ଜାଣନ୍ତୁ ଆଜିର ରାଶିଫଳ

ମେଷ: ଲକ୍ଷ୍ୟ ହାସଲ ପାଇଁ ଯୋଜନା ପ୍ରସ୍ତୁତ କରିବେ । ଚଞ୍ଚଳ ସୋଭାବ ହେବେ । ଖର୍ଚ୍ଚ ବୃଦ୍ଧି ହେବାର ଆସଙ୍କା ରହିଛି । ମଧୁର ବଚନ କହି ଲୋକଙ୍କ ସମର୍ଥନ ପାଇବାର ଅସଙ୍କା ରହିଛି ।
ବୃଷ: ଆୟ ବୃଦ୍ଧି ହେବାର ସମ୍ଭାବନା ଅଛି । ମୂଲ୍ୟବାନ ଦ୍ରବ୍ୟର ସୂଚନା ମିଳିପାରିବ । ସୁସ୍ଥ ଓ ନିରାମୟ ରହିବେ । ଲୋକଙ୍କ ପ୍ରିୟତା ଅର୍ଜନ କରିବେ । ସରକାରୀ ସ୍ଥରରେ ସମ୍ମାନିତ ହେବା ସହିତ ରାଜକୋଷ ଅର୍ଥ ମିଳିପାରେ । ସୁ-ସମ୍ବାଦ ପାଇବେ ।
ମିଥୁନ: ଅଜି ଆପଣଙ୍କ ପରିଶ୍ରମ ମୁଳ୍ୟଙ୍କନ ହୋଇପରେ ଆପଣ ଚାହୁଁଥିବା ସାହାର୍ଯ୍ୟ ମିଳିବ ।ନିଜ ପରିବାରର ମୁଖ୍ୟ ହୋଇପାରନ୍ତି । କର୍ମକ୍ଷେତ୍ରରେ ସଫଳତା ମିଳିବ ଆର୍ଥିକ କର୍ମକ୍ଷେତ୍ରରେ ସଫଳତା ମିଳିବ ।
୍ରକର୍କଟ: ସୁଖ ସମୃଦ୍ଧିପୁଣ୍ଣ ଜୀବନ ଜାପନ କରିବେ ।ପରିବାର ଅଶାନ୍ତି ଦୁର ହୋଇଯିବ । ସେଥିରେ କୌଣସି କାମରୁ ଆପଣଙ୍କୁ ବଡ ଲାଭ ମିଳିପାରେ । ଆପଣଙ୍କ ପାଇଁ ଶୁଭରଙ୍ଗ ଗୋଲାପି
ସିଂହ: ଆଜି ଅପଣକଙ୍କର ଧନ କ୍ଷୟ ହେବାର ସମ୍ଭାବନା ରହିଛି । ଯୁଗ୍ମ ବ୍ୟବସାୟ କ୍ଷେତ୍ରରେ ସଫଳତା ମିଳିପାରେ । ଅପଣଙ୍କ ଶୁଭରଙ୍ଗ ଧଳା ଅଟେ । ଆଜି ଆପଣ ମା ଅମ୍ବିକାକୁ ଆରାଧନା କରନ୍ତୁ
କନ୍ୟା: ସାମାୟିକ ଭାବେ ଭୟାତୁର ହୋଇପାରନ୍ତି ଆଜି ବ୍ୟବସାୟ ଲାଭ ଜନକ ହେବ ।ଆଜି ଆପଣଙ୍କ ସେବା ମନୋଭାବ ଜାଗ୍ରତ ହେବ ।ଶାନ୍ତ ଏବଂ ଧୌର‌୍ୟ୍ୟବାନ ହୋଇପାରନ୍ତି । ଲକ୍ଷ୍ମୀ ନାରାୟଣଙ୍କୁ ଏବଂ ଆରାଧନା କରନ୍ତୁ ।
ତୁଳା:ବିଭିନ୍ନ କ୍ଷେତ୍ରରେ ସମ୍ମାନିତ ହେବେ । ନିଜ କର୍ମରେ ଛନ୍ଦି ହୋଇ ପଡିବ । ଶତ୍ରୁକୁ ଭୟ ବି ବିହିତ ପଦକ୍ଷେପ ନେଇ ଶତ୍ରୁ ହନ୍ତା ହେବେ । ସୂର୍ଯ୍ୟଦେବଙ୍କୁ ଙ୍କୁ ଆରାଧନା କରନ୍ତୁ ।
ବିଛା:ଆମୋଦ ପ୍ରମୋଦରେ ଦିନଟି ଅତିବାହିତ କରିପାରିଛନ୍ତି । ଚଞ୍ଚଳ ପ୍ରକୃତିର ହେବେ । ଅଚାନକ ଧନ ଆସିବାର ସମ୍ଭାବନା ରହିଛି ।କ୍ରମ ବ୍ୟକ୍ତିତ୍ୱଓ ତେଜସ୍ୱୀ ହେବ ।ମାଁ ପାଟଣେଶ୍ୱଙ୍କୁ ପୂଜା କରନ୍ତୁ ସମୟ ଆପଣଙ୍କୁ ସଫଳତା ଓ ପ୍ରଗତି ଆଣିଦେବ ।
ଧନୁ:ଆଜି ଆପଣ ସଫଳତାର ସହ ରହିବ । ଅଶା ଫଳବତୀ ହେବ ଉଦାର ସ୍ୱଭାବର ଚରିତ୍ରବାନ ହେବ । ସୁସ୍ଥ ଓ ନିରାମୟ ଜୀବନ ଯାବନ କରିବେ । କୃଷି ଉପରେ ଗୁରୁତ୍ୱ ଦେବେ । ଜଳ ପ୍ରତି ଆଦର ।
ମକର: ଉଚ୍ଚ ସମ୍ମାନ ଲାଭ କରିବେ । ମନ ପ୍ରସନ୍ନ ରହିବ ଆସ୍ତିକ ବ୍ୟକ୍ତିଭାବେ ପରିଗଣିତ ହେବେ । ଆସ୍ତିକ ବ୍ୟକ୍ତିଭାବେ କରିଗଣିତ ହେବେ । କରିବେ କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରିବେ । ଆର୍ଥୀକ କ୍ଷେତ୍ର ସ୍ୱଚ୍ଛଳ ରହିବ । ସକାଳୁ ଶ୍ରୀ ଗଣେଷ ଙ୍କୁ ପୁଜା କରନ୍ତୁ ଦିନଟି ମଙ୍ଗଳମୟ ରହିବ ।
କୁମ୍ଭ:ନିଜର ମନୋଭାବକୁ ନିୟନ୍ତ୍ରଣ ରଖନ୍ତୁ । ଆୟରେ ଉନ୍ନତି ଘଟିବ । କୌଣସି କାରଣରୁ କିଛି ମନରେ ଉଦ୍ବେଗ ଜାତ ହୋଇପାରେ । ଭାଗ୍ୟଶାଳି ହେବେ । ଶୋଭନ ବ୍ୟକ୍ତିତ୍ୱ ସମ୍ପନ୍ନ ଭାବେ ବିବେଚିତ ହେବେ । ଆଜି ସବୁଜ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ମାଁ ବିରଜାଙ୍କୁ ଆରାଧନା କରନ୍ତୁ ଦେଖିବେ ଦିନଟି ମଙ୍ଗଳ ମୟ ହେବ ।
ମୀନ: ମନୋବଳ ଦୃଢ ହୋଇପାରିବ । ମାଲିକମୋକଦମାରେ ଜିଣିବା ପାଇର୍ ଧନଲାଭର ସୂଚନା ମିଳୁଛି । ଲୋକପ୍ରିୟ ଓ ସାମାଜିକ ଗୌରବ ପାଇବେ । । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବ । ଚିନ୍ତାଧାରା ସମାପ୍ତ ହୋଇଯିବ ।ଶ୍ରୀ ଜଗନ୍ନାଥଙ୍କୁ ଆରାଧନା କରନ୍ତୁ ଦେଖିବେ ଦିନଟି ଶୁଭ ହେବ ।