You are here
Home > ବଡ଼ଖବର > ଉଦୀୟମାନ ହ୍ୟା‘ବଲ ଖେଳାଳୀ ଆର୍ୟାନଙ୍କୁ ସମ୍ବର୍ଧିତ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଉଦୀୟମାନ ହ୍ୟା‘ବଲ ଖେଳାଳୀ ଆର୍ୟାନଙ୍କୁ ସମ୍ବର୍ଧିତ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁୁବନେଶ୍ୱର :ଉଦୀୟମାନ ହ୍ୟା‘ବଲ ଖେଳାଳୀ ଆର୍ୟାନ ବ୍ରାହ୍ମିନଙ୍କୁ ଭୁବନେଶ୍ୱର ଠାରେ ସମ୍ବର୍ଧିତ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ନବମ ଶ୍ରେଣୀର ଛାତ୍ର ଆର୍ୟାନ ୧୯ ବର୍ଷରୁ କମ ଭାରତୀୟ ଦଳରେ ସର୍ବ କନିଷ୍ଠ ଖେଳାଳୀ ଭାବେ ସାମିଲ ହୋଇ ଲ‘ନ ଠାରେ ଅନ୍ତରାଷ୍ଟ୍ରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଆଗାମୀ ଦିନରେ ଉଜବେକିସ୍ତାନରେ ଅନୁଷ୍ଠିତ ହେବାକୁ ଥିବା ଅନ୍ତରାଷ୍ଟ୍ରୀୟ ପ୍ରତିଯୋଗିତାରେ ସେ ଭାରତର ପ୍ରତିନିଧିତ୍ୱ କରିବେ ।
ଭୁବନେଶ୍ୱର ଡିପିଏସ କଳିଙ୍ଗର ନବମ ଶ୍ରେଣୀର ଛାତ୍ର ଆର୍ୟାନ ତାଳଚେରର ମୂଳ ବାସିନ୍ଦା । ଆଗାମୀ ଦିନରେ ଜଣେ ସ‘ଳ କ୍ରୀଡାବିତ ଭାବେ ସେ ଦେଶ ଓ ରାଜ୍ୟର ସମ୍ମାନ ବଢାଇବେ ବୋଲି ଶ୍ରୀ ପ୍ରଧାନ ଆଶା ବ୍ୟକ୍ତ କରିଛନ୍ତି ।

Loading...
ONA

Leave a Reply

Top