ଶୀତ ଗାଏବ, ୧୬ରୁ ବଢ଼ିବ ତାତି

ଭୁବନେଶ୍ୱର: ସାରା ରାଜ୍ୟରେ ଶୀତର ପ୍ରକୋପ କମିବାରେ ଲାଗିଛି । ପ୍ରାୟ ସବୁ ସହରରେ ତାପମାତ୍ରା ୧୦ ଡିଗ୍ରୀ ଉପରେ ଥିବା ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ । ବିଭାଗରୁ ପ୍ରକାଶ ଯେ, ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ପାଗରେ ସାମାନ୍ୟ ପରିବର୍ତ୍ତନ ହେବ । ୧୬ରୁ ବେଳକୁ ତାପମାତ୍ରା ବଢ଼ିବା ନେଇ ଅନୁମାନ କରାଯାଉଛି । ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ କେତେକ ସ୍ଥାନରେ ତାପମାତ୍ରା କମଥିବା ଦେଖାଯାଇଥିଲା । କନ୍ଧମାଳ, ଦାରିଙ୍ଗିବାଡି ଓ ସୁନ୍ଦରଗଡ଼ର କିଛି ଅଂଚଳରେ ତୁଷାରପାତ ହୋଇଥିବା ଦେଖାଯାଇଥିଲା ।

୪୮ ଘଣ୍ଟା ପାଇଁ ରାଜ୍ୟରେ କୋଲ୍ଡ ୱେଭ୍ କଣ୍ଡିସନ୍ ଜାରି