ମାଡିଆସୁଛି ବର୍ଷା, ୮ ଜିଲ୍ଲାକୁ ସର୍ତକ ସୂଚନା ଜାରି

ଭୁବନେଶ୍ୱର, ବଙ୍ଗୋପସାଗରରେ ସୃଷ୍ଟିଘୂଣ୍ଣିବଳୟ ୨୪ ଘଣ୍ଟା ମଧ୍ୟରେ ଲଘୁଚାପ ରୂପନେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହା ପ୍ରଭାବରେ ଦକ୍ଷିଣ ଓଡିଶାରେ ପ୍ରବଳ ଛେଚିବ । ମତ୍ସ୍ୟଜୀବୀଙ୍କୁ ସର୍ତକ ସୂଚନା ଜାରି କରାଯାଇଛି । ଏଥିସହ ୮ଟି ଜିଲ୍ଲାକୁ ସର୍ତକ କରାଯାଇଛି । ଉକ୍ତ ଜିଲ୍ଲାଗୁଡିକ ହେଲା ଗଞ୍ଜାମ, ଗଡପତି, କୋରାପୁଟ, କନ୍ଧମାଳ, ରାୟଗଡା, ନବରଙ୍ଗପୁର, କଳାହାଣ୍ଡି, ମାଲକାନଗିରି ଆଦି ଅଞ୍ଚଳରେ ପ୍ରବଳ ବର୍ଷିବ ।

LEAVE A REPLY

Please enter your comment!
Please enter your name here