆଙ୍କ ଘରୁକୁ ଆଜି କନ୍ୟା ରତ୍ନ ଆସିଥିବାର ସୂଚନା ମିଳିଛି । ଶିଶୁ କନ୍ୟାକୁ ଜନ୍ମ ଦେବା ପରେ ଉଭୟ ମା’ ଓ ଝିଅ ସୁସ୍ଥ ଥିବା ଜଣାପଡିଛି । ନେହା ମା’ ହେବା ପରେ ଶୁଭେଚ୍ଛୁ, ସମ୍ପର୍କୀୟ ଓ ପ୍ରଶଂସକ...

ମୁମ୍ବାଇ ଫେରିଲେ ଦୀପବୀରା, ଭାଇରାଲ ହେଲା ଭିଡିଓ, ଦେଖନ୍ତୁ ଏହି…

ମୁମ୍ବାଇ: ବିବାହ ସାରି ଆଜି ସକାଳେ ଦୀପବୀର ମୁମ୍ବାଇରେ ପହଁଞ୍ଚିଛନ୍ତି । ଉଭୟଙ୍କୁ ଆଜି ସକାଳେ ମୁମ୍ବାଇ ଏୟାରପୋର୍ଟରେ ଦେଖିବାକୁ ମିଳିଛି । ଦୁହେଁ ସକାଳ ୮ଟାରେ ବିମାନରୁ ଓହ୍ଲାଇବାର ଥିଲା । କିନ୍ତୁ ଫ୍ୟାନ୍‌ମାନେ ଏହି ନବ ବିବାହିତ ସେଲିବ୍ରିଟି ଦମ୍ପତିଙ୍କୁ ଦେଖିବାକୁ ଉତ୍ସାହୀ ହୋଇ...

ମଦ ମାଫିଆଙ୍କ ସୁରକ୍ଷାରେ ରାଜ୍ୟ ପ୍ରଶାସନ : କଂଗ୍ରେସ

ଭୁବନେଶ୍ୱର: ଢ଼େଙ୍କାନାଳ ଜିଲ୍ଲା ବଳରାମପୁରଠାରେ ମଦ କମ୍ପାନୀ ସ୍ଥାପନ ପାଇଁ ପ୍ରଶାସନ ତରଫରୁ ଜଙ୍ଗଲ ଜମିରୁ ବ୍ୟାପକ ମୂଲ୍ୟବାନ ଗଛ କଟାଯାଇଛି ଏବଂ ଏହି ବେଆଇନ ଗଛ କଟାକୁ ବିରୋଧ କରୁଥିବା ସ୍ଥାନୀୟ ଅଂଚଳବାସୀଙ୍କ ଉପରେ ପୁଲିସ ବର୍ବରୋଚିତ ଆକ୍ରମଣ ନିନ୍ଦନୀୟ ଓ ଅସାମ୍ବିଧାନିକ । ଅଂଚଳବାସୀ...

ଏଥର ଦାମଙ୍କ ଟାର୍ଗେଟରେ ରହିଲେ ଅରୁଣ

ଭୁବନେଶ୍ୱର: ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ତାଙ୍କର ସରକାରୀ ବିରୋଧୀ ଆଭିମୁଖ୍ୟକୁ ଜାରି ରଖିଛନ୍ତି । ଜଗତସିଂହପୁର ଜିଲ୍ଲାରେ ବିଶେଷକରି ପାରାଦୀପରେ ବିଜେଡିକୁ ଏଥର ଜିତାଇ ଦେବେ ନାହିଁ ବୋଲି ଘୋଷଣା କରିବା ସହ ସେ ବିଜେଡି ବିଧାୟକଙ୍କ ଗୋଟିଏ ପରେ ଗୋଟିଏ ନିର୍ବାଚନମଣ୍ଡଳୀକୁ ଯାଇ...

ପୁଣି ଋଣଭାର ନେଲା ଜଣେ ଚାଷୀଙ୍କ ଜୀବନ

କୋରାପୁଟ: କିଛି ଦିନ ତଳେ ଚାଷୀମାନେ ଆନ୍ଦୋଳନକୁ ଓହ୍ଲେଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ତତ୍ପରତା ମିଳିନଥିଲା | ତେବେ ଓଡିଶାରେ ସବୁଠାରୁ ଅଧିକ ଲୋକେ ଚାଷ ଉପରେ ନିର୍ଭର କରୁଥିଲେ ମଧ୍ୟ ଚାଷରେ ଅନେକ କ୍ଷତି ସହୁଥିବାର ଦେଖିବାକୁ ମିଳୁଛନ୍ତି | ବାଧ୍ୟ ହୋଇ...

ସହିଦ୍ ସ୍ତମ୍ଭ ନିକଟରେ ୧୦ଟି କଟା ପାପୁଲି ଠାବ

ଯାଜପୁର: ରାଜ୍ୟରେ ପ୍ରତ୍ୟେହ କିଛି ନା କିଛି ନୂଆ ଘଟଣା ଘଟୁଥିବାର ଦେଖିବାକୁ ମିଳୁଛି | ସେହିପରି ଆଜି ମଧ୍ୟ କିଛି ଅଦ୍ଭୁତ ଘଟଣା ଘଟିଥିବାର ଦେଖିବାକୁ ମିଳିଛି | କିଛି କଟା ହାତ ମିଳିଥିବାର ସବଚନା ମିଳିଛି | ତେବେ ଏହି କଟା ହାତ ଗୋଟେ...

ନିରଙ୍କାରୀ ଭବନରେ ବୋମା ବିସ୍ଫୋରଣ ଘଟି ୩ ମୃତ ୧୫ ଆହତ

ପଞ୍ଜାବ: ଅମୃତସରର ନିରଙ୍କାରୀ ଭବନରେ ବିସ୍ଫୋରଣ ଘଟି ୩ ଜଣଙ୍କ ମୃତ୍ୟୁ ଘଟିଛି । ଆଜି ପ୍ରାୟ ଦିନ ୧୨ଟାବେଳେ ଏହି ବିସ୍ଫୋରଣ ହୋଇଥିବା ଜଣାପଡିଛି । ଏହି ବିସ୍ଫୋରଣବେଳେ ସମୟର ନିରଙ୍କାରୀ ଭବନରେ ସତସଙ୍ଗ ଚାଲିଥିଲା। ଦୁଇଜଣ ଯୁବକ ବାଇକରେ ଆସି ବୋମା ପକାଇ ଫେରାର...

ଲୋକଙ୍କ ସୁଖଦୁଃଖରେ ଭାଗିଦାରୀ ହୁଅ: ନବୀନ

ଭୁବନେଶ୍ୱର: ରାଜ୍ୟରେ ମହିଳା ସଶକ୍ତିକରଣକୁ ବ୍ୟାପକ କରିବା ଓ ମହିଳାମାନଙ୍କ ସୁଖଦୁଃଖରେ ଭାଗିଦାରୀ ହୋଇ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସୁବିନିଯୋଗ କରିବା ପାଇଁ ଆଜି ବିଜୁ ଜନତା ଦଳ ରାଜ୍ୟ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ନବନିଯୁକ୍ତ ବିଜୁ ମହିଳା ଜନତା...

ଟାଙ୍ଗୀରେ ପରିବା ଗୋଦାମରେ ଅଗ୍ନିକାଣ୍ଡ

ଖୋର୍ଦ୍ଧା : ଆଜି ଟାଙ୍ଗୀରେ ଅଗ୍ନିକାଣ୍ଡ ଘଟି ଏକ ପରିବା ଗୋଦାମ ପୋଡି ପାଉଁଶ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ବଜାର ଅଚଂଳରେ ଏହି ପରିବା ଗୋଦାମରେ ଅଘଟଣ ଘଟିଛି। ସଟ୍ ସର୍କିଟ ଯୋଗୁ ଏହା ହୋଇଥିବାର ଖବର ଅନୁମାନ କରାଯାଉଛି । ଦମକଳ ବାହିନୀ ଘଟଣାସ୍ଥଳକୁ...

ନକ୍ସଲଙ୍କ ଅଡିଓ ଟେପକୁ ବିରୋଧୀ କରି ଲାଗିଲା ପୋଷ୍ଟର, “ଭୋକ ବିକଳରେ ତାଟିଆ କାମୁଡ଼ିବା ବନ୍ଦ କର”

ମୁନିଗୁଡ଼ା: ଶନିବାର ନକ୍ସଲଙ୍କ ତରଫରୁ ଜାରି କରାଯାଇଥିବା ଅଡିଓ ଟେପ୍‌କୁ ବିରୋଧ କରି ଆଜି ମୁନିଗୁଡ଼ା ବସ୍‌ଷ୍ଟାଣ୍ଡ, ପ୍ରାଥମିକ ବିଦ୍ୟାଳୟ ଓ ବସ୍‌ରେ ଏହି ପୋଷ୍ଟର ମରାଯାଇଛି । ସଂପୂର୍ଣ୍ଣ ହିଂସା ମୁକ୍ତ ଓଡ଼ିଆ ଅଭିଯାନର ଜିଲ୍ଲା କମିଟି ତରଫରୁ ଏହା କରାଯାଇଥିବାର ସୂଚନା ମିଳିଛି ।...