କେମିତି କଟିବ ଆଜିର ଦିନ, ପଢି ନିଅନ୍ତୁ ଆପଣଙ୍କର ରାଶିଫଳ…

ଭୁବନେଶ୍ୱର: ଆଜି ହେଉଛି ଶୁକ୍ରବାର | ଆଜି କେଉଁ ରାଶିର ଲୋକଙ୍କ ପାଇଁ କେଉଁ କାମ କଲେ ଶୁଭ ତାହା ଜାଣି ନିଅନ୍ତୁ |
ମେଷ: ଏହି ରାଶିର ଲୋକଙ୍କ ପାଇଁ ଦିନଟି ଭଲରେ କଟିବ । ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସଫଳତା ପାଇବେ । ପରିବାରରେ ହସଖୁସିର ବାତାବରଣ ରହିବ ।
ବୃଷ: ଏହି ରାଶିର ଲୋକେ ତାଙ୍କ ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ କରିପାରନ୍ତି । ଦୂରସ୍ଥାନକୁ ଯାତ୍ରା କରିବାକୁ ଯୋଜନା କରିପାରନ୍ତି । ଏଥିସହ ଶତ୍ରୁଙ୍କ ଠାରୁ ଦୂରେଇ ରୁହନ୍ତୁ ।
ମିଥୁନ: ଏହି ରାଶିର ବ୍ୟକ୍ତିଙ୍କର ଶରୀର ସୁସ୍ଥ ରହିବ । କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ । ସ୍ୱାଦିଷ୍ଟ ଖାଦ୍ୟ ଖାଇପାରନ୍ତି ।
କର୍କଟ: ଏହି ରାସିର ବ୍ୟକ୍ତି ଅଧିକ ପରିଶ୍ରମ କରିବେ । ପେଟରେ ଯନ୍ତ୍ରଣା ଅନୁଭବ କରିପାରନ୍ତି । କାର୍ଯ୍ୟାଳୟରେ ସହକର୍ମୀଙ୍କ ସହଯୋଗ ମିଳିବ ।
ସିଂହ: ସମ୍ପୃକ୍ତ ରାଶିର ବ୍ୟକ୍ତିଙ୍କ ବେଳା ଭଲ ନାହିଁ | ଜଗିରଖି ଚଳନ୍ତୁ । କୌଣସି କଥାକୁ ନେଇ ଚିନ୍ତିତ ରହିବେ । ବୌଦ୍ଧିକ ଚର୍ଚ୍ଚାଠାରୁ ଦୂରେଇ ରୁହନ୍ତୁ ।
କନ୍ୟା: ଭାଗ୍ୟ ବୃଦ୍ଧି ହେବ । ଅପରାହ୍ଣ ପରେ ଚିନ୍ତିତ ରହିବେ । ମାଆଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଜଳାଶୟ ଠାରୁ ଦୂରେଇ ରୁହନ୍ତୁ ।
ତୁଳା: ସମ୍ପୃକ୍ତ ରାଶିର ବ୍ୟକ୍ତିଙ୍କ ଅସୁସ୍ଥ ଅନୁଭବ କରିବେ । କଥା ଉପରେ ନିୟନ୍ତ୍ରଣ ରଖନ୍ତୁ । ନକାରାତ୍ମକ ଚିନ୍ତା ଠାରୁ ଦୂରେଇ ରୁହନ୍ତୁ ।
ବିଚ୍ଛା: ଏହି ରାଶିର ବ୍ୟକ୍ତିଙ୍କୁ ଶୁଭ ଖବର ଶୁଣି ପାରନ୍ତି । ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ । ନୂତନ କାର୍ଯ୍ୟରେ ଯୋଗ ଦେଇ ପାରନ୍ତି ।
ଧନୁ: ଏହି ରାଶିର ବ୍ୟକ୍ତିଙ୍କ ଖର୍ଚ୍ଚ ବଢ଼ିବ । ନକାରାତ୍ମକ ଚିନ୍ତା ଠାରୁ ଦୂରେଇ ରୁହନ୍ତୁ । ପର୍ଯ୍ୟଟନ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି ।
ମକର: ଏହି ରାଶିର ବ୍ୟକ୍ତିଙ୍କ ବ୍ୟବସାୟରେ ଆଶା ମୁତାବକ ଲାଭ ମିଳିବ । ଦାମ୍ପତ୍ୟ ଜୀବନ ଭଲରେ କଟିବ । ପରିବାର ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ ।
କୁମ୍ଭ: ମାନ-ସମ୍ମାନ ମିଳିବ । ପଦୋନ୍ନତିର ଯୋଗ ରହିଛି। ଧନପ୍ରାପ୍ତି ଯୋଗ ରହିଛି ।
ମୀନ: ନୂତନ କାର୍ଯ୍ୟରେ ଯୋଗ ଦିଅନ୍ତୁ ନାହିଁ । ଧାର୍ମିକ ସ୍ଥାନକୁ ଯାଇପାରନ୍ତି । ଅଳସୁଆ ଅନୁଭବ କରିବେ ।