ସେପଟେମ୍ବର ୪ରୁ ବିଧାନସଭା ବର୍ଷା ଅଧିବେଶନ

ଭୁନନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆସନ୍ତା ସେପ୍ଟେମ୍ବର ୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହି ଅଧିବେଶନ ୨୦ ତାରିଖଯାଏ ଚାଲିବ । ୧୧ ଦିନ ପାଇଁ କାର୍ଯ୍ୟଦିବସ ଅନୁଷ୍ଠିତ ହେବ । ଏଥିରେ ପ୍ରଥମ ଅତିରିକ୍ତ ଖର୍ଚ୍ଚଦାବି ଆଗତ ହେବ । ୨୦୧୮-୧୯ ପାଇଁ ଏହି ଅତିରିକ୍ତ ଖର୍ଚ୍ଚଦାବି ଉପସ୍ଥାପିତ ହେବ ଏବଂ ୧୭ରେ ଅତିରିକ୍ତ ବ୍ୟୟମଞ୍ଜୁର ବିଲ ଆସିବ ।