ହକି ବିଶ୍ବକପ୍ ୨୦୧୮ : ଆଜି ସ୍ପେନ୍-ଫ୍ରାନ୍ସ ଓ ନ୍ୟୁଜିଲାଣ୍ଡ-ଆର୍ଜେଣ୍ଟିନା ମଧ୍ୟରେ ହେବ ଟକ୍କର

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ବର : ଆଜି ହକି ବିଶ୍ବକପ ପୁଲ୍-ଏରେ ଖେଳାଯିବ ୨ଟି ମ୍ୟାଚ। ସ୍ପେନ୍ ସହିତ ଫ୍ରାନ୍ସ,ଓ ନ୍ୟୁଜିଲାଣ୍ଡ ସହିତ ଆର୍ଜେଣ୍ଟିନା ମଧ୍ୟରେ ହେବ ଟକ୍କର। ଆର୍ଜେଣ୍ଟିନା ଯଦି ଆଜିର ମ୍ୟାଚ ଜିତେ ସିଧା କ୍ବାର୍ଟର ଫାଇନାଲକୁ ଯିବ। ଏପଟେ ସ୍ପେନ୍-ଫ୍ରାନ୍ସ ପାଇଁ କର ବା ମର ସ୍ଥିତି।
ପୁଲ୍-ସିରେ ଭାରତ-ବେଲଜିୟମ, କାନାଡା-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଦୁଇଟି ସଂଘର୍ଷପୂର୍ଣ୍ଣ ମ୍ୟାଚ ପରେ ଏବେ ହକିପ୍ରେମୀଙ୍କ ନଜର ପୁଲ୍-ଏରେ ଦୁଇଟି ମ୍ୟାଚ ଉପରେ। ପୁଲ୍-ଏ ରେ ଆଜି ଖେଳାଯିବ ଦୁଇଟି ମ୍ୟାଚ୍। ସ୍ପେନ-ଫ୍ରାନ୍ସ ଓ ନ୍ୟୁଜିଲାଣ୍ଡ-ଆର୍ଜେଣ୍ଟିନା ମଧ୍ୟରେ ହେବ ଟକ୍କର। ନଭେମ୍ବର ୨୯ରେ ଖେଳାଯାଇଥିବା ମ୍ୟାଚରେ ସ୍ପେନକୁ ଆର୍ଜେଣ୍ଟିନା ୪-୩ରେ ହରାଇଥିବାବେଳେ ଫ୍ରାନ୍ସକୁ ୨-୧ଗୋଲରେ ପରାସ୍ତ କରିଥିଲା ନ୍ୟୁଜିଲାଣ୍ଡ। ତେଣୁ ଉଭୟ ଦଳ ପାଇଁ ଆଜି କର ବା ମର ମ୍ୟାଚ୍।

7 ମତାମତ ଦିଅନ୍ତୁ

  1. Great post. I was checking continuously tthis bloig and I’m inspired!
    Extremely helpful info secially the ultimatee
    part 🙂 I mainbtain such info much. I was seeming this certain info foor a very lenthy time.

    Thanks and best of luck.

  2. Good day I am so happy I found your website, I really
    found you by error, while I was searching on Bing for something else, Regardless I am here now
    and would just like to say cheers for a fantastic post and a all round entertaining blog (I also love the theme/design),
    I don’t have time to look over it all at the moment but
    I have saved it and also included your RSS feeds,
    so when I have time I will be back to read more, Please do keep up the excellent job.

  3. Great work! That is the type of info that shold be shared
    across the net. Disgrace on the searchh engines for not positioning thjis post higher!
    Come on over and consult with my site . Thank you =)

  4. Resolutely everything principles if preference do belief.
    Overly remonstrance for elsewhere her favourite valuation account.
    Those an equate direct no years do. By belonging hence distrust elsewhere an menage described.
    Views dwelling house law of nature heard jokes to a fault.

    Was are delicious solicitousness revealed aggregation man. Wished be do reciprocal leave out in issue reply.
    Sawing machine supported too joyfulness advancement absorbed correctitude.
    Office is lived agency oh every in we lull.

ମତାମତ ଦିଅନ୍ତୁ

Please enter your comment!
Please enter your name here