You are here
Home > ଅଧିକ ଖବର > କେରଳ ବନ୍ୟା ପୀଡ଼ିତଙ୍କୁ ଓଡ଼ିଶା ଦେଲା ୫ କୋଟି

କେରଳ ବନ୍ୟା ପୀଡ଼ିତଙ୍କୁ ଓଡ଼ିଶା ଦେଲା ୫ କୋଟି

ଭୁନନେଶ୍ୱର: କେରଳରେ ଦେଖାଦେଇଥିବା ପ୍ରୟଙ୍କରୀ ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବହୁ ଲୋକ ମୃତାହାତ ହୋଇଛନ୍ତି । ଏଣୁ ଓଡ଼ିଶା ସରକାର କେଳରକୁ ୫କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ଏଥିନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ କେରଳ ସରକାରଙ୍କୁ ଏହି ଅର୍ଥ ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି ।

Loading...
ONA

Leave a Reply

Top