ବର୍ଷର ଶେଷ ଦିନ କିପରି କଟିବ, ଜାଣି ନିଅନ୍ତୁ ଏହି ଖବରରେ….

ଭୁବନେଶ୍ୱର: ଆଜି ହେଉଛି ସୋମବାର | ଏହି ଦିନଟି ଆପଣଙ୍କ ଲାଗି କିପରି କଟିବ ତାହାକୁ ନେଇ ଅପଣ ଦେଖିନିଅନ୍ତୁ ଏହି ରାଶିଫଳରେ…
ମେଷ: ଆପଣଙ୍କ ଜୀବନଶୈଳୀ ଲାଗି ଦିନଟି ବଢ଼ିଆ ରହିବ । ସାମାଜିକ ଜୀବନରେ ଆନନ୍ଦ ଉପଭୋଗ କରିବେ । କାରବାରରେ ଲାଭ ପାଇବେ । ଆଜି ପରିବାରରେ ବଡ଼ ଖୁସି ଆସିପାରେ । ବୈବାହିକ ଜୀବନରେ ମଧୁରତା ବଜାୟ ରହିବ । ଶୁଭରଙ୍ଗ ହେଉଛି ଧଳା ।
ବୃଷ: ପ୍ରତିଟି କ୍ଷେତ୍ରରେ ଭାଗ୍ୟ ଆପଣଙ୍କୁ ସାଥ ଦେବ । ପରିବାରରେ ଲାଗିରହିଥିବା ସମସ୍ୟାର ସମାଧାନ ହେବ । ପିତା ଓ ଜୀବନସାଥୀଙ୍କ ସହଯୋଗରେ ବ୍ୟବସାୟ‌େର ଆଗକୁ ବଢ଼ିବେ । ସମାଜରେ ଆପଣଙ୍କର ମାନସମ୍ମାନ ବଢ଼ିବ । ଶୁଭରଙ୍ଗ ହେଉଛି କଫି |
ମିଥୁନ: ହାସ୍ୟକୌତୁକ ମନୋଭାବରେ ରହିବେ । ସରକାରୀ ଚାକିରିଆଙ୍କର ଆର୍ଥିକ ପକ୍ଷ ମଜଭୁତ ହେବ । ଆମଦାନି ପାଇଁ ନୂଆ ରଣନୀତି ପ୍ରସ୍ତୁତ କରିବେ । ପାରିବାରିକ ଜୀବନରେ ସାମଞ୍ଜସ୍ୟ ବଜାୟ ରହିବ । ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ । ଶୁଭରଙ୍ଗ ହେଉଛି ମେରୁନ |
କର୍କଟ: ଭାଗ୍ୟ ଆପଣଙ୍କ ସଙ୍ଗରେ ରହିବ । ଉନ୍ନତି ପାଇଁ ନୂଆ ସୁଯୋଗ ମିଳିବ । ବ୍ୟବସାୟ‌େର ଶୀଘ୍ର ଫଇସଲାରୁ ଲାଭ ମିଳିବ । ପାରିବାରିକ ସମ୍ବନ୍ଧ ମଜଭୁତ ହେବ । କୌଣସି ନିର୍ମାଣ କାର୍ଯ୍ୟ ଲାଗି ଯୋଜନା ପ୍ରସ୍ତୁତ କରିବେ । ଶୁଭରଙ୍ଗ ହେଉଛି ଆକାଶୀ ନୀଳ |
ସିଂହ: ଦୁନିଆକୁ ଜିଣି ନେବାର ଉତ୍ସାହ ଆପଣଙ୍କ ଭିତରେ ରହିବ । ମିଠା ମିଠା କଥା କହି ସ୍ଥଗିତ ଥିବା କାମ ସହଜରେ କରିନେବେ । ଆର୍ଥିକ ସ୍ଥିତି ମଜଭୁତ ହେବ । ପ୍ରେମିକପ୍ରେମିକା ସ୍ନାନସାରି ମହାଦେବଙ୍କୁ ଦର୍ଶନ କରନ୍ତୁ, ମନୋକାମନା ପୂରଣ ହେବ । ଶୁଭରଙ୍ଗ ହେଉଛି ଧଳା |
କନ୍ୟା: ଭାଗ୍ୟ ଆପଣଙ୍କୁ ଭଲ ସୁଯୋଗ ଦେବ। ବ୍ୟବସାୟ ବୃଦ୍ଧି ଲାଗି ନିକଟ ସଂପର୍କୀୟ ସହଯୋଗ କରିବେ । ନୂଆ କମ୍ପାନିରେ ଚାକିରିର ପ୍ରସ୍ତାବ ମିଳିପାରେ । ଅଚାନକ ଧନପ୍ରାପ୍ତି ହେବେ । ଛାତ୍ରଙ୍କ ପାଇଁ ଦିନଟି ଭଲ ରହିବ । ଶୁଭରଙ୍ଗ ହେଉଛି କଫି |
ତୁଳା: ଖୁସ୍‌ ମିଜାଜରେ ରହିବେ । କୌଣସି ଅଶାନ୍ତି ଆପଣଙ୍କ ପାଖକୁ ଆସିବ ନାହିଁ । ଯିବାକୁ ଥିବା ଯାତ୍ରା ଆପଣଙ୍କ ଲାଗି ଲାଭପ୍ରଦ ହେବ । ବ୍ୟବସାୟ ଆରମ୍ଭ କରିବା ଲାଗି ଦିନଟି ଭଲ ହେବ । ବୈବାହିକ ଜୀବନ ଆନନ୍ଦମୟ ହେବ । ଶୁଭରଙ୍ଗ ହେଉଛି ଧଳା ।
ବିଛା: ଧାର୍ମିକ କାର୍ଯ୍ୟରେ ସହଯୋଗ କରନ୍ତୁ, ସବୁ ସମସ୍ୟାର ସମାଧାନ ହୋଇଯିବ । ଦୂରସ୍ଥାନକୁ ଯାତ୍ରାରେ ଯିବେ । ବ୍ୟବସାୟକୁ ନେଇ ଭଲ ସଉଦା ହେବାର ସମ୍ଭାବନା । ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ । ଜୀବନସାଥୀଙ୍କ ଠାରୁ ଉପହାର ମିଳିବ । ଶୁଭରଙ୍ଗ ହେଉଛି ଧୂସର |
ଧନୁ: ଦିନଟି ଆପଣଙ୍କ ଲାଗି ଖୁବ୍‌ ଭଲ । କୌଣସି ବ୍ୟକ୍ତି ଆପଣଙ୍କ ଜୀବନରେ ଖୁସି ନେଇ ଆସି‌େବ । ସେୟାର କିଣିବେ ବା ନୂଆ କାରବାରରେ ଅର୍ଥନିବେଶ ପାଇଁ ବିଚାର କରିବେ । ଲେଖକଙ୍କୁ ଆଜି ଆପଣଙ୍କ ବିଚାର‌େର ପ୍ରଶ˚ସା ମିଳିବ । ଶୁଭରଙ୍ଗ ହେଉଛି ଧଳା ।
ମକର: ମାନସିକ ଅଶାନ୍ତିରୁ ମୁକ୍ତି ପାଇବେ । ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ । ବେକାରଙ୍କୁ ରୋଜଗାର ମିଳିବ । ବ୍ୟବସାୟରେ ବଡ଼ ସଉଦାରୁ ଲାଭ ହେବ । ବନ୍ଧୁଙ୍କ ମେଳରେ ଆପଣଙ୍କର ମାନସମ୍ମାନ ବଢ଼ିବ । ଶୁଭରଙ୍ଗ ହେଉଛି ଧଳା |
କୁମ୍ଭ: ପୂଜାପାଠରେ ସମୟ ବିତିବ । ନୂଆ ସକାରାତ୍ମକ ଊର୍ଜା ଅନୁଭବ କରିବେ । କାରବାରରେ ପରିବର୍ତ୍ତନ ଆଣିବେ ଓ ସଫଳତା ପାଇବେ । ଘରକୁ ଅତିଥିଙ୍କ ଆସିବା-ଯିବା ଲାଗି ରହିବ । ଛାତ୍ରଙ୍କୁ କୌଣସି ମିତ୍ର ସାହାଯ୍ୟ କରିବେ । ଶୁଭରଙ୍ଗ ହେଉଛି ନୀଳ |
ମୀନ: ପୂରା ଦିନ ସତର୍କ ରହିବାର ଆବଶ୍ୟକତା ରହିଛି । ପରିବାରର ଭାଗବଣ୍ଟାକୁ ନେଇ କିଛି ବିବାଦ ହୋଇପାରେ । ସ୍ଥଗିତ ଥିବା କାମ ବନ୍ଧୁଙ୍କ ସାହାଯ୍ୟରେ ପୂରା ହେବ । ରାଜନୀତିରେ ସାମାଜିକ କାର୍ଯ୍ୟ କରିବାର ସୌଭାଗ୍ୟ ପ୍ରାପ୍ତ ହେବ । ଶୁଭରଙ୍ଗ ହେଉଛି ଘିଅ ରଙ୍ଗ |