ଚିଟଫଣ୍ଡ ଠକେଇ ମାମଲା: ସାଂସଦ ରାମଚନ୍ଦ୍ର ହାଂସଦାଙ୍କ ଜାମିନ ଆବେଦନ ଖାରଜ

1

କଟକ: ମୟୁରଭଞ୍ଜ ଲୋକସଭା ସାଂସଦ ରାମଚନ୍ଦ୍ର ହାଂସଦାଙ୍କୁ ଜାମିନ ମିଳିଲା ନାହିଁ । ନବଦିଗନ୍ତ ଚିଟଫଣ୍ଡ ଠକେଇ ମାମଲାରେ ଛନ୍ଦି ହୋଇ ପଡ଼ିଥିବା ସାଂସଦ ରାମଚନ୍ଦ୍ର ହାଂସଦା ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ । ତାଙ୍କର ଜାମିନ ଆବେଦନ ଶୁଣାଣି କରି ହାଇକୋର୍ଟ ଖାରଜ କରିଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here