କେମିତି କଟିବ ଆଜିର ଦିନ, ପଢି ନିଅନ୍ତୁ….

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ବର: ଆଜି ହେଉଛି ଶନିବାର | କିପରି କଟିବ ଆଜିର ଦିନ ଜାଣି ନିଅନ୍ତୁ |
ମେଷ: ଏହି ରାଶିର ବ୍ୟକ୍ତିଙ୍କ ଦିନଟି ବ୍ୟସ୍ତତା ଭିତରେ କଟିବ । ଏଥିସାହ ଯାନବାହନ ଦୁର୍ଘଟଣାର ଯୋଗ ରହିଛି । ସେଥିଲାଗି ସତର୍କ ରୁହନ୍ତୁ ।
ବୃଷ: ଏହି ରାଶିର ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । ଅସୁସ୍ଥ ଅନୁଭବ କରିବେ। ଖାଦ୍ୟପେୟର ଯତ୍ନ ନିଅନ୍ତୁ।
ମିଥୁନ: ଏହି ରାଶିର ହସଖୁସିରେ ସମୟ ବିତାଇବେ । ବନ୍ଧୁଙ୍କ ସହ ମନୋରଞ୍ଜନ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି । ବିବାହ ସ୍ଥିର ହୋଇପାରେ ।
କର୍କଟ: ଏହି ରାଶିର ଘରେ ହସଖୁସିର ପରିବେଶ ରହିବ । କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବ । ଶତ୍ରୁଙ୍କୁ ପରାସ୍ତ କରିବେ |
ସିଂହ: ଏହି ରାଶିର ପିଲାମାନେ ପାଠପଢ଼ାରେ ସଫଳତା ପାଇବେ । ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ । ପରିବାର ସଦସ୍ୟଙ୍କ ମତାନ୍ତର ହୋଇପାରେ ।
କନ୍ୟା: ଏହି ରାଶିର ଲୋକଙ୍କ ଖର୍ଚ୍ଚ ବଢ଼ିବ । ମାଆଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ । କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ ।
ତୁଳା: ଏହି ରାଶିର ଦିନଟି ଭଲରେ କଟିବ । ଭାଗ୍ୟ ବୃଦ୍ଧି ହେବ । ନୂତନ କାର୍ଯ୍ୟରେ ଯୋଗ ଦେଇ ପାରନ୍ତି । ପୁଞ୍ଜି ନିବେଶ କରିପାରନ୍ତି ।
ବିଚ୍ଛା:ନକାରାତ୍ମକ ଚିନ୍ତା ଠାରୁ ଦୂରେଇ ରୁହନ୍ତୁ। ସ୍ୱାଦିଷ୍ଟ ଖାଦ୍ୟ ଖାଇପାରନ୍ତି। ଈଶ୍ୱରଙ୍କୁ ଆରାଧନା କରନ୍ତୁ।
ଧନୁ: ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବେ। ଆର୍ଥିକ ସ୍ଥିତି ଭଲ ରହିବ। ଦାମ୍ପତ୍ୟ ଜୀବନ ଖୁସିରେ କଟିବ।
ମକର: କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ପଦୋନ୍ନତିର ଯୋଗ ରହିଛି। ତରବରିଆ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ।
କୁମ୍ଭ: ମାଆ ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିବ। ଖୁସି ଖବର ଶୁଣିପାରନ୍ତି। ଦୂରସ୍ଥାନକୁ ଯାତ୍ରା କରିବାକୁ ଯୋଜନା କରିପାରନ୍ତି।
ମୀନ: ମନ ପ୍ରଫୁଲ୍ଲିତ ରହିବ। ଗୁରୁଜନଙ୍କ ଆଶୀର୍ବାଦ ମିଳିବ। ମାନ-ସମ୍ମାନ ମିଳିବ।

 

ମତାମତ ଦିଅନ୍ତୁ

Please enter your comment!
Please enter your name here