ନୀଳଗିରି ୪ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଘଟଣା : ଅଭିଯୁକ୍ତ ନିତ୍ୟଚନ୍ଦନ ଗିରଫ

ବାଲେଶ୍ବର : ବାଲେଶ୍ବର ନୀଳଗିରିରେ ଚକୋଲେଟ ଲୋଭ ଦେଖାଇ ୪ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଘଟଣାର ଅଭିଯୁକ୍ତ ନିତ୍ୟଚନ୍ଦନ ଜେନାଙ୍କୁ ଗିରଫ କରିଛି ପୋଲିସ । ନିତ୍ୟଚନ୍ଦନଙ୍କୁ ନୀଳଗିରି ପୋଲିସ ଭଦ୍ରକରୁ ଗିରଫ କରିଛି । ସେପଟେ ପୀଡିତା ନାବାଳିକାର ୧୬୪ ରେ ବୟାନ ରେକଡ କରାଯାଇଛି । ଘଟଣାର ୩ ଦିନ ବିତିପରେ ଅଭିଯୁକ୍ତକୁ ଧରିଛି ପୋଲିସ । ଏଯାଏ ଅଭିଯୁକ୍ତ ଗିରଫ ହୋଇନି । ଗଲା ୧୩ ତାରିଖର ଘଟଣା ଘଟିଥିଲା । ନା ବାଳିକାକୁ ଚକୋଲେଟ ଦେଇ ନିଜ ଘରକୁ ଡାକିନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

LEAVE A REPLY

Please enter your comment!
Please enter your name here