You are here
Home > ବଡ଼ଖବର > ମୋଦି ଓ ବିଜେପିକୁ ନିରଞ୍ଜନଙ୍କ କଟାକ୍ଷ

ମୋଦି ଓ ବିଜେପିକୁ ନିରଞ୍ଜନଙ୍କ କଟାକ୍ଷ

ଭୁବନେଶ୍ୱର: ଧାନର ସର୍ବନିମ୍ନ ସହାୟକ ମୂଲ୍ୟକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି । ନେତାଙ୍କର ବୟାନବାଜୀ ଜାରିରହିଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଚାଷୀଙ୍କ ପାଇଁ କେନ୍ଦ୍ର କୁମ୍ଭୀର କାନ୍ଦଣା କାନ୍ଦୁଛି ବୋଲି କହିଥିଲେ । ଏବେ ଟ୍ୱିଟ୍କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର ଚାଷୀଙ୍କୁ ଏନ୍ଏସ୍ପିରେ ପ୍ରତାରିତ କରିଛନ୍ତି । ଆଉ ସମାଲୋଚନା କରି କହିଛନ୍ତି ମୋଦି ଓ ବିଜେପି ପାଇଁ ଏମ୍ଏସ୍ପି ହେଉଛି ‘ଏମ୍-ଇନିମୁମ୍ ଏସ୍-ଅଛି ପି-ର୍ଟି’ ।

Loading...
ONA

Leave a Reply

Top