ଫୁଡ ପଏଜେନିଂ ହେଉଛି କି, ଜାଣି ନିଅନ୍ତୁ କଣ ଖାଇଲେ ଏହା କମିବ….

ଭୁବନେଶ୍ୱର: ଶରୀରକୁ ଯଦି ବେଶି କିଛି ପ୍ରଭାବିତ ରଖିବାକୁ ସାହାର୍ଯ୍ୟ କରେ ସେଇଟା ହେଉଛି ଖାଦ୍ୟ । ଖାଦ୍ୟ ଉପରେ ହିଁ ମଣିଷପ ସ୍ୱାସ୍ଥୟ ନିର୍ଭର କରିଥାଏ । ତେବେ ଖାଦ୍ୟ ଖାଇବାରେ ବିଳମ୍ବ ହେଲେ ଆମର ବିଭିନ୍ନ ରୋଗ ଉପୁଜିଥାଏ । ତେବେ ଏମିତି କିଛି ଖାଦ୍ୟ ଅଛି ଯାହାକୁ ଭୁଲ ସମୟରେ ଖାଇବା ଉଚିତ ନୁହେଁ । ଯଦି ଏମିତି କିିଛି କାଦ୍ୟ ଅଛି ଯାହାକୁ ମିଶାଇ କାଇଲେ ଫୁଡ ପଏଜନିଂ ବା ଖାଦ୍ୟ ବିଷ ହୋଇଯାଏ । ଫଳରେ ଶରୀର ଏହା ଓଲଟା ପ୍ରଭାବ ପକାଇଥାଏ । ତେବେ ଚାଲନ୍ତୁ କଣ ଖାଇଲା ପରେ କଣ ଖାଇଲେ ଫିଡ ପଏଜେନିଂ ହୋଇଥାଏ ।
୧. ମଧ୍ୟାହ୍ନ ଭୋଜନ ଖାଇଲା ପରେ କୌଣସି ଫଳ ଖାଆନ୍ତୁ ନାହିଁ । ବିଶେଷ କରି ବାତ କାଇବା ପରେ କୌଣସି ଫଳ ଖାଆନ୍ତୁ ନାହଁ ।
୨. କ୍ଷୀର ସହିତ କିଛି ଅଲଗା ଖାଦ୍ୟ ମିଶାଇ ଖାଆନ୍ତୁ ନାହିଁ । ଆମିଷ, ଫଳ ଏବଂ କୌଣସି ପାନୀୟ ଜଳ ସହ କ୍ଷୀର ଖାଆନ୍ତୁ ନାହିଁ ।
୩. ଭାତ, ରୁଟି, କିମ୍ବା କୌଣସି କାଜ୍ମୋହାଇଡ୍ରେଟ ଜାତୀୟ ଖାଦ୍ୟ ଖାଇବା ପରେ କୌଣସି ଥଣ୍ଡା ପାନୀୟ ଜଳ ପିଅନ୍ତୁ ନାହିଁ ।
୪. ଗ୍ରୀନ ଟି ପିବା ପରେ ନାଲି ଚା କିମ୍ବା କ୍ଷୀର ପିଅନ୍ତୁ ନାହିଁ ।
୫. ରାତ୍ରିରେ ଆଦୌ ଦହି ଖାଆନ୍ତୁ ନାହିଁ । ଦହି ସହ ଆମିଷ ଖାଆନ୍ତୁ ନାହିଁ ।

ପେଟ ଫୁଲିବାକୁ ନେଇ ଚିନ୍ତିତ କି, ତେବେ ଆପଣାନ୍ତୁ ଏହି ଉପାୟ ଏବଂ ପେଟ କମାନ୍ତୁ