୨୩ରେ କଣ୍ଣାଟକ ସିଏମ ଭାବେ ଶପଥ ନେବେ କୁମାର ସ୍ୱାମୀ

2

ବେଙ୍ଗାଲୁର : ବିଜେପି ବିଧାୟକ ଦଳର ନେତା ବିଏସ ୟେଦୁରପାଙ୍କ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ କଣ୍ଣାଟକରେ ଅଢେଇ ଦିନିଆ ସରକାରର ପଦନ ଘଟିଛି । ଆସ୍ତା ଭୋଟ ନଲୋଡି ୟେଦୁରପା ଇସ୍ତଫା ଦେଇଛନ୍ତି । ଏହା ପରେ ରାଜ୍ୟପାଳ ବାଜୁ ଭାଇ ରୁଦ୍ରଭାଇ ବାଲା କଂଗ୍ରେସ ଓ ଜେଡିଏସ ମେଣ୍ଟ ସରକାରରେ ମୁଖ୍ୟମନ୍ତ୍ରୀ ଭାବେ କୁମାର ସ୍ୱାମୀଙ୍କୁ ସରକାର ଗଢିବାକି ଆମନ୍ତ୍ରଣ କରିଛନ୍ତି ।  ରାଜ୍ୟଭବନ ଯାଇ ରାଜ୍ୟପାଳଙ୍କୁ ଭେଟିବା ପରେ ଗଣମାଧ୍ୟମରେ ଏହି ସୂଚନା ଦେଇଛନ୍ତି । ମେ ୨୩ ତାରିଖରେ କୁମାର ସ୍ୱାମୀ  କଣ୍ଣାଟକ ସିଏମ ଭାବେ ଶପଥ ନେବେ କୁମାର ସ୍ୱାମୀ । ବେଙ୍ଗାଲୁରର କ୍ରାନ୍ତିରଭା ଷ୍ଟାଡିୟମରେ କୁମାର ସ୍ୱାମୀଙ୍କ ଶପଥ ଗ୍ରହଣ ଉତ୍ସହ ହେବ ।

LEAVE A REPLY

Please enter your comment!
Please enter your name here