କେମିତି କଟିବ ଆଜିର ଦିନ, ଦେଖନ୍ତୁ ଆଜିର ରାଶିଫଳ

ଭୁବନେଶ୍ୱର: କେଉଁ ରାଶିର ଲୋକଙ୍କ ପାଇଁ କେଉଁ ରଙ୍ଗ ଶୁଭ ଓ କଣ କଲେ ମିଳିବ ଲାଭ ଚାଲନ୍ତୁ ଜାଣିବା-
ମେଷ: ନୂତନ କାର୍ଯ୍ୟ କରିବାକୁ ଯୋଜନା କରିପାରନ୍ତି । ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ। ଗୁରୁଜନଙ୍କ ଆଶୀର୍ବାଦ ମିଳିବ ।
ବୃଷ: ଆର୍ଥିକ ସ୍ଥିତି ଭଲ ରହିବ। ମନ ପ୍ରଫୁଲ୍ଲ ରହିବ । ବନ୍ଧୁଙ୍କ ସହ ସାକ୍ଷାତ କରିବେ ।
ମିଥୁନ: ବ୍ୟବସାୟରେ ଆଶା ମୁତାବକ ଲାଭ ମିଳିବ। ପର୍ଯ୍ୟଟନସ୍ଥଳୀକୁ ବୁଲିବାକୁ ଯାଇପାରନ୍ତି । ଦାମ୍ପତ୍ୟ ଜୀବନ ଖୁସିରେ କଟିବ ।
କର୍କଟ: ପରିବାର ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ । ଖର୍ଚ୍ଚ ବଢ଼ିବ ।
ସିଂହ: ମାନ-ସମ୍ମାନ ମିଳିବ। ଧନପ୍ରାପ୍ତି ଯୋଗ ରହିଛି । ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ ।
କନ୍ୟା: ଶରୀର ଫୂର୍ତ୍ତି ରହିବ । ସ୍ୱାଦିଷ୍ଟ ଖାଦ୍ୟ ଖାଇପାରନ୍ତି । ଅଳସୁଆ ଅନୁଭବ କରିପାରନ୍ତି ।
ତୁଳା: ଧନପ୍ରାପ୍ତି ଯୋଗରହିଛି । ନୂତନ ପୋଷାକ କିଣିପାରନ୍ତି । ଘରକୁ ଅତିଥି ଆସିପାରନ୍ତି । ଗରିବ ଲୋକଙ୍କୁ ଖାଦ୍ୟ ଦାନ କରନ୍ତୁ଼ ।
ବିଚ୍ଛା: ବିଦ୍ୟାର୍ଥୀମାନେ ପାଠପଢ଼ା ପ୍ରତି ଧ୍ୟାନ ଦେବେ । ବାଦ-ବିବାଦରୁ ଦୂରେଇ ରୁହନ୍ତୁ । ପିତାଙ୍କ ସହଯୋଗ ମିଳିବ ।
ଧନୁ: ଧାର୍ମିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି । ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ । ଅପରାହ୍ଣ ପରେ ଶୁଭଫଳ ମିଳିବ ।
ମକର: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ନକାରାତ୍ମକ ଚିନ୍ତାଧାରାଠାରୁ ଦୂରେଇ ରୁହନ୍ତୁ । ଆୟଠାରୁ ବ୍ୟୟ ଅଧିକ ହେବ ।
କୁମ୍ଭ: ଖେଳାଳିଙ୍କ ପାଇଁ ଦିନଟି ଭଲରେ କଟିବ । ପିତାମାତାଙ୍କ ଆଶୀର୍ବାଦ ମିଳିବ । କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ ।
ମୀନ: ଦିନଟି ଭଲରେ କଟିବ । ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି। ବନ୍ଧୁଙ୍କ ସହଯୋଗ ମିଳିବ । ଜୀବନସାଥୀଙ୍କ ସହ ଖୁସିରେ ଦିନଟି କଟିବ ।

ନିଜ ପାଇଁ ଗାଡି କିଣୁଛନ୍ତି କି, ତେବେ ଜାଣି ନିଅନ୍ତୁ କେଉଁ ରଙ୍ଗର ଗାଡି କେଉଁ ରାଶି ପାଇଁ ଶୁଭ…..