ବିଜେପି ମୋ ପ୍ରସ୍ତାବରେ ରାଜି ହେଲେ ମିଶିବି: ଦାମ

Share on FacebookShare on TwitterShare on Linkedin ଭୁବନେଶ୍ୱର: ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ଏବେ ବିଜେପି ମୁହାଁ ହୋଇଛନ୍ତି । ଏକଦା ଯେଉଁ ନେତା ତାଙ୍କ ପାରାଦୀପ ଅଂଚଳ ଲୁଣି ପାଣି ବୋଲି କହି ପଦ୍ମ ସେଠାରେ ଫୁଟିପାରିବ ନାହିଁ ବୋଲି କହୁଥିଲେ ଏବେ ସେ ସମ୍ପୂର୍ଣ୍ଣ ଓଲଟି ଯାଇଛନ୍ତି । ସେ ଚାହିଁଲେ ପଦ୍ମ ଫୁଟାଇ ପାରିବେ ବୋଲି କହିଛନ୍ତି । ଲୁଣି ପାଣିକୁ ସେ କିଭଳି ଭାବରେ ମଧୁର କରି … Continue reading ବିଜେପି ମୋ ପ୍ରସ୍ତାବରେ ରାଜି ହେଲେ ମିଶିବି: ଦାମ