ଜାଣନ୍ତୁ ଆଜିର ରାଶିଫଳ

https://www.facebook.com/nnsodia/videos/267154983995629/?t=5

ମେଷ: ଆଜି ଆପଣ ଆଲୋଚକ ରୂପେ କାମ କରିବେ । କାରବାରରେ ଉନ୍ନତି ହେତୁ ଆତ୍ମବିଶ୍ୱାସ ବଢିବ । ପ୍ରେମ ଜୀବନ ଖୁବ ଆନନ୍ଦମୟ ରହିବ । ଚଞ୍ଚଳ ସୋଭାବ ହେବେ । ଆଜି ଅପଣଙ୍କ ପାଇଁ ଧଳା ରଙ୍ଗଟି ଶୁଭ ରହିଥିବା ସହ ଶ୍ରୀ କୃଷ୍ଣଙ୍କୁ ଆରାଧନା କରନ୍ତୁ । ଦିନଟି ମଙ୍ଗଳମୟ ହେବ
ବୃଷ: ଆୟ ବୃଦ୍ଧି ହେବାର ସମ୍ଭାବନା ଅଛି । ଉଚ୍ଚଅଧିକାରୀ ଆପଣଙ୍କର କୌଣସି କଥାକୁ ନେଇ ନାରାଜ ହୋଇପାରନ୍ତି ସେଥିପ୍ରତି ଧ୍ୟାନ ଦିଅନ୍ତୁ । ପାରିବାରିକ ସମ୍ପତି ବିବାଦ ଠାରୁ ଦୁରରେ ରୁହନ୍ତୁ । ସ୍ୱାସ୍ଥ ପ୍ରତି ଧ୍ୟାନ ଦିଅନ୍ତୁ ସୁର୍ଯ୍ୟଦେବଙ୍କୁ ଆରାଧନା କରିନ୍ତୁ ଏବଂ ଧଳା ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ।
ମିଥୁନ:କୌଣସି କାମରେ ଜୀବନ ସାଥୀଠାରୁ ସାହାର୍ଯ୍ୟ ପାଇବେ । ସଂଚାର ଓ ଗଣମାଧ୍ୟମ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି ବିଶେଷଙ୍କର ପ୍ରଗତି ହେବ । ନୂଆ ବାହନ କିଣିବା ଲାଗି ଦିନଟି ଭଲ ରହିବ । ଆଜି ଆପଣଙ୍କ ପାଇଁ ଧଳା ରଙ୍ଗଟି ଶୁଭ ରହିଛି ମା ଭଦ୍ରକାଳୀଙ୍କୁ ଆରାଧନା କରନ୍ତୁ ।
୍ରକର୍କଟ: ସୁଖ ସମୃଦ୍ଧିପୁଣ୍ଣ ଜୀବନ ଜାପନ କରିବେ ।ଉନ୍ନତି ପାଇଁ ଅଲଗା ଅଲଗା ରାସ୍ତା ର ସମ୍ମୁଖୀନ ହେବେ । ଜମି ବାଡିରେ ଲାଗି ରହିଥିବା ବିବାଦର ସମାଧାନ ହେବାର ସମ୍ଭାବନା ରହିଛି । ଶିକ୍ଷକଙ୍କ ଲାଗି ଦିନଟି ଖୁବ ଭଲ ରହିବ । ଶୁଭରଙ୍ଗ ନୀଳ ହୋଇଥିବା ବେଳେ ଆଜି ଆପଣ ମା ବିରଜାଙ୍କୁ ଆରାଧନା କରନ୍ତୁ ।
ସିଂହ: ଆଜି ଆପଣ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ଅନ୍ୟଥା ଆପଣଙ୍କ କ୍ୟାରିୟର ଉପରେ ଏହାର ପ୍ରଭାବ ପଡିପାରେ । ଆଜି ଆପଣଙ୍କ ଜମି ନେଣଦେଣ କାମ ଲାଭ ରହିବ । ଅପଣଙ୍କ ଶୁଭରଙ୍ଗ ଗୋଲାପି ଅଟେ । ଆଜି ଆପଣ ମା ଦୁର୍ଗାଙ୍କୁ ଆରାଧନା କରନ୍ତୁ
କନ୍ୟା: ଆପଣ ଆଜି ବହୁତ ହସ ଖୁସିରେ ରହିବେ । ଆୟର ନୂଆ ସ୍ରୋତ ପ୍ରସ୍ତୁତ ହେବ । କୌଣସି ନିର୍ମାଣ କାର୍ଯ୍ୟରେ ନୂଆ ଆରମ୍ଭ କରିବେ ନ ହେଲେ ଏହାର ଯୋଜନା ମଧ୍ୟ କରିପାରନ୍ତି ।ଆଜି ଆପଣଙ୍କ ସେବା ମନୋଭାବ ଜାଗ୍ରତ ହେବ । ଧଳା ରଙ୍ଗଟି ଶୁଭ ରହିବ ଲକ୍ଷ୍ମୀ ନାରାୟଣଙ୍କୁ ଆରାଧନା କରନ୍ତୁ ।
ତୁଳା: ଜୀବନସାଥୀଙ୍କ ପୁରା ସହଯୋଗ ମିଳିବ । ନ୍ୟାୟିକ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବାର ଅଛି । ଆର୍ଥିକ ସ୍ଥିତି ମଜଭୁତ ହେବ । ବିଭିନ୍ନ କ୍ଷେତ୍ରରେ ସମ୍ମାନିତ ହେବେ । ନିଜ କର୍ମରେ ଛନ୍ଦି ହୋଇ ପଡିବ । ଶ୍ରୀ ଗଣେଷଙ୍କୁ ଙ୍କୁ ଆରାଧନା କରନ୍ତୁ । ନୀଳ ରଙ୍ଗଟି ଶୁଭ ରହିବ ଆଜି ଆପଣଙ୍କ ପାଇଁ ।
ବିଛା:ଆମୋଦ ପ୍ରମୋଦରେ ଦିନଟି ଅତିବାହିତ କରିପାରିଛନ୍ତି । ଆପଣଙ୍କର ଭଲ ବ୍ୟବହାର ପାଇଁ ଅଫିସର ଲୋକେ ପ୍ରଭାବିତ ହେବେ । ଅଚାନକ ଧନ ଆସିବାର ସମ୍ଭାବନା ରହିଛି ।କ୍ରମ ବ୍ୟକ୍ତିତ୍ୱ ଓ ତେଜସ୍ୱୀ ହେବ ।ମାଁ ସୁରେଶ୍ୱରୀ ପୂଜା କରନ୍ତୁ ସମୟ ଆପଣଙ୍କୁ ସଫଳତା ଓ ପ୍ରଗତି ଆଣିଦେବ । ଗୋଲାପି ରଙ୍ଗ ଟି ଶୁଭ ରହିବ ଆଜି ଆପଣଙ୍କ ପାଇଁ ।
ଧନୁ:ଆଜି ଆପଣ ସଫଳତାର ସହ ରହିବ । ସମସ୍ୟାର ସମାଧାନ ପାଇଁ ନୂଆ କୌଶଳ ଅବଲମ୍ବନ କରିବେ । ପରିଶ୍ରମର ଫଳ ଆପଣଙ୍କୁ ମିଳିବ । ଅଫିସ କାମରେ ସହର ବାହାରକୁ ଯାଇପାରନ୍ତି । ଅବିବାହିତଙ୍କ ବିବାହ ପାଇଁ ଭଲ ପ୍ରସ୍ତାବ ଆସିପାରେ । ଛାତ୍ର ଛତ୍ରୀଙ୍କୁ ତାଙ୍କ ସିନିୟର ମାନଙ୍କ ସହାୟତା ମିଳିପାରେ । ଆଜି ଆପଣଙ୍କ ପାଇଁ ଶୁଭ ରଙ୍ଗ ଘିଅ ରଙ୍ଗ ଏବଂ ମା ଭୌରବି ଙ୍କୁ ଆରାଧନା କରନ୍ତୁ ।
ମକର: ଉଚ୍ଚ ସମ୍ମାନ ଲାଭ କରିବେ । ନିଜ ଅଫିସରେ ଆଜି ସାବଧାନତା ଅବଲମ୍ବନ କରିବେ । ଆପଣଙ୍କର ବାଣୀ ଉପରେ ସଂଯମ ଟିକେ ରଖିବେ ମହିଳା ମାନଙ୍କୁ ଆଜି ତାଙ୍କ ଜୀବନ ସାଥୀଙ୍କ ଠାରୁ ଉପହାର ମିଳିପାରେ । ଆଜି ଆପଣଙ୍କ ପାଇଁ ଶୁଭ ରଙ୍ଗ ଧଳା ହୋଇଥିବା ବେଳେ ଆରାଧନା କରନ୍ତୁ ହର ପାର୍ବତୀ ଦେଖିବେ ଦିନଟି ଭଲରେ କଟିବ ।
କୁମ୍ଭ:ନିଜର ମନୋଭାବକୁ ନିୟନ୍ତ୍ରଣ ରଖନ୍ତୁ । ଆୟରେ ଉନ୍ନତି ଘଟିବ । ଭାବିଥିବା ଯୋଜନା ଭଲ ପ୍ରମାଣିତ ହେବ । ନୂଆ ବାହନ କିଣିବାର ଆଶା ପୂରଣ ହୋଇପାରେ । କଳାକାର ମାନଙ୍କୁ ଫିଲ୍ମର ପ୍ରସ୍ତାବ ମିଳିପାରେ । ନୀଳ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ମା ମଙ୍ଗଳାଙ୍କୁ ଆରାଧନା କରନ୍ତୁ ଦେଖିବେ ଦିନଟି ଭଲ କଟିବା ସହ ଶାନ୍ତ ରହିବେ ।
ମୀନ: ମନୋବଳ ଦୃଢ ହୋଇପାରିବ । ଦନଟି ଖୁସି ଭରା ରହିବ ।ଆର୍ଥିକ ଚିନ୍ତାର ଦୂର ହେବ । ବିଭିନ୍ନ ଲୋକଙ୍କ ସହିତ ମିଶିପାରିବେ । ଧଳା ରଙ୍ଗଟି ଶୁଭ ଅଛି ଆପଣଭଙ୍କ ପାଇଁ ସେଥିସହ ମା ତାରିଣୀଙ୍କୁ ଆରାଧନା କରନ୍ତୁ ।

ମତାମତ ଦିଅନ୍ତୁ

Please enter your comment!
Please enter your name here