ବାଲୁକାଶିଳ୍ପୀ ସୁଦର୍ଶନଙ୍କୁ ଲଳିତକଳା ଏକାଡେମୀର ସଭାପତି ଦାୟିତ୍ୱ

0
1

ଭୁନନେଶ୍ୱର: ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କୁ ରାଜ୍ୟ ସରକାର ଆଜି ଲଳିତକଳା ଏକାଡେମୀର ସଭାପତି ଭାବେ ନିଯୁକ୍ତ କରିଛନ୍ତି । ସୁଦର୍ଶନ ଜଣେ ବାଲୁକା ଶିଳ୍ପୀ ଭାବେ କେବଳ ରାଜ୍ୟ କି ଦେଶର ନୁହେଁ ଅନ୍ତର୍ଜାତୀୟ ସ୍ତରରେ ବେଶ ସୁନାମ ଅର୍ଜନ କରିଛନ୍ତି । ବିଦେଶରେ ବି ତାଙ୍କ ବାଲୁକା କଳର ଆଦର ରହିଛି । ତାଙ୍କଭଳି ଜଣେ ସୁନାମଧନ୍ୟ ଶିଳ୍ପୀଙ୍କୁ ସରକାର ଏକାଡେମୀର ଦାୟିତ୍ୱ ଦେଇଥିବରୁ ଏହାକୁ ନେଇ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।

LEAVE A REPLY

Please enter your comment!
Please enter your name here