You are here
Home > ଲାଇଫ୍ ଷ୍ଟାଇଲ୍ > କାଟ୍ରିନାଙ୍କୁ ଦୁର୍ବ୍ୟବହାର

କାଟ୍ରିନାଙ୍କୁ ଦୁର୍ବ୍ୟବହାର

ନୂଆଦିଲ୍ଲୀ: ବଲିଉଡର ଖ୍ୟାତନାମା ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କୁ କାନାଡ଼ାରେ ନିକଟରେ ଦୁର୍ବ୍ୟବହାର କରାଯାଇଥିବା ଖବର ସାମ୍ନାକୁ ଆସିଛି । କ୍ୟାଟ୍ରିନା ସୁପରଷ୍ଟାର ସଲମାନ ଖାନ୍ଙ୍କ ସହିତ “ଦବଙ୍ଗ’ ଟୁର୍ରେ ସପ୍ତାହକ ପୂର୍ବରୁ କନାଡାର ଭେଙ୍କୋୟାରେ ପହଞ୍ôଚଥିଲେ । ସେ କାର୍ରେ ବସିବାକୁ ଯାଉଥିବା ବେଳେ କେତେକ ପ୍ରଶଂସକ ତାଙ୍କ ସହ ସେଲ୍ଫି ନେବାକୁ ଅନୁରୋଧ କରିଥିଲେ । କ୍ୟାଟ୍ରିନା ବ୍ୟସ୍ତ ଥିବା କହିବା ଜଣେ ମହିଳା ତାଙ୍କୁ ବ୍ୟବହାର ଠିକ୍ କରିବାକୁ କହିଥିଲେ । ଏହାପରେ ସେଠାରେ ଉପସ୍ଥିତ କିଛି ଯୁବକ ଯୁମତୀ ଆମେ ସଲ୍ମାନଙ୍କୁ ଦେଖିବାକୁ ଆସିଛୁ, ତୁମକ ଦେଖିବାକୁ ଚାହୁଁନାହୁଁ ବୋଲି କହିଥିଲେ । ଏହାକୁ ନେଇ କ୍ୟାଟ୍ରିନା ଏବଂ ଫ୍ୟାନ୍ଙ୍କ ମଧ୍ୟରେ କଥା କାଟାକଟି ହୋଇଥିଲା

Loading...
ONA

Leave a Reply

Top