ପୁଣି ଥରେ ଓଲିଉଡର କାଷ୍ଟିଂ କାଉଚର ଖୁଲସା, ନିର୍ଦ୍ଦେଶକ ଓ ଅଭିନେତ୍ରୀ ହେଲେ ହାତାହାତି, ଦେଖନ୍ତୁ କିଏ ସେ….

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର: ଓଲିଉଡରେ ପ୍ରଳୟ ହୋଇଥିବାର ଖବର ମିଳୁଛି | ଜଣେ ଓଲିଉଡ ଅଭିନେତ୍ରୀ ଜଣେ ନିର୍ଦ୍ଦେଶକଙ୍କ ବିରୋଧରେ କାଷ୍ଟିଂ କାଉଚ ଏବଂ ମାନସିକ ନିର୍ଯ୍ୟାତନା ଅଭିଯୋଗ ଆଣିଥିବାର ଖବର ମିଳୁଛି | ଉକ୍ତ ଅବିନେତ୍ରୀ ଜଣଙ୍କ ହେଉଛନ୍ତି ଏଲସା ଓ ନିର୍ଦ୍ଦେଶକ ଜଣଙ୍କ ହେଉଛନ୍ତି ଦୀଲିପ ପଣ୍ଡା | ତେବେ ଅଡିଓ ରିଲିଜ ସମୟରେ ହାତାହାତି ହୋଇଥିଲେ ନିର୍ଦ୍ଦେଶକ ଏବଂ ଅଭିନେତ୍ରୀ । ଏପରି ଅଭାବନୀୟ ଘଟଣା ଘଟିଛି ଭୁବନେଶ୍ୱରର ଏକ ହୋଟେଲରେ । ଓଡିଆ ଚଳଚ୍ଚିତ୍ର “ତୁ ମୋ ସୁନା ଚଢେଇ”ର ଅଡିଓ ରିଲିଜ କାର୍ଯ୍ୟକ୍ରମରେ ଅଭିନେତ୍ରୀ ଏଲସା ନିର୍ଦ୍ଦେଶକଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ । ଏପରି କି ନିର୍ଦ୍ଦେଶକଙ୍କ ସାମ୍ନାରେ ଗଣମାଧ୍ୟରେ ବିଷେଦଗାର ମଧ୍ୟ କରିଥିଲେ । ଏହାକୁ ନେଇ ଉଭୟ ନାୟିକା ଏବଂ ନିର୍ଦ୍ଦେଶକ ହାତାହାତି ହୋଇଥିଲେ । କେହି କିଛି ବୁଝିବା ଆଗରୁ ଏଲସା ଜୋରରେ ପାଟି କରିଥିଲେ । ଯାହା ସେଠାରେ ଉପସ୍ଥିତ ଥିବା ଦର୍ଶକ ଏବଂ ଅନ୍ୟ ଅଭିନେତା ଏବଂ ଅଭିନେତ୍ରୀଙ୍କୁ କାବା କରିଥିଲା । ତେବେ କିଛି ଦିନ ହେଲା ବଲିଉଡରେ ମି ଠୁ ଜରିଆରେ ନିର୍ଦ୍ଦେଶକଙ୍କ ଟାରୁ ଆରମ୍ଭ କରି ଅଭିନେତାଙ୍କ ପର୍ଯ୍ୟନ୍ତ ସମସ୍ତ କଳା ଫର୍ଦ୍ଦାଫାଶ କରୁଥିବା ବେଳେ ଆଜି ଓଡିଶାରେ ଜଣେ ଅଭିନେତ୍ରୀଙ୍କ ଏପରି ପ୍ରୟାଶ ଓ ସାହସିକତା ପାଇଁ ତାଙ୍କୁ ପ୍ରଶଂସା ମିଳୁଥିବାର ଦେଖିବାକୁ ମିଳୁଛି | ତେବେ ଉକ୍ତ ଗଣ୍ଡୋଗୋଳର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଚର୍ଚ୍ଚା ଜୋର ଧରିଛି ।

 

3 ମତାମତ ଦିଅନ୍ତୁ

  1. Hey I am so thrilled I found your web site, I really found you by error,
    while I was browsing on Google for something else, Regardless I am here
    now and would just like to say thank you for a marvelous post and a all round entertaining blog (I also
    love the theme/design), I don’t have time to go
    through it all at the moment but I have saved it and also
    added your RSS feeds, so when I have time I will be back to read much more,
    Please do keep up the fantastic work.

  2. I could not resist commenting. Very well written! It is perfect time to
    make some plans for the future and it’s time to be happy.

    I have read this post and if I could I wish to suggest you some
    interesting things or tips. Maybe you can write next articles referring to this article.
    I want to read even more things about it!
    Ahaa, its good discussion concerning this article at
    this place at this webpage, I have read all that, so at this time me also commenting here.
    http://www.cspan.net

  3. Hi, I read your blog on a regular basis. Your writing style is witty, keep doing
    what you’re doing! Wow, this article is nice, my
    younger sister is analyzing such things, therefore I am going to
    inform her. Woah! I’m really loving the template/theme of this site.
    It’s simple, yet effective. A lot of times it’s challenging to get that “perfect balance” between superb usability and visual appearance.

    I must say you’ve done a amazing job with this.

    Additionally, the blog loads very fast for me on Firefox.
    Superb Blog! http://foxnews.co.uk

ମତାମତ ଦିଅନ୍ତୁ

Please enter your comment!
Please enter your name here