ଆଇପିଏଲ ଟି-୨୦: ଆଜି ମୁମ୍ବାଇ-ହାଇଦ୍ରାବାଦ ଟକ୍କର

1

ହାଇଦ୍ରାବାଦ: ଆଇପିଏଲ ଟି-୨୦ ର ଆଜିର ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଭେଟୁଛି ସନରାଇଜର୍ସ ହାଇଦ୍ରାବାଦକୁ । ଉଭୟ ଟିମ ଶକ୍ତିଶାଳୀ ଥିବାରୁ ଏହି ମ୍ୟାଚଟି ବେଶ୍ ରୋଚକ ହୋଇପାରିବ ବୋଲି ଅନୁମାନ କରାଯାଉଛି ।

ରୋହିତ ଶର୍ମାଙ୍କ ମୁମ୍ବାଇ ଦଳ ହାଇଦ୍ରାବାଦକୁ ଏହି ମ୍ୟାଚରେ ପରାସ୍ତ କରି ପଏଣ୍ଟ ତାଲିକାର ଉପରକୁ ଉଠିବାକୁ ଚେଷ୍ଟା କରିବ । ତେବେ କେନ ୱିଲିୟମସଙ୍କ ହାଇଦ୍ରାବାଦ ଦଳ ଏହି ମ୍ୟାଚରେ ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବାକୁ ଅଷ୍ଟ୍ରେଲିୟ କୋଚ ଟମ୍ ମୁଡ଼ି କହିଛନ୍ତି ।

LEAVE A REPLY

Please enter your comment!
Please enter your name here