ପୁଣି ଯୌନ ନିର୍ଯ୍ୟାତନା ମାମଲାରେ ଫଶିଲେ ବଲିଉଡର ଏହି ସିଙ୍ଗର, ଦୁବାଇରେ ଥାନାରେ ଚାଲିଛି ପଚରାଉଚରା, ଦେଖନ୍ତୁ କିଏ ସେ….

https://www.facebook.com/nnsodia/videos/267154983995629/?t=5

ନୂଆଦିଲ୍ଲୀ: ବଲିଉଡରେ ପୁଣି ଏକ ଯୌନ ନିର୍ଯ୍ୟାତନା ମାମଲାରେ ଅଭିଯୋଗ ଆସିଛି | ତେବେ ଏଥର କୌଣସି ଅଭିନେତା କିମ୍ବା ଅଭିନେତ୍ରୀଙ୍କୁ ବିରୋଧରେ ନୁହେଁ ଏତର ଯୌନ ନିର୍ଯ୍ୟାତନା ମାମଲା ଆସିଛି ଜଣେ ସିଙ୍ଗରଙ୍କ ବିରୋଧରେ | ସେ ଆଉ କେହିଁ ନୁହଁନ୍ତି ସେ ହେଉଛନ୍ତି ବଲିଉଡର ଜଣାଶୁଣା ଓ ପ୍ରସିଦ୍ଧ ସିଙ୍ଗର ମିକା ସିଂ | ତେବେ ମିକା ସିଁ ବିରୋଧରେ ଏହା ପ୍ରଥମ ଅଭିଯୋଗ ନୁହେଁ | ପୂର୍ବରୁ ତାଙ୍କ ବିରୋଧରେ ଅନେକ ବାର ଏପରି ଅଭିଯୋଗ ଆସିଛି | ବର୍ଷ ୨୦୧୬ରେ ମୁମ୍ବାଇର ଜଣେ ମଡେଲ ମିକାଙ୍କ ବିରୁଦ୍ଧରେ ନିର୍ଯ୍ୟାତନା ଅଭିଯୋଗ ଆଣିଥିଲେ । ଏହା ପୂର୍ବରୁ ଦିଲ୍ଲୀରେ ଏକ ଇଭେଣ୍ଟ ସମୟରେ ଜଣେ ଡାକ୍ତରଙ୍କ ଉପରକୁ ହାତ ଉଠାଇଥିବା ପାଇଁ ତାଙ୍କୁ ଗିରଫ କରାଯାଇଥିଲା । ପୂର୍ବରୁ ରାକ୍ଷୀ ସାୱନ୍ତକୁ ପବ୍ଲିକ ପ୍ଲେସରେ ଚୁମ୍ପନ ଦେଇ ଅଡୁଆରେ ପଡ଼ିଥିଲେ ମିକା । ତେବେ ଏଥର ଯୌନ ନିର୍ଯାତନା ମାମଲାରେ ତାଙ୍କୁ ଦୁବାଇରେ ଗିରଫ କରାଯାଇଥିବା ଅଭିଯୋଗ ହୋଇଛି ।ସୁଚନାରୁପ୍ରକାଶ, ଜଣେ ୧୭ ବର୍ଷୀୟ ବ୍ରାଜିଲିଆନ୍ ଯୁବତୀଙ୍କୁ ଅଶାଳୀନ ଫଟୋ ପଠାଇବା ଅଭିଯୋଗରେ ମିକାଙ୍କୁ ୟୁଏଇ ପୁଲିସ ଅଟକ ରଖିଛି । ଦୁବାଇକୁ ବଲିଉଡ୍ ନାଇଟ୍ କାର୍ଯ୍ୟକ୍ରମ ଲାଗି ମିକା ସିଂ ଯାଇଥିଲେ । ସେଠି ଏହି ଯୁବତୀ ଜଣଙ୍କୁ ଅଶାଳୀନ ଫଟୋ ପଠାଇଥିବା ଅଭିଯୋଗ ହୋଇଛି । ଏନେଇ ମହିଲା ଜଣଙ୍କ ଥାନରେ ଅଭିଯୋଗ କରିବା ପରେ ମିକାଙ୍କୁ

ପୁଲିସ୍ ଅଟକ ରଖିଥିଲା । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ବୁଧବାର ରାତି ୩ଟାରୁ ମିକାକୁ ଅଟକ ରଖିଥିଲା ପୁଲିସ୍ ଏବଂ ପରେ ଗିରଫ କରିଛି । ଏହି ମାମଲାରେ ପୁଲିସ ତାଙ୍କୁ ଜେରା ମଧ୍ୟ କରିଛି । ମିକାଙ୍କ ଏଭଳି ବିବାଦ ସହିତ ପୂର୍ବରୁ ଅନେକ ସଂପର୍କ ରହିଛି ।

 

6 ମତାମତ ଦିଅନ୍ତୁ

  1. However, so that you can redeem the chips you have to head to cashier cage, because chips can’t be redeemed on the gaming table.

    Stories about people who sat down at their first roulette
    wheel and cleaned the table are extremely rare and happenstance at that.
    Did you know today visiting an internet casino is one in the
    hottest web based activities.

  2. I’ve been surfing online more than 4 hours today, yet
    I never found any interesting article like yours. It
    is pretty worth enough for me. Personally, if all site owners and bloggers made good content as you did,
    the net will be a lot more useful than ever before. I couldn’t
    resist commenting. Exceptionally well written! Hi! I’ve been following your
    site for a long time now and finally got the courage to go
    ahead and give you a shout out from Kingwood Tx! Just wanted to say keep
    up the excellent job! http://www.cspan.net

ମତାମତ ଦିଅନ୍ତୁ

Please enter your comment!
Please enter your name here