କାଳିଆ ଯୋଜନାକୁ ଚାଷୀ ସଙ୍ଗଠନ କହିଲା କଳାତ୍ମକ ଯୋଜନା

ଭୁନନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଚାଷୀଙ୍କ ପାଇଁ ୧୦ ହଜାର କୋଟି ଟଙ୍କାର “କାଳିଆ” ଯୋଜନା ଘୋଷଣା କରିଛନ୍ତି । ଏଥିରେ ଚାଷୀମାନଙ୍କ ପାଇଁ ଅନେକ ସୁବିଧା ସୁଯୋଗ ରହିଛି ଏବଂ ସବୁ ଶ୍ରେଣୀର ଚାଷୀ ଏଥିରେ ଉପକୃତ ହୋଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ଯୁକ୍ତି ରଖିଛନ୍ତି । କିନ୍ତୁ ରାଜ୍ୟର ପ୍ରମୁଖ ଚାଷୀ ସଙ୍ଗଠନ ନବ ନିର୍ମାଣ କୃଷକ ସମିତି ସରକାରଙ୍କ ଏହି ଯୋଜନାକୁ କଡ଼ା ସମାଲୋଚନା କରିଛନ୍ତି । ତତ୍ସଲ୍ୟ କରି ଏହି ଯୋଜନାର … Continue reading କାଳିଆ ଯୋଜନାକୁ ଚାଷୀ ସଙ୍ଗଠନ କହିଲା କଳାତ୍ମକ ଯୋଜନା