ବେଆଇନ ଉଡାଣ ଅଭିଯୋଗରେ ବୈଜୟନ୍ତ ପଣ୍ଡାଙ୍କ ସୋସିଆଲ ମିଡିଆରେ ପତିକ୍ରିୟା

ବେଆଇନ ଉଡାଣକୁ ନେଇ ଏବେ ବିବାଦକୁ ଆସିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣଅଡାନ । ହେଲି କ୍ୟାପଟର ବୋଇନ ଉଡାଣ କୁ ନେଇ ବିବାଦକୁ ଆସିଛନ୍ତି । ତାହା ସହ ତାଙ୍କ ସହଯାତ୍ରୀ ଅଭିଜିତ ଆୟର ମିତ୍ର କୋଣାର୍କ ମନ୍ଦିର ,ଓଡିଶା ଓ ଜଗନ୍ନାଥଙ୍କୁ ନେଇ ରଖିଥିବା ପତିକ୍ରିୟା ବି ବୈଜୟନ୍ତଙ୍କ ଲାଗି ଅଡୁଆ ବଢାଇଛି । ବିଧାନସଭା ଠୁ ଆରମ୍ଭ କରି ସାରା ରାଜ୍ୟରେ ଏନେଇ ପତିକ୍ରିୟା ପ୍ରକାଶ ପାଇଛି । ବୈଜୟନ୍ତ ଓ ଆୟରଙ୍କ ଗିରଫ ଦାବି ହେଉଛି । ମାମଲା ରୁଜ୍ଜୁ କରି ପୋଲିସ ତଦନ୍ତ କରୁଥିବାବେଳେ ମୁହଁ ଖୋଲିଛନ୍ତି ବୈଜୟନ୍ତ । ଗଣ ମାଧ୍ୟମରେ ନୁହେଁ ସୋସିଆଲ ମିଡିଆରେ ତାଙ୍କ ପତିକ୍ରିୟା ରଖିଛନ୍ତି । ସଫେଇରେ କହିଛନ୍ତି ସେ ବେଆଇନ କରି ନାହାନ୍ତି । ସେହିପରି ଆୟରଙ୍କ ମତକୁ ମଧ୍ୟ ସେ ଗ୍ରହଣ କରୁ ନାହାନ୍ତି ବୋଲି କହିଛନ୍ତି ।

ଶୁଣନ୍ତୁ କଣ କହିଛନ୍ତି ଜୟ ।

 

LEAVE A REPLY

Please enter your comment!
Please enter your name here