ଓଡ଼ିଶାରେ ଆରମ୍ଭ ହେବ ମହିଳା ଅଧିକାର ପଦଯାତ୍ରା: ସୁସ୍ମିତା

ଭୁବନେଶ୍ୱର: ଓଡ଼ିଶାରେ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ମହିଳା ଅଧିକାର ପଯାତ୍ରା । ଏନେଇ ସର୍ବଭାରତୀୟ ମହିଳା କଂଗ୍ରେସ ସଭାନେତ୍ରୀ ସୁସ୍ମିତା ଦେବ କହିଛନ୍ତି । ସେ ମଧ୍ୟ ଆଜି ଭୁବନେଶ୍ୱରରେ ଆସି ପହଂଚିଛନ୍ତି । ମହିଳା ସୁରକ୍ଷା ପ୍ରତି ନଜର ରଖିବ ଏବଂ ଆଗାମୀ ଦିନରେ ଏହାକୁ ପ୍ରସଙ୍ଗ କରିବ ବୋଲି କହିଛନ୍ତି ସୁସ୍ମିିତା । ସେ ଆହୁରି ମଧ୍ୟ କହିଛନ୍ତି ଯେଉଁ ମହିଳାମାନେ ପାର୍ଟି ପାଇଁ ବୁଥ ସ୍ତରମାନଙ୍କରେ କାମ କରିଛନ୍ତି ସେମାନଙ୍କୁ ଆଗାମୀ ନିର୍ବାଚନରେ ଅଗ୍ରାଧିକାର ଦିଆଯିବ ବୋଲି ତାଙ୍କ ପ୍ରତିକ୍ରୀୟାରେ ସୁସ୍ମିତା କହିଛନ୍ତି ।

ପିପିଲି ଗଣଦୁର୍ଷ୍କମ ରାୟ ଉପରେ ମହାରଥୀଙ୍କ ମନ୍ତବ୍ୟକୁ ନେଇ ଇସ୍ତଫା ଦାବି କଲା କଂଗ୍ରେସ