ଓୟୁଏଟି କୁଳପତିଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ ଦେଲେ ରାଜ୍ୟପାଳ

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର, ଓୟୁଏଟି ର କୁଳପତି ସୁରେନ୍ଦ୍ରନାଥ ପଶୁପାଳକଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ ପାଇଁ କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ନିର୍ଦ୍ଦେଶ ଦେଇଛନ୍ତି | ରାଜ୍ୟପାଳଙ୍କ ସଚିବ ଏନେଇ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ଚିଠି ଲେଖିଛନ୍ତି | 6 ସପ୍ତାହ ମଧ୍ୟରେ ଭିଜିଲାନ୍ସ ତଦନ୍ତ ଶେଷ କରି ଜଣାଇବା ପାଇଁ କୁହାଯାଇଛି | ଓଯୁଏଟିର ପୂର୍ବତନ ସହକାରୀ ରେଜିଷ୍ଟର କୁଳପତିଙ୍କ ବିରୋଧରେ ଦୁର୍ନିତୀ ରାଜ୍ୟପାଳଙ୍କୁ କହିଥିଲେ | ଏହି ଦୁର୍ନିତୀ ଅଭିଯୋଗକୁ ଭିତ୍ତି କରି ଭିଜିଲାନ୍ସ ତଦନ୍ତ ପାଇଁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଛନ୍ତି |

 

ମତାମତ ଦିଅନ୍ତୁ

Please enter your comment!
Please enter your name here