୪ ଜିଲ୍ଲାର ଜିଲ୍ଲାପାଳ ବଦଳିଲେ

1

ଭୁବନେଶ୍ୱର : ରାଜ୍ୟ ସରକାର ଶନିବାର ଆଇଏଏସ ସ୍ତରରେ ଏକ ଛୋଟ ଧରଣର ଅଦଳ ବଦଳ କରିଛନ୍ତି । ଓଡ଼ିଶାର ୪ ଜିଲ୍ଲାପାଳଙ୍କ ବଦଳି କରିଛନ୍ତି ରାଜ୍ୟ ସରକାର। ମୟୁରଭଞ୍ଜ,ନୟାଗଡ, କେନ୍ଦୁଝର ଓ ବଲାଙ୍ଗିର ଜିଲ୍ଲାପାଳଙ୍କ ଭିତରେ ଅଦଳ ବଦଳ ହୋଇଛି । ସୁନ୍ଦରଗଡ଼ ଜିଲ୍ଲାପାଳ ଭାବେ ସୁରେନ୍ଦ୍ର କୁମାର ମୀନାଙ୍କୁ ଦାୟିତ୍ୱ ମିଳିଥିବା ବେଳେ ଏନ୍‌. ତିରୁମାଲା ନାୟକ ହୋଇଛନ୍ତି ନୟାଗଡ଼ ଜିଲ୍ଲାପାଳ। ସେହିପରି ଅରିନ୍ଦମ ଡାକୁଆ ବଲାଙ୍ଗୀରର ଜିଲ୍ଲାପାଳ ଭାବେ ନିଯୁକ୍ତ ହୋଇଛନ୍ତି । ମୟୂରଭଞ୍ଜ ଜିଲ୍ଲାର ଜିଲ୍ଲାପାଳ ଦାୟିତ୍ୱ ବିନୀତ ଭରଦ୍ୱାଜଙ୍କୁ ମିଳିଛି।

LEAVE A REPLY

Please enter your comment!
Please enter your name here