‘ଦ କପିଲ୍‌ ଶର୍ମା ସୋ ସିଜିନ୍‌-୨’ର ଭିଡିଓ ହେଲା ଭାଇରାଲ, ଦେଖନ୍ତୁ ଏହି ଭିଡିଓରେ..

https://www.facebook.com/nnsodia/videos/267154983995629/?t=5

ମୁମ୍ବାଇ: ପୁଣି ଥରେ ସୋନି ଟିଭିରେ ଆରମ୍ଭ ହେବାକୁ ଯାଉଛି ‘ଦ କପିଲ୍‌ ଶର୍ମା ସୋ ସିଜିନ୍‌-୨’ । ଲୋକପ୍ରିୟ କମେଡି କିଙ୍ଗ୍‌ କପିଲ୍‌ ଶର୍ମାଙ୍କ ସୋ’ ଟିଭିରେ ଚାଲିଲା ବେଳେ ଅଧାରୁ ଅଧିକାଂଶ ଲୋକ କାମ ଛାଡ଼ି ଟିଭି ଆଗରେ ବସୁଥିବାର ଦେଖିବାକୁ ମିଳେ । ତେବେ, ଏହି ସୋ’ ପାଇଁ ସୋନି ଟିଭି ପକ୍ଷରୁ ଏକ ଭାବପ୍ରବଣ ଭରା ପ୍ରମୋସ୍‌ନାଲ୍‌ ଭିଡିଓ ପ୍ରସ୍ତୁତ କରାଯାଇଛି । ଯାହା ପୂରା ଜୋରସୋରରେ ବାଇରାଲ ହେବାରେ ଲାଗିଛି | ଭିଡିଓଟିରେ ଦେଖିବାକୁ ମିଳିଛି ଯେ କପିଲଙ୍କ ସୋ’ ଆରମ୍ଭ ହେଲେ ଜେଜେ-ନାତି ଏକତ୍ର ଦିଶନ୍ତି, ଜାତି ଓ ସଂପ୍ରଦାୟ ନିର୍ବିଶେଷରେ ଲୋକେ ଏକାଠି ବସନ୍ତି, ପରିବାର ଭିତରେ ହସର ଲହରୀ ଖେଳେ, ହସି ହସି ରୋଗୀକୁ ଉପଶମ ମିଳୁଥିବା ବେଳେ ରାସ୍ତାଘାଟ ସବୁଠି ଦିଶେ କପିଲଙ୍କ ସୋ’ର ପ୍ରଭାବ । ତେବେ ବାକି ରହିଲା ଦେଖିବାକୁ କପିଲଙ୍କ ଏହି ଶୋ କେତେ ମାଇଲେଜରେ ବଢୁଛି |

27 ମତାମତ ଦିଅନ୍ତୁ

ମତାମତ ଦିଅନ୍ତୁ

Please enter your comment!
Please enter your name here