ଫଟୋସୁଟ୍ ଲାଗି ମଡ଼େଲ ଖୋଲିଦେଲେ ସବୁ ପୋଷାକ !

ମୁମ୍ବାଇ: କିଛି ନା କିଛି କାରନାମା ଲାଗି ଭାରତୀୟ ମଡ଼େଲ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଏବେ ଜଣେ ସୁପର ମଡ଼େଲ ଫଟୋ ସୁଟ୍ ବେଳେ ନିଜ ଦେହରୁ ସବୁତକ ପୋଷାକ ଖୋଲିଦେଇ ବେଶ୍ ଚର୍ଚ୍ଚିତ ହୋଇ ପଡ଼ିଛନ୍ତି । ସେ ଆଉ କେହି ନୁହଁନ୍ତି, ସେ ହେଲେ ଚର୍ଚ୍ଚିତ ସୁନ୍ଦରୀ ମଡ଼େଲ ଜନତୀ ହଜାରିକା ।

ଜନତୀ ହଜାରିକା । ଟପ ଟେନ ଭାରତୀୟ ସୁପର ମଡ଼େଲ । ୨୦୧୪ ଫେମିନା ମିସ ଇଣ୍ଡିଆ ଫାଇନାଲ କଣ୍ଟେଷ୍ଟାଣ୍ଟ । ଏହି ଆସାମୀ ରୂପସୀ ମଡ଼େଲ ଜଣଙ୍କ ତାଙ୍କର କେତୋଟି ଖୋଲାଖୋଲି ନଗ୍ନ ଫଟୋ ସୁଟ୍ ଲାଗି ଏବେ ସୋସିଆଲ ମିଡ଼ିଆ ତଥା ପ୍ରମୁଖ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିବାରେ ଲାଗିଛନ୍ତି ।

ଏହି ଚୁଲବୁଲି ମଡ଼େଲ ଜଣକ କ୍ୟାମେରା ଆଗରେ ନିଜ ନଗ୍ନ ଦେହକୁ ପ୍ରକାଶିତ କରିବାକୁ ଆଦୌ କୁଣ୍ଠାବୋଧ କରିନଥିଲେ । ତେବେ ଫଟୋସୁଟ୍ ଲାଗି ନିଜକୁ ସମ୍ପୂର୍ଣ୍ଣ ନଗ୍ନ କରିଦେଇ ଏହି ଯୁବତୀ ଜଣକ ଭାରତୀୟ ମଡ଼େଲିଂ ଜଗତରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛନ୍ତି ।

LEAVE A REPLY

Please enter your comment!
Please enter your name here