ଭାତୁଡିକୁ ନେଇ ଚିନ୍ତିତ କି…ଆପଣାନ୍ତୁ ଏହି ଉପାୟ

https://www.facebook.com/nnsodia/videos/267154983995629/?t=5

ସମସ୍ତେ ଚାହାନ୍ତି ସୁନ୍ଦର ଲାଗିବା ପାଇଁ । ମାତ୍ର ପ୍ରକୃତିରୁ ମିଳିଥିବା କିଛି ଏପରି ରୋଗ ବା ଦାଗ, ଯାହା ସହଜରେ ଦୂରେଇ ନଥାଏ କିମ୍ବା ସହଜରେ ଲିଭି ନଥାଏ । ଯାହା କି ଗୋଟେ ପ୍ରକାରର ଚିନ୍ତା ବୃଦ୍ଧି କରାଇଥାଏ । ଯେମିତି ଶରୀର ମାନଙ୍କରେ ଦେଖାଯାଉଥିବା ଭାତୁଡି । ଭାତୁଡି ଲାଗି ଅନେକ ସମୟରେ ବହୁତ ଜଣ ଚିନ୍ତିତ ରହୁଥିବାର ଦେଖିବାକୁ ମିଳେ । କାରଣ ଏହି ଭାତୁଡି ସୌନ୍ଦର୍ଯ୍ୟକୁ ନଷ୍ଟ କରେ । ଭାତୁଡି ସାଧାରଣତଃ କଳା ଓ ନାଲି ରଙ୍ଗର ହୋଇଥାଏ । ତେବେ ଠିକ ସମୟରେ ଏହାର ଚିକିତ୍ସା କରାନଗଲେ ଏହା କ୍ୟାନ୍ସର ଭଳି ବଡ ରୋଗର ରୂପ ନେଇଥାଏ । ତେବେ ଆପଣ କଣ ଏହି ଭାତୁଡି ପାଇଁ ଚିନ୍ତିତ ଅଛନ୍ତି କି , ତେବେ ଆପଣାନ୍ତୁ ଏହି ଉପାୟ ଏବଂ ଦୂରାନ୍ତୁ ଭାତୁଡିକୁ ।
ସାଧାରଣତଃ କଦଳୀକୁ ଆମେ ଖାଇ ତାର ଚୋପାକୁ ଫିଙ୍ଗି ଦେଇଥାଉ । କିନ୍ତୁ କଦଳୀ ଚୋପାରେ ଥିବା ଆଣ୍ଟି ଅକ୍ସାଇଡ ତତ୍ତ୍ୱ ରହିଥାଏ । ଯାହା ଭାତୁଡିକୁ ଦୀରେଇବାରେ ସାହାର୍ଯ୍ୟ କରିଥାଏ । ତେଣୁ ଭାତୁଡି ସମସ୍ୟାକୁ ଦୁରେଇବାକୁ ହେଲେ କଦଳୀ ଚୋପାକୁ ଭାତୁଡି ସ୍ତାନରେ ଘଷନ୍ତୁ । କିଛି ଦିନ ପରେ ଏହି କମିଯିବ ।

ମତାମତ ଦିଅନ୍ତୁ

Please enter your comment!
Please enter your name here